Daily Archives

October 22, 2020

ଥାଇଲାଣ୍ଡରେ ବଡ଼ ଧରଣର ଗଣବିକ୍ଷୋଭ । ଦେଶରେ ସାମ୍ବିଧାନିକ ସଂସ୍କାର ଦାବିରେ ବ୍ୟାଙ୍କକରେ ଜନସମୁଦ୍ର, ପାର୍ଲାମେଂଟ ଭଙ୍ଗ…

କନକ ବ୍ୟୁରୋ : ଥାଇଲାଣ୍ଡରେ ଜାରି ରହିଛି ବଡ଼ ଧରଣର ଗଣବିକ୍ଷୋଭ । ଦେଶର ବିଭିନ୍ନ ସହରରେ ସରକାରଙ୍କ ବିରୋଧରେ ହଜାର ହଜାର ବିକ୍ଷୋଭକାରୀ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । କଟକଣା, କରୋନା ଭୟ, ପୁଲିସର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ଏହି ବିକ୍ଷୋଭ ବଢ଼ିବାରେ ଲାଗିଛି । ଦେଶରେ ସାମ୍ବିଧାନିକ…

ଆଉ ଅଇଁଠା ଖାଇବେନି ଅସହାୟ ବ୍ୟକ୍ତି । ଖବର ପ୍ରସାରଣ ପରେ ଆଗେଇ ଆସିଲା କଟକ ବଡ଼ ମେଡିକାଲ । ବୃଦ୍ଧଙ୍କୁ ମେଡିକାଲରେ…

କନକ ବ୍ୟୁରୋ: ଆଉ ଅଳିଆଗଦାରୁ ଅଣ୍ଡାଳି ଅଣ୍ଡାଳି ଅଇଁଠା ଖାଇବେନି ଅସହାୟ ବ୍ୟକ୍ତି । ଭୋକର ଭଉଁରୀରେ ପଡି ଡଷ୍ଟବିନରେ ବଳିପଡିଥିବା ଖାଦ୍ୟ ଖାଇବେନି ଏ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । କାରଣ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଭାଙ୍ଗିଛି ମେଡିକାଲ କର୍ତ୍ତୃପକ୍ଷଙ୍କ ନିଦ । ପ୍ରଶାସନ ଓ…

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ ନୀତିରେ ପରିବର୍ତନ କଲେ ଗଣଶିକ୍ଷା ବିଭାଗ । ଏଣିକି…

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଗଲେ ଏଣିକି ଆଉ ଛାତ୍ର ଛାତ୍ରୀଙ୍କୁ ହଇରାଣ ହେବକୁ ପଡିବନି । ସତ୍ୟପାଠ ଦାଖଲ କଲେ ତାଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ବା ଏସଏଲସି ନକଲ ମିଳିପାରିବ । ଏନେଇ ରାଜ୍ୟ ସ୍କୁଲ ଓ ଗଶଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ…

ହୋଲ୍ଡରଙ୍କ ଘାତକ ବୋଲିଂ । ୧୫୪ ରନ କଲା ରାଜସ୍ଥାନ । ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ : ଆଜି ମ୍ୟାଚରେ ଜାସନ ହୋଲ୍ଟରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୧୫୪ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ…

ସଡକ ଦୁର୍ଘଟଣାକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ଦିନକୁ ଘଟୁଛି ୩୦ରୁ ଅଧିକ ଦୁର୍ଘଟଣା, ମଦ୍ୟ ପାନ ଏବଂ ଓଭରସ୍ପିଡ୍…

କନକ ବ୍ୟୁରୋ : କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଇଥିବା ରୋଡ ଆକ୍ସିଡେଂଟ ଇନ ଇଣ୍ଡିଆ-୨୦୧୯ ଅନୁସାରେ ଓଡିଶାରେ ଦିନକୁ ୩୦ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି ୧୫ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏହି ରିପୋର୍ଟ ଅନୁସାରେ,…

ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ପୁଣି ସୁସ୍ଥ ହେଲେ ଆଉ ୨ ହଜାର ୧୨୮ ଆକ୍ରାନ୍ତ । ୨ ଲକ୍ଷ ୫୭ ହଜାର ୪୧ରେ ପହଞ୍ଚିଲା…

କନକ ବ୍ୟୁରୋ : ରାଜ୍ୟରୁ ଆଜି ୨ ହଜାର ୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୨ ଲକ୍ଷ ୫୭ ହଜାର ୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା…