Daily Archives

October 13, 2020

ଦଳିତ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ, ପରିଶ୍ରା ପିଇବାକୁ ବାଧ୍ୟ କଲେ । ଉତ୍ତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା ।

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ପୁଲିସ ଓ ଆଇନ ପ୍ରତି ଲୋକଙ୍କୁ ମନରୁ ଡର ଉଭେଇ ଯାଇଛି । ଲଳିତପୁରରୁ ଆସିଛି ଏପରି ଏକ ଖବର । ଲଳିତପୁର ନିକଟ ରୋଡା ଗାଁର ଜଣେ ୬୫ ବର୍ଷିୟ ଦଳିତ ବୃଦ୍ଧଙ୍କୁ ଗାଁର କିଛି ମୁଷ୍ଟିମେୟ ଲୋକ ନିସ୍ତୁକ ପିଟିବା ସହ ପରିଶ୍ରା…

ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡିଶା । ଜିଏସଟି କାଉନସିଲ୍ ବୈଠକ ପରେ ୨୦ଟି ରାଜ୍ୟକୁ ଅନୁମତି ଦେଲେ କେନ୍ଦ୍ର…

କନକ ବ୍ୟୁରୋ : ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡ଼ିଶା । ଏଥିପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ୨୦ଟି ରାଜ୍ୟକୁ ଋଣ କରିବା ପାଇଁ ଅନୁମତି ଦିଆଯାଇଛି । ତା’ ଭିତରେ ଓଡ଼ିଶା ରହିଛି । ଓଡ଼ିଶାକୁ ୨ ହଜାର ୮୫୮ କୋଟ ଟଙ୍କା ରୁଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର । ମହାରାଷ୍ଟ୍ରକୁ…

କରୋନା ମୁକ୍ତ ପରେ ବି ରହିଛି ପୁଣି ସଂକ୍ରମିତ ହେବାର ଭୟ । ପୁନଃ ସଂକ୍ରମଣ ଆଗରେ ସୁରକ୍ଷା କବଚ ହୋଇ ଛିଡା ହୋଇପାରିବନି…

କନକ ବ୍ୟୁରୋ : କରୋନାରୁ ସୁସ୍ଥ ହେବା ପରେ ଶରୀରରେ ନିର୍ମିତ ଇମ୍ୟୁନିଟି ବା ଭୂତାଣୁ ପ୍ରତିରୋଧକ ଶକ୍ତି ସୁରକ୍ଷା କବଚ ନୁହେଁ । ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁନଃ ସଂକ୍ରମିତ ହେବାର ଭୟ ରହିଛି । ବିଶ୍ୱର ୪ଟି ପ୍ରାମାଣିକ ପୁନଃସଂକ୍ରମଣ ମାମଲାକୁ ନେଇ ଏକ ରିସର୍ଚ୍ଚ ଷ୍ଟଡି ପ୍ରକାଶ…

ହାଥରସ ମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ । ଅପରାଧସ୍ଥଳର ଭିଡିଓ ଗ୍ରାଫି ସହ ନମୂନା ସଂଗ୍ରହ କଲା ଫରେନସିକ ଟିମ, …

କନକ ବ୍ୟୁରୋ : ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାର ଯାଞ୍ଚ ଆରମ୍ଭ କରିଛି ସିବିଆଇ ଟିମ୍ । ଆଜି ବୁଲଗଢି ଗାଁକୁ ସିବିଆଇ ଅଧିକାରୀ, ଫରେନ୍ସିକ ଟିମ ସହ ଯାଇ ଅପରାଧ ଘଟିଥିବା ସ୍ଥାନକୁ ଯାଇ କ୍ରାଇମ ସିନର ରିକ୍ରିଏଟ କରି ପ୍ରମାଣ ସଂଗ୍ରହ ଉଦ୍ୟମ କରିଛି । ଯାଞ୍ଚ ବେଳେ ଘଟଣାସ୍ଥଳର ଭିଡିଓ…

ମୁମ୍ବାଇରେ ମନ୍ଦିର ଖୋଲିବାକୁ ନେଇ ମହାଭାରତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହିନ୍ଦୁତ୍ୱ କଥା ମନେ ପକାଇଦେଲେ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମହାଭାରତ ହୋଇଛି । ଗୋଟିଏ ପଟେ ମନ୍ଦିର ଖୋଲିବା ଦାବିରେ ବିଜେପି କର୍ମୀ ମାର୍ଚ୍ଚ ବାହର କରିଛନ୍ତି । ରାଜ୍ୟରେ ମଦିରା ଖୋଲିଥିବା ବେଳେ ମନ୍ଦିର କାହିଁକି ବନ୍ଦ ବୋଲି ନାରାବାଜି କରୁଥିବା ଦେଖିବାକୁ ମିଳିଛି । ସେପଟେ ମନ୍ଦିର…

୨ ଗଣମାଧ୍ୟମ ଓ ୪ ଆଙ୍କରଙ୍କ ବିରୋଧରେ ଏକାଠି ହେଲା ପୂରା ବଲିଉଡ । ଦିଲ୍ଲୀ ହାଇକୋର୍ଟରେ ଅପିଲ, ଭାଷା ବ୍ୟବହାରରେ…

କନକ ବ୍ୟୁରୋ : ସ୍ୱାଧୀନତାର ୭୦ ବର୍ଷରୁ ବି ଅଧିକ ସମୟର ଇତିହାସରେ ପ୍ରଥମଥର ଏକ ଅଦ୍ଭୁତ ଘଟଣା ଘଟିଛି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଥମଥର ପାଇଁ ଗୋଟିଏ ପ୍ରସଙ୍ଗରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ଅଦ୍ଭୁତ ଏଇଥିପାଇଁ ଯେ, ହିନ୍ଦି…