Daily Archives

October 8, 2020

ରସିଦ ଖାନଙ୍କ ଚମତ୍କାର ବୋଲିଂ । ୬୯ ରନରେ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ରସିଦ ଖାନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୬୯ ରନରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରସିଦ ଖାନ ୩ଟି ୱିକେଟ ହାସଲ କରିଥିବା ବେଳେ ଅର୍ସଦୀପ ସିଂ ୨ଟି ୱିକେଟ ହାସଲ କରିଥିଲେ । ଫଳରେ ୧୬ ଓଭର ୫ଟି ବଲରେ ପଞ୍ଜାବକୁ…

ଭାରତରେ ଋଷ ଟୀକାକୁ ଶକ୍ତଧକ୍କା । ‘ସ୍ପୁଟନିକ ଭି’ର ବଡ଼ ଧରଣର ପରୀକ୍ଷଣକୁ ଅନୁମତି ଦେଲାନି କେନ୍ଦ୍ରୀୟ ଔଷଧ ମାନ…

କନକ ବ୍ୟୁରୋ: ଋୁଷ ଟିକାକୁ ଭାରତରେ ବଡ଼ ଧକ୍କା । ବଡ଼ ଧରଣର ପରୀକ୍ଷଣକୁ ମିଳିଲାନି ଅନୁମତି । ପ୍ରଥମେ ହେବ ସୀମିତ ପରୀକ୍ଷା । ଭାରତରେ ରୁଷ୍ ଟିକାର ପରୀକ୍ଷଣ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ସାମ୍ନାକୁ ଆସିଛି କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂସ୍ଥା, ସିଡିଏସସିଓର ନିର୍ଦ୍ଦେଶ  । ସଂସ୍ଥା…

ରାମବିଳାସ ପାସୱାନଙ୍କ ରାଜନୈତିକ ଯାତ୍ରା । ଛାତ୍ର ଜୀବନରୁ ଆରମ୍ଭ କରିଥିଲେ ରାଜନୀତି । ୬ ପ୍ରଧାନମନ୍ତ୍ରୀଙ୍କ ସରକାରରେ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ପରେ ବିହାରଠୁ ଆରମ୍ଭ କରି ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ପ୍ରମୁଖ କେନ୍ଦ୍ରୀୟ ନେତା…

ଲାଲଗଡରେ ପଡିଲା ପ୍ରଶାସନର ପାଦ । ମାଓବାଦୀଙ୍କ ଅଭେଦ୍ୟ ଇଲାକା ଭେଦି ଲୋକଙ୍କ ସୁଖଦୁଃଖ ବୁଝିଲେ ମାଲକାନଗିରି…

କନକ ବ୍ୟୁରୋ: ସ୍ୱାଧୀନତା ପରଠାରୁ ଯେଉଁ ଅଂଚଳ ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଥିଲା । ଯେଉଁଠି ପ୍ରତିପାଦରେ ଥିଲା ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣର ଭୟ । ଲାଲଗଡ଼ର ସେହି ଅଭେଦ୍ୟ ଇଲାକାରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ । ସ୍ୱାଭିମାନ ଅଂଚଳରେ ପହଂଚି ଲୋକଙ୍କ ସୁଖଦୁଃଖ ବୁଝିବା ସହ ସେମାନଙ୍କ…

ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ସରକାରଙ୍କଠୁ ଆସିଲା ସକରାତ୍ମକ ଇସାରା । ଭକ୍ତ-ଭଗବାନଙ୍କ ହେବ ମହାମିଳନ ।

କନକ ବ୍ୟୁରୋ: ଓଡ଼ିଶାରେ ଖୋଲିବ ଦେବାଳୟ? ସରକାରଙ୍କଠୁ ଆସିଲା ସକରାତ୍ମକ ଇସାରା । କୋଭିଡ୍ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମନ୍ଦିର ଖୋଲିବା ଦିଗରେ ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି । କାରଣ ଏ ଦିଗରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବା ପାଇଁ ଟ୍ୱିଟ୍ କରିଛନ୍ତି ମୁଖ୍ୟଶାସନ ସଚିବ ।…

ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଦମଦାର ବ୍ୟାଟିଂ । ୨୦୧ ରନ କଲା ହାଇଦ୍ରାବାଦ । ପଞ୍ଜାବ ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ : ଆଜିର ମ୍ୟାଚରେ ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ହାଇଦ୍ରାବାଦ ୧୯୦ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ପଞ୍ଜାବ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରହିଛି । ବର୍ତ୍ତମାନ ପଞ୍ଜାବର ଦୁଇ ବ୍ୟାଟ୍ସମ୍ୟାନ…