Daily Archives

October 9, 2020

ରାବାଡାଙ୍କ ଘାତକ ବୋଲିଂ । ୧୩୮ ରନରେ ଅଲଆଉଟ ହେଲା ରାଜସ୍ଥାନ ଦଳ । ୪୬ରନରେ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । 

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବିଫଳ ହେଲେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ । ଏହି ମ୍ୟାଚରେ ଦିଲ୍ଲୀ ୪୬ ରନରେ ବିଜୟ ହାସଲ କରିଛି । ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ…

କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ । ମହାମାରୀ ଆଇନ…

କନକ ବ୍ୟୁରୋ: କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହାମାରୀ ଆଇନ ଅନୁସାରେ ପୁରୀ ସମୁଦ୍ରକୂଳ ଥାନା ଦାୟର କରିଛି ମାମଲା । ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ…

ଭାରତ ପରେ ପାକିସ୍ତାନରେ ବ୍ୟାନ ହେଲା ଟିକଟକ୍ ଆପ । ଅଶ୍ଳୀଳତା ପରିବେଷଣ ନେଇ ସରକାରଙ୍କ ଗାଇଉଲାଇନ ଉଲଙ୍ଘନ ଅଭିଯୋଗରେ…

କନକ ବ୍ୟୁରୋ : ଚୀନ୍ ସଟ୍ ଭିଡିଓ ଆପ୍ ଟିକଟକ୍ କୁ ପୁଣି ଲାଗିଛି ଆଉ ଏକ ଶକ୍ତ ଝଟକା । ପାକିସ୍ତାନରେ ଟିକଟକ୍ ଉପରେ ଲାଗିଲା ପ୍ରତିବନ୍ଧକ । ପାକିସ୍ତାନ କର୍ତୃପକ୍ଷ ଶୁକ୍ରବାର ଟିକଟକ ଉପରେ କଟକଣା ଲଗାଇଛନ୍ତି । ପାକିସ୍ତାନ ଟେଲିକମ୍ୟୁନିକେସନ ପକ୍ଷରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି ।…

ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ…

କନକ ବ୍ୟୁରୋ : ଭାରତକୁ ସୁଇସ୍ ବ୍ୟାଙ୍କ ଆକାଉଂଟର ଦ୍ୱିିତୀୟ ତାଲିକା ମିଳିଛି । ସୁଇଜରଲ୍ୟାଣ୍ଡ ସରକାର ପୂର୍ବରୁ ହୋଇଥିବା ଚୁକ୍ତି ଅନୁସାରେ ଭାରତକୁ ଏହି ତଥ୍ୟ ମିଳିଛି । ଭାରତ ସମେତ ୮୬ଟି ଦେଶ ସହ ତଥ୍ୟ ବାଂଟିଛନ୍ତି ସୁଇଜରଲ୍ୟାଣ୍ଡ ସରକାର । ଏହି ଦେଶମାନଙ୍କୁ ସୁଇଜରଲ୍ୟାଣ୍ଡ ଫେଡେରାଲ…

ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ…

କନକ ବ୍ୟୁରୋ : ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷର କଲା ଭାରତ । ରୁଦ୍ରମ କ୍ଷେପଣାସ୍ତ୍ରରେ ଆଣ୍ଟି ରେଡିଏସନ କ୍ଷମତା ରହିଛି । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ସକାଳ ସାଢ଼େ ୧୦ଟାରେ ଏହି ପରୀକ୍ଷଣ କରାଯାଇଛି । ଡିଆରଡିଓ ଦ୍ୱାରା…

ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟିର ଜୋରଦାର ତଦନ୍ତ । ପଚରାଉଚରା ପାଇଁ ୪୦ ଜଣ ଗ୍ରାମବାସୀଙ୍କୁ ନୋଟିସ୍ ।…

କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟି ତଦନ୍ତକୁ ଜୋରଦାର କରିଛି । ପୀଡ଼ିତାଙ୍କ ଗାଁକୁ ଯାଇ ଗାଁଲୋକଙ୍କୁ ପଚରାଉଚରା କରିଛି ଏସଆଇଟି । ଏହାସହ ଅଧିକ ପଚରାଉଚରା ପାଇଁ ଗାଁର ୪୦ ଜଣଙ୍କୁ ନୋଟିସ୍ ପଠାଯାଇଛି । ଘଟଣାଦିନ କ’ଣ ଘଟିଥିଲା, ପୀଡ଼ିତାଙ୍କ ଅନ୍ତେଷ୍ଟିକ୍ରିୟା ଓ…