Daily Archives

May 17, 2021

ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା ସାମୁଦ୍ରିକ ବାତ୍ୟା ତୌତେ, ୬ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ବାତ୍ୟା ତାଉ-ତେର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିବ । ହେଲେ ଏହା ପୂର୍ବରୁ ଗୁଜୁରାଟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତ ପାଣିପାଗ…

ସ୍ଥିର ରହିଛି ଓଡ଼ିଶାର କରୋନା ସଂକ୍ରମଣ । ୫୮ ହଜାର ପରୀକ୍ଷା ପରେ ବି ୧୦ ହଜାର ସ୍ତରରେ ରହିଛି ସଂକ୍ରମଣ । ବିଶେଷଜ୍ଞ…

କନକ ବ୍ୟୁରୋ: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଅନୁସାରେ, ବର୍ତମାନ ଏହା ପ୍ଲାଟ୍ୟୁ ବା ଏକପ୍ରକାର ସ୍ଥିର ହୋଇ ରହିଛି । କେତେବେଳେ ଏହା ବଢୁଥିବାବେଳେ କେତେବେଳ ଏହା କମିଯାଉଛି । ଯଦି ଏହି ଆକଳନକୁ ଠିକ ବୋଲି ଧରିନିଆଯାଏ ତାହାହେଲେ, ଆଗକୁ ଏହା ଧୀରେ ଧୀରେ…

କାନ୍ଦୁଛି କଳାକାର, ଝୁରୁଛି ଓଡ଼ିଶା । ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ । ଭୁବନେଶ୍ୱରର…

କନକ ବ୍ୟୁରୋ: ଯେଉଁ ଗୀତଟି କୁନି ପିଲା କାନରେ ବାଜିଲା, ମାତ୍ରେ ଆପଣା ଛାଏଁ ଶୋଇ ଯାଉଥିଲା । ସେଇ ଗୀତର ସଂଗୀତ ନିର୍ଦ୍ଦେଶକ ଆଜି ନିଜେ ସବୁ ଦିନ ପାଇଁ ଶୋଇଯାଇଛନ୍ତି । ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି ବିଚକ୍ଷଣ ସଂଗୀତ ସ୍ରଷ୍ଟା ଅମରେନ୍ଦ୍ର ମହାନ୍ତି ।---ପୁଚୁକି ଗାଲି ସଙ୍ଗ-ଓଡ଼ିଆ ସିନେମା…

ବାତ୍ୟା ତାଉ-ତେର ସୌରାଷ୍ଟ୍ର ନିକଟରେ ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରାୟ ଚାରି ଘଣ୍ଟା ଲାଗିବ ଏହି…

କନକ ବ୍ୟୁରୋ: ବାତ୍ୟା ତାଉ-ତେର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିବ । ଏହିସମୟରେ ଘଂଟାକୁ ୧୮୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏହାଫଳରେ ବଡ…

କରୋନାର ଦେଶୀ ଔଷଧ, ‘ଟୁ-ଡିଜି’କୁ ଉଦଘାଟନ କଲେ ସରକାର । ପାଉଡର ଆକାରରେ ରହିଛି ଔଷଧ, ପାଣି ସହ କରିବାକୁ ହେବ ସେବନ

କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି । ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ ଖୁବ ଶୀଘ୍ର ହସ୍ପିଟାଲରେ ମିଳିବ । ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ପରୀକ୍ଷାଗାର ଓ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଏହି ଔଷଧକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ଆପଣାକୁ ପର କରିଦେଉଛି କରୋନା । କରୋନା ମୃତ୍ୟୁ ପରେ ବ୍ରାହ୍ମଣ, ବାରିକ କିମ୍ବା ଆସୁ ନାହାଁନ୍ତି ରଜକ । ସମ୍ବଲପୁରରୁ…

କନକ ବ୍ୟୁରୋ: ଯିଏ ଗଲା, ସିଏ ତ ଚାଲିଗଲା । କିନ୍ତୁ ଯେଉଁମାନେ ଅଛନ୍ତି ସେମାନଙ୍କ ଉପରେ ଯେମିତି ଦୁଃଖ ପାହାଡ଼ ଛିଣ୍ଡି ପଡ଼ିଲା । କରୋନା ମୃତ୍ୟୁ ମଣିଷକୁ ଅସହାୟ କରିଦେଇଛି, ଆପଣାକୁ ପର କରିଦେଇଛି । ଜଣକୁ ଆଉ ଜଣଙ୍କଠାରୁ କେମିତି ଦୂରେଇ ଦେଇଛି, ସମ୍ବଲପୁରର ସୁଜିତ କୁମାରଙ୍କ ମୁହଁରୁ ଶୁଣି…