Daily Archives

October 14, 2020

ମୁଁ କବିର କହୁଛି… ନେତା ହୋ ! ତମେ କେଉଁଠି ଥିଲ ? ସ୍ତ୍ରୀ ବଞ୍ଚିଥିଲା ବେଳେ ଆସିଲନି, ମଲା ପରେ ଆସି ଲାଭ କଣ ?

କନକ ବ୍ୟୁରୋ: ଆପଣଙ୍କ ସାମ୍ନାରେ କବିରଙ୍କ କାହାଣୀର ଦୁଇଟି ଦୃଶ୍ୟ । ଗୋଟିଏ ପତ୍ନୀ ମୃତ୍ୟୁ ପୂର୍ବର ଅନ୍ୟଟି ପତ୍ନୀ ମୃତ୍ୟୁ ପରର । ଗୋଟିଏ ଚିତ୍ରରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ତ୍ରୀକୁ ମେଡିକାଲରେ ପହଞ୍ଚାଇବାକୁ କବିରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ, ଅନ୍ୟଟିରେ ସହାୟତାର ହାତ ବଢାଇ ବାଃ…

‌ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ମାଧ୍ୟମରେ ଗରିବ ମାନଙ୍କ ପାଇଁ ବ୍ୟାଙ୍କ୍‌, ପୋଷ୍ଟଅଫିସ୍ ମାନଙ୍କରେ ଜିରୋ ବାଲାନ୍ସରେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କ ଓ ପୋଷ୍ଟାଲରେ ବିନା ଦେୟରେ ଖାତା ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ହିତାଧିକାରୀଙ୍କୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଯଦି ଆପଣଙ୍କ ଖାତାରେ ବାଲାନ୍ସ ନାହିଁ ତେବେ ଜାଣନ୍ତୁ କିଭଳି ଉଠାଇବେ…

ନିଳଗୀରି ପହାଡ ନିକଟରେ ଥିବା ମିଥୁନଙ୍କ ସମେତ ଅନେକ ବଡ ବଡ ଲୋକଙ୍କ ରିସୋର୍ଟସ ଭାଙ୍ଗିବାକୁ ସୁପ୍ରିମକୋର୍ଟ ଲଗାଇଲେ…

କନକ ବ୍ୟୁରୋ : ତାମିଲନାଡୁରେ ବଲିଉଡ୍ କଳାକାର ମିଥୁନ ଚକ୍ରବର୍ତ୍ତିଙ୍କ ସମେତ ଅନ୍ୟ ବଡ ବଡ ଲୋକ ନିର୍ମାଣ କରିଥିବା ରିସୋର୍ଟସ୍ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ରିସୋର୍ଟସ ସୁରକ୍ଷିତ ବନାଞ୍ଚଳରେ ବେଆଇନ ଭାବେ ନିର୍ମାଣ କରାଯାଇଥିବାରୁ ବୁଧୁବାର ଦିନ କୋର୍ଟ ଏହାକୁ…

କଟକ ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବୟାନ ରେକର୍ଡ । ତଦନ୍ତ ପାଇଁ ଗଢାହେଲା ସ୍ୱତନ୍ତ୍ର ଟିମ୍ । ଜଣେ ଗିରଫ,…

କନକ ବ୍ୟୁରୋ: କଟକ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କମିଶନରେଟ୍ ପୁଲିସ । ଆଜି ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତକୁ…

ଆମେ ଯବାନ ହେବୁ… ଗାଁରେ ଗଢା ହେଉଛନ୍ତି ଯବାନ । ଦେଶ ସେବା ପାଇଁ ଗାଁରେ ମାଗଣାରେ ଦିଆଯାଉଛି ଟ୍ରେନିଂ ।

କନକ ବ୍ୟୁରୋ: ଗାଁରେ ଗଢା ହେଉଛନ୍ତି ଦେଶର ଯବାନ । ଭାରତ ମାତାର ସେବା କରିବାକୁ ଭିଟାମାଟିରେ ଚାଲିଛି ପ୍ରଶିକ୍ଷଣ । ଆମେ ଯବାନ ହେବା, ମାଟି ମାଆକୁ ସୁରକ୍ଷା ଦେବା । ସୀମାରେ ଶତ୍ରୁ ସହ ଲଢି ଆମ ଦେଶକୁ ଆମେ ବଞ୍ଚାଇବା । ମନରେ ଦେଶଭକ୍ତି ଭାବନା ନେଇ ଯାଜପୁରରେ ଗଢା ଚାଲିଛି ଭବିଷ୍ୟତର ଯବାନ…

ସିସିଟିଭି ଭାଙ୍ଗି ସୁନା ଦୋକାନୀଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା : ଆଲମାରୀ ଭାଙ୍ଗି ଲୁଟି ନେଲେ କୋଟିଏ ଟଙ୍କାର…

କନକ ବ୍ୟୁରୋ : ସୁନା ଦୋକାନୀଙ୍କ ଘରେ କଳକନା ବୁଲାଇଲେ ଲୁଟେରା । ଦୁର୍ବୃତ୍ତମାନେ ଘରେ ପଶି ଆଲମାରୀ ଭାଙ୍ଗି ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସୁନା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବିଶ୍ୱନାଥ ଜୁଏଲର୍ସ ମାଲିକ ସୁରେନ୍ଦ୍ର ନାୟକ…