Daily Archives

October 24, 2020

ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ ।

କନକ ବ୍ୟୁରୋ : ଆଜି ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଏଥିରେ ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ଫଳରେ ଏହି ମ୍ୟାଚରେ ପଞ୍ଜାବ ୧୨ ରନରେ ବିଜୟ ହାସଲ କରିଛି । ଏହାସହ ଚତୁର୍ଥ ସ୍ଥାନ ଯୋଗ୍ୟତା ହାସଲ ପାଇଁ ପଞ୍ଜାବର ଆଶା ଉଜ୍ଜୀବିତ ହୋଇଛି ।…

୫ ଟଙ୍କିଆ ଆହାରରେ ପୂରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ପଂଜିକୃତ ନିର୍ମାଣ ଶ୍ରମିକଙ୍କ ଜୀବନ…

କନକ ବ୍ୟୁରୋ: ୫ ଟଙ୍କିଆ ଆହାରରେ ପୁରୁଛି ୩ ପ୍ରାଣୀଙ୍କ ପେଟ । ଆଉ ଦୁଇଖଣ୍ଡ ପଲିଥିନ ତଳେ ବିତୁଛି ଜୀବନ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ପଂଜିକୃତ ନିର୍ମାଣ ଶ୍ରମିକଙ୍କ କଥା । ଅଜଣା ରୋଗରେ ପୀଡିତ ହୋଇ ସର୍ବଶାନ୍ତ ହୋଇ ଗଲେ ରାଜମିସ୍ତ୍ରୀ । ଘର ଦ୍ୱାର ବିକିବା ପରେ ଖୋଲା ଆକାଶ ତଳେ…

ପୁଣି ଘୁଂଚିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା । ବ୍ୟକ୍ତିଗତ କରଦାତାଙ୍କ ପାଇଁ ଶେଷ ତାରିଖ ଡିସେମ୍ବର ୩୧ । ସେପଟେ…

କନକ ବ୍ୟୁରୋ : ଆୟକର ରିଟର୍ନ ସମୟ ସୀମାକୁ ପୁଣିଥରେ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ବ୍ୟକ୍ତିଗତ ଆୟକର ରିଟର୍ନ ସମୟ ସୀମା ନଭେମ୍ବର ୩୦ ପରିବର୍ତେ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ଯେଉଁମାନଙ୍କ ଟାସ୍କ ୧ ଲକ୍ଷ ଟଙ୍କାରୁ କମ ରହିଛି, ସେମାନେ ଡିସେମ୍ବର ୩୧ ସୁଦ୍ଧା ଆୟକର ରିଟର୍ନ ଦାଖଲ…

ପୂଜା ମଣ୍ଡପରୁ ଫେରିଗଲା ଶ୍ରଦ୍ଧାଳୁର ଭୋଗ । ପୂର୍ଜା ମଣ୍ଡପରେ ଛଳଛଳ ହୋଇ କାନ୍ଦିଲେ ମହିଳା ଭକ୍ତ । କରୋନା କଟକଣା…

କନକ ବ୍ୟୁରୋ : ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ଆଜି ପୀଠରେ ନବମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମୃଣମୟୀ ମୂର୍ତୀଙ୍କ ଅଷ୍ଟମୀ ନୀତି ଅନୁଷ୍ଠିତ ହୋଇଛି । ହେଲେ ଦେବୀ ଦୁଆରୁ ନିରାଶ ମନରେ ଫେରି ଯାଇଛି ଶ୍ରଦ୍ଧାଳୁ । ମାଆଙ୍କ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨ ହଜାର ୬୧୩ ଜଣ ସୁସ୍ଥ । 

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୨ ହଜାର ୬୧୩ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; କଟକରୁ ୨୮୧ଜଣ, ସୁନ୍ଦରଗଡ଼ରୁ ୨୨୮ଜଣ, ମୟୁରଭଞ୍ଜରୁ ୧୯୯ଜଣ, ଅନୁଗୁଳରୁ ୧୪୫ଜଣ, ବାଲେଶ୍ୱର ୧୦୬ଜଣ, ପୁରୀରୁ ୮୬ଜଣ, ସୋନପୁରରୁ ୮୫ଜଣ, କେନ୍ଦ୍ରାପଡ଼ାରୁ ୮୪ଜଣ,…

କୃତ୍ରିମ ଫୁସଫୁସରେ କରୋନା ଭୂତାଣୁର ପ୍ରଭାବ ନେଇ ପରୀକ୍ଷଣ । ୪୮ ଘଂଟା ପରେ କୋଷ, ଭୂତାଣୁ ବିରୁଦ୍ଧରେ କରୁଥିବା ଲଢ଼େଇ…

କନକ ବ୍ୟୁରୋ : ଫୁସଫୁସକୁ ଘାତକ ହୋଇଛି କରୋନା ଭୂତାଣୁ । କରୋନାରେ ଆକ୍ରାନ୍ତ ହେବା ପରେ ଯଦି ଏହା ଫୁସଫୁସକୁ ସଂକ୍ରମିତ କରୁଛି ତେବେ ମୃତ୍ୟୁ ମୁଖରେ ପଡୁଛି ମଣିଷ । କାହିଁକି ଫୁସଫୁସ ଏହି ଭୂତାଣୁ ଦ୍ୱାରା ଏତେ ପ୍ରଭାବିତ ହେଉଛି ଏନେଇ ବୈଜ୍ଞାନିକ ମାନେ ଆରମ୍ଭ କରିଛନ୍ତି ଗବେଷଣା । ଏକ…