Daily Archives

October 11, 2020

ଦୁବାଇରେ ଦିଲ୍ଲୀ ଉପରେ ଭାରୀ ପଡିଲା ମୁମ୍ବାଇ । ୫ ୱିକେଟରେ ବିଜୟ ହାସଲ କରି ଟେବୁଲ ଟପ୍ପର ହେଲା ରୋହତ ପଲଟନ୍ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ । ଏହି ମ୍ୟାଚରେ ଡିକକ୍ ଓ ସୂର୍ଯ୍ୟ କୁମାରଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା । ଏହାସହ ଦିଲ୍ଲୀକୁ ହଟାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ ।…

ଆକ୍ରମଣାତ୍ମକ ମୁଦ୍ରାରେ ଅପରାଜିତା । କାର୍ଯ୍ୟାଳୟ ସିଲ ପରେ ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ । କହିଲେ,…

କନକ ବ୍ୟୁରୋ : ଅଫିସ ସିଲ ହେବା ପରେ ରାସ୍ତାକଡରେ ଜନଶୁଣାଣି ଶିବରର ଆୟୋଜନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କୋଭିଡ ନିୟମ ଉଲ୍ଲଂଘନ ମାମଲାରେ ଗତକାଲି ବିଏମସି ତାଙ୍କର ଅଫିସ ସିଲ କରିଥିଲା । ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିବାରୁ ସେ କାର୍ଯ୍ୟାଳୟ ବାହାରେ ଜନ ଶୁଣାଣି…

ଉପ-ନିର୍ବାଚନ ପାଇଁ ପ୍ରଥମେ ବିଗୁଲ ବଜାଇଲା ବିଜେପି । ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ, ତିର୍ତୋଲରୁ ରାଜକିଶୋର…

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ବିଗୁଲ ବଜାଇଛି ବିଜେପି । ଆଜି ଦଳ ଉଭୟ ବାଲେଶ୍ୱର ଓ ତିର୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱରରେ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ…

କରୋନା ଟିକା କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ । ଓଡ଼ିଶାରେ ହେଉଥିବା ମାନବ ପରୀକ୍ଷଣର ମୁଖ୍ୟ…

କନକ ବ୍ୟୁରୋ : ଭାରତ ବାୟୋଟେକର କୋଭିଡ ଭ୍ୟାକ୍ସିନ୍ ମାର୍ଚ ଶେଷ ସୁଦ୍ଧା ଆସିପାରେ । ଆଜି ସମ୍ ହସ୍ପିଟାଲର ମାନବ ପରୀକ୍ଷଣ ବିଭାଗ ମୁଖ୍ୟ ଡାକ୍ତର ଡି ଭେଙ୍କଟ ରାଓ କହିଛନ୍ତି ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ଏହି ପରୀକ୍ଷଣରେ ହଜାର ହଜାର ଲୋକ ଭାଗ ନେଇପାରିବେ । ତେବେ…

କରୋନାକୁ ମାତ ଦେଉଛନ୍ତି ବୃଦ୍ଧ । ଗତ ପାଞ୍ଚଦିନ ମଧ୍ୟରେ କରୋନାକୁ ହରେଇଲେଣି ୩ ଜଣ ବରିଷ୍ଠ ନାଗରିକ । ଜଣେ ୯୩ ବର୍ଷ,…

କନକ ବ୍ୟୁରୋ : ହାରୁଛି କରୋନା ଜିତୁଛନ୍ତି ବୃଦ୍ଧ । କରୋନାକୁ ମାତ ଦେଉଛନ୍ତି ବରିଷ୍ଠ ନାଗରିକ । ଗତ ୫ ଦିନ ମଧ୍ୟରେ ରାଜ୍ୟରେ ୩ ଜଣ ବରିଷ୍ଠ ନାଗରିକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେମାନଙ୍କ ମଧ୍ୟରୁ ଜଣେ ୯୩ ବର୍ଷ, ଜଣେ ୮୩ ଓ ଜଣେ ୮୬ ବର୍ଷର ବୃଦ୍ଧ । ତେବେ ଏହି ଘଟଣା ଏବେ…

ଶିଖର ଧୱନଙ୍କ ଚମତ୍କାର ବ୍ୟାଟିଂ । ୧୬୨ ରନ କଲା ଦିଲ୍ଲୀ । ମୁମ୍ବାଇ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଶିଖର ଧୱନଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ ୧୬୨ ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରହିଛି । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ରୋହିତ ଶର୍ମା ଓ ଡିକକ୍…