Daily Archives

October 3, 2020

ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରଦୀପ, କରୋନା ପଜିଟିଭ…

କନକ ବ୍ୟୁରୋ : ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ । କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ…

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ମୋଡ । ହତ୍ୟା ଥିଓରୀକୁ ଖାରଜ କଲା ଏମ୍ସ ରିପୋର୍ଟ, ଫରେନସିକ୍ ରିପୋର୍ଟରେ…

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ବଡ ତଥ୍ୟ । ଏହି ତଥ୍ୟ ଦେଇଛି ଏମସ୍ । ବଲିଉଡ୍ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏମସର ତଥ୍ୟ ପରଦା ହଟାଇ ଦେଇଛି ।  କୁହାଯାଉଛି ସିବିଆଇକୁ ମେଡିକୋ ଲିଗାଲ ରିପୋର୍ଟ ଦେଇ ସାରିଛି ଏମ୍ସ୍ । ଏଥିରେ ସୁଶାନ୍ତଙ୍କୁ…

ଇମ୍ରାନଙ୍କୁ ଅଡୁଆ ଗିଲଗିଟ୍ ବେଲୁଚିସ୍ତାନ : ପୂର୍ଣ୍ଣ ପ୍ରଦେଶ ଘୋଷଣା ବାଟରେ ବିରୋଧୀ  ସାଜିଛନ୍ତି କଣ୍ଟା ।…

କନକ ବ୍ୟୁରୋ: ଭାରତର ସୀମା ବିବାଦ ଚୀନ ସହିତ ଜୋର ଧରିଥିବା ବେଳେ ପାକିସ୍ତାନ ସୀମା ସେପଟୁ କରୁଛି ଷଡ ଯନ୍ତ୍ର । ଏଥର ଏହି ଷଡଯନ୍ତ୍ର ରୈଜନୈତିକ ଢଙ୍ଗରେ ହେଉଛି । ପାକିସ୍ତାନ କବଜାରେ ଥିବା କାଶ୍ମୀର ଅଂଶ ସହିତ ଗିଲଗିଟ୍ ବଲ୍ଟିସ୍ତାନକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଅଧିକାର ଦେବାକୁ ବିଚାର…

ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂ । ୨୨୮ ରନର ବିଶାଳ ସ୍କୋର କଲା ଦିଲ୍ଲୀ । କୋଲକାତା ଆଗରେ ୨୨୯ରନର ଟାର୍ଗେଟ । 

କନକ ବ୍ୟୁରୋ : ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂ । ଫଳରେ ଦିଲ୍ଲୀ ୨୨୮ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି । ଏହାସହ କୋଲକାତା ଆଗରେ ଏବେ ୨୨୯ର ବିଜୟ ଲକ୍ଷ୍ୟ ରହିଛି । ବର୍ତ୍ତମାନ କୋଲକାତାର ଦୁଇ ଓପନର ମୈଦାନକୁ ଓହ୍ଲାଇବେ । କୋଲକାତାକୁ ଏହି ମ।।ଚ…

ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା । ମାମଲାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ । ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି…

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ । ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହାଥରସ ଘଟଣାକୁ ନେଇ ବିରୋଧୀଙ୍କ ଘନଘନ ଆକ୍ରମଣ ଏବଂ ଦେଶବ୍ୟାପୀ ପ୍ରତିବାଦ ପରେ ବାଧ୍ୟ ହୋଇ…

ଟ୍ୟୁବ୍ ସାଜିଛି ନୌକା, ଆହୁଲା ମାରୁଛି ଚପଲ । କୋରାପୁଟ କୁରାଢୀ ନଦୀରେ ଏମିତି ପାଣି ପାରି ହେଉଛନ୍ତି ଲୋକେ, ଜଗମ ଗୁଡା…

କନକ ବ୍ୟୁରୋ: ବଂଚିବା ପାଇଁ ବନ୍ଧା ପଡିଛି ଜୀବନ । ଭରା ନଇରେ ଟ୍ୟୁବ୍ ସାଜିଛି ଡଙ୍ଗା, ଆଉ ପାଣି ପାରି ହେବା ପାଇଁ ଆହୁଲା ମାରୁଛି ଚପଲ । କୋରାପୁଟ କୁରାଢୀ ନଦୀରେ ବିପଦ ସଂକୁଳ ଅବସ୍ଥାରେ ପାଣି ପାରି ହୋଇ ଚାଷ ଜମିକୁ ଯାଉଛନ୍ତି ଲୋକେ । ଖୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁରାଢୀ ନଦିର ପାଣିକୁ…