Daily Archives

May 7, 2021

ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ପହଞ୍ଚିଲା କରୋନା । ୧୭ ପର୍ବତାରୋହୀ ସଂକ୍ରମିତ ।

କନକ ବ୍ୟୁରୋ : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ ଏବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ବି ପହଞ୍ଚିଯ଼ାଇଛି । ଏଭରେଷ୍ଟ ଆରୋହଣ କରୁଥିବା ପ୍ରାୟ ୧୭ ଜଣ ପର୍ବତାରୋହୀ କରୋନା ସଂକ୍ରମିତ ଥିବା ଏକ ବିବିସି ରିପୋର୍ଟରୁ ଜଣାପଡ଼ିଛି । ସେମାନଙ୍କୁ କାଠମାଣ୍ଡୁର ଏକ…

ଡାକ୍ତରଙ୍କୁ ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଅଧୀନକୁ ଆସିଲେ ଭିନ୍ନ ଭିନ୍ନ କ୍ୟାଡର ଡାକ୍ତର ।

କନକ ବ୍ୟୁରୋ : ଡାକ୍ତରଙ୍କୁ ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣାଗଲା । ଓଏଚଏମଏସ, ଓଏମଇଏସ, ଆୟୂଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇନଟର୍ଣ୍ଣ ଏବଂ ଶେଷବର୍ଷ ଛାତ୍ର ରାଜ୍ୟ ଅଧୀନକୁ ଆସିଲେ…

ସୁରଟରେ ବିଗୁଡୁଛି ସ୍ଥିତି…ବନ୍ଦ ହେଉଛି ହୀରା କାରଖାନା । ଘରକୁ ଫେରୁଛନ୍ତି ୫୦ରୁ ୭୦ ପ୍ରତିଶତ ଶ୍ରମିକ, ବାଧ୍ୟ…

କନକ ବ୍ୟୁରୋ : ଦେଶରେ କରୋନା କାୟା ମେଲାଇଥିବା ବେଳେ ଗୁଜରାଟରେ ବି ଗମ୍ଭୀର ରହିଛି ପରିସ୍ଥିତି । ସୁରଟରେ ବି କରୋନା କିଛି କମ୍ ନାହିଁ । ଏହାର ପ୍ରକୋପ ବଢିବା ପରେ, ସୁରଟର ଡାଇମଣ୍ଡ ବ୍ୟବସାୟ ପ୍ରାୟ ବନ୍ଦ ହେବାକୁ ବସିଲାଣି । ଅଧାରୁ ଅଧିକ ଶ୍ରମିକ ଲକଡାଉନ ଡରରେ ଘରକୁ ଫେରି ଆସିଲେଣି ।…

ଅମ୍ଳଜାନକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀକୁ ପ୍ରତିଦିନ ଦିଅ ୭୦୦ ମେଟ୍ରିକ ଟନ୍ ଓ…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଳେ ଅମ୍ଳଜାନ ଅଭାବକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ରାୟ । ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ବର୍ତମାନ ପରିସ୍ଥିତିରେ କୌଣସି ରାଜ୍ୟକୁ ଏପରି ଅବସ୍ଥାରେ ଛାଡି ଦିଆଯାଇପାରିବ ନାହିଁ…

ଦୈନିକ ସଂକ୍ରମଣରେ ନୂଆ ବିଶ୍ୱ ରେକର୍ଡ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩,୯୧୫ ମୃତ ।

କନକ ବ୍ୟୁରୋ : ଭାରତରେ କେବେ ଶୀର୍ଷରେ ପହଞ୍ଚିବ କରୋନା ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୭ ଦିନ ଭିତରେ ୨୦ରୁ ୨୫ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ଗୋଟିଏ ସପ୍ତାହରେ ୩ ଥର ୪ ଲକ୍ଷ ଟପିଛି ଦୈନିକ…

କରୋନା ମହାମାରୀ କାଳରେ ବଢୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା

କନକ ବ୍ୟୁରୋ: ମହାମାରୀ କେବଳ ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଭାବେ ବିଶ୍ୱକୁ ପ୍ରଭାବିତ କରିନାହିଁ । ମହିଳାଙ୍କ ଉପରେ ଘରୋଇ ହିଂସାର ବୃଦ୍ଧି ପାଇଁ ଏକ ପ୍ରମୁଖ କାରଣ ହୋଇଛି । ପ୍ରତିବର୍ଷ ଆମେ ୨୫ ନଭେମ୍ବରକୁ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଦୂର କରିବା ପାଇଁ ଏବଂ ଅନ୍ତର୍ଜାତୀୟ…