Daily Archives

October 14, 2020

କାଲିଠାରୁ ଖୋଲିବ ସିନେମା ହଲ୍ । ଏହି ସବୁ ଲୋକଙ୍କୁ ମିଳିବ ମାଗଣା ଟିକେଟ, ବଦଳିଯିବ ନିୟମ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ମଇ ମାସ ଠାରୁ ଦେଶସାରା ସିନେମା ହଲ୍‌କୁ ବନ୍ଦ ରଖାଯାଇଥିଲା । ହେଲେ ଆସନ୍ତାକାଲି ଅର୍ଥାତ ୧୫ ତାରିଖ ଗୁରୁବାର ଦିନ ସିନେମା ହଲ୍ ଖୋଲିବାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏଥିପାଇଁ ସିନେମା ହଲ୍ ମାଲିକ ଓ ଦର୍ଶକଙ୍କ ପାଇଁ କିଛି…

କମିଲେ ଆକ୍ରାନ୍ତ, ବଢିଲେ ସୁସ୍ଥ । ଭୁବନେଶ୍ୱରରୁ ଆଜି ଆଉ ୨୬୭ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧, ଲୋକାଲ…

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୨୬୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୯୬ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୪୨ ଜଣ ସୁସ୍ଥ ହୋଇ ଘରକୁ…

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଚାପି ହୋଇ ରହିଛନ୍ତି…

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଗୋଟିଏ ଟ୍ରକୁ ଅନ୍ୟ ଏକ ପିଟିବା ପରେ ଭୟଙ୍କର ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଦୁର୍ଘଟଣା ପରେ ଚାଲିଛି ଉଦ୍ଧାର କାମ । ୧୬ ନମ୍ବର ଜାତୀୟ ରାଜପଥର ଫାୟାର…

ବନ୍ଧା ହେଲେ ବନ୍ଧୁକ ବେପାରି । ଗ୍ରାହକ ବେଶରେ ଆସି କଟକରୁ ୪ ବନ୍ଧୁକ ବେପାରିଙ୍କୁ ଗିରଫ କଲା କମିଶନରେଟ ପୁଲିସର…

କନକ ବ୍ୟୁରୋ : ବନ୍ଧା ହେଲେ ବନ୍ଧୁକ ବେପାରୀ । ଗ୍ରାହକ ବେଶରେ ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରିଙ୍କୁ ଗିରଫ କଲା ପୁଲିସ । ଆଜି କଟକରୁ ୪ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେସାଲ ସ୍କ୍ୱାର୍ଡ଼ । ଗ୍ରାହକ ବେଶରେ ଯାଇ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ…

କୋଭିଡ-୧୯ ବିପକ୍ଷରେ ୫ ମାସରୁ ଅଧିକ ସମୟ ଧରି କାର୍ଯ୍ୟ କରିବ ଆଣ୍ଟିବଡି । ଚିହ୍ନଟ କଲେ ଭାରତୀୟ ବଂଶୋଦ୍ଭବ ଗବେଷକ ।

କନକ ବ୍ୟୁରୋ : କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ୬୦୦୦ ବ୍ୟକ୍ତିଙ୍କ ଠାରୁ ସଗୃହୀତ ‘ଆଣ୍ଟିବଡି’ ନମୁନା ଅଧ୍ୟୟନ କରି ଯୁକ୍ତରାଷ୍ଟ୍ର ଆମେରିକାର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଡ୍-୧୯ ବିପକ୍ଷରେ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟୂନ ୫ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ।…

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମାନଙ୍କ ଭିତରେ ଭୂକମ୍ପ ଦେଖିବାକୁ ମିଳିଛି । ବୁଧବାର…

କନକ ବ୍ୟୁରୋ : କ୍ଷମତା ଲୋଭରେ ବଳି ପଡୁଛି ଆଦର୍ଶ । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳର ଟ୍ରେଣ୍ଡ ଏବେ ଏକ ପ୍ରମୁଖ ଧାରା ହେବାକୁ ଯାଉଛି । ଯାହାକୁ ଟିକେଟ୍ ମିଳିଲା ସେ ଦଳରେ ରହିଲା ତ ଯାହାକୁ ଟିକେଟ୍ ନମିଳିଲା ସେ ଦଳ…