Daily Archives

October 18, 2020

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨ ହଜାର ୬୧୦ ଜଣ ସୁସ୍ଥ । 

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୨ ହଜାର ୬୧୦ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୪୩୮, କଟକରୁ ୨୦୪, ସୁନ୍ଦରଗଡ଼ରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ୱରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯,…

ପେଟ ପାଇଁ ଅଳିଆଗଦାରେ ଅଣ୍ଡାଳି ଅଣ୍ଡାଳି ଅଇଁଠା ଖାଇଲେ ଅସହାୟ ବ୍ୟକ୍ତି । ଭୂତାଣୁ ଭୟ ଭିତରେ କଟକ ବଡ ମେଡିକାଲରୁ…

କନକ ବ୍ୟୁରୋ: ଭୋକ କେତେ ଭୟଙ୍କର ହୋଇପାରେ ? ଭୋକ ମଣିଷକୁ କେଉଁ ସ୍ତରକୁ ନେଇପାରେ? ଭୋକ କାହାକୁ କୁହାଯାଏ? ଏ ହୃଦୟଥରା ଭିଡିଓଟି ଭୋକର ସଜ୍ଞା ବୁଝାଇବାକୁ ଯଥେଷ୍ଟ ହେବ? ଭୋକ ପେଟ ଦେଖେନି, ଭୋକ ପାଇଁ ସବୁ ପେଟ ସମାନ । ସେ ଭଲ ମଣିଷ ହେଉ କିମ୍ବା ମାନସିକ ବିକାରଗ୍ରସ୍ତ । ଭୋକର ଭଉଁରୀରେ…

ଟଙ୍କା ପାଇଁ କାକା-ଖୁଡ଼ିଙ୍କୁ ମିଳିମିଶି ମାରିଥିଲେ ପୁତୁରା ଝିଆରି । ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟାକାଣ୍ଡର…

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଦମ୍ପତିଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍ । କକା-ଖୁଡ଼ିଙ୍କୁ ହତ୍ୟା ଅଭିଯୋଗରେ ୫ଜଣ ଝିଆରି ଏବଂ ପୁତୁରାଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ୨ ପୁତୁରା, ଏବଂ ୩ ଝିଆରିଙ୍କୁ ଗିରଫ କରିଛି ପୁଲିସ୍ । ହତ୍ୟାକାଣ୍ଡରେ ବ୍ୟବହାର…

କିରଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ । ୧୭୬ ରନ କଲା ମୁମ୍ବାଇ । ପଞ୍ଜାବ ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ କିରଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ପୋଲାର୍ଡ ୧୨ ବଲରୁ ୩୪ ରନ ହାସଲ କରିଛନ୍ତି । ଫଳରେ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି । ଏବେ ୧୭୭ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ ପଞ୍ଜାବକୁ ଏହି ମ୍ୟାଚ…

ଏଥର ଅନଲାଇନରେ ଦେବୀ ଦର୍ଶନ, ଭୋଗର ହେବ ହୋମ୍ ଡେଲିଭରି । ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପର ଅଭିନବ…

କନକ ବ୍ୟୁରୋ : ଏଥର ଅନଲାଇନରେ ଦେବୀ ଦର୍ଶନ । ଭୋଗର ହେବ ହୋମ୍ ଡେଲିଭରି । ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପ ପକ୍ଷରୁ ଏଭଳି ଅଭିନବ ଉଦ୍ୟମ କରାଯାଇଛି । କୋଭିଡ୍ କଟକଣା ଯୋଗୁଁ ଫେସବୁକ୍ ଲାଇଭରେ ଘରେ ବସି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ଏଥର ପାଳନ…

ଖବରକାଗଜ ପ୍ରତି ନାହିଁ କରୋନା ବିପଦ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଖବରକାଗଜ ଯୋଗୁଁ କରୋନା ବ୍ୟାପିବାର ଏଯାଏଁ…

କନକ ବ୍ୟୁରୋ : ଖବରକାଗଜ ପ୍ରତି ନାହିଁ କରୋନା ବିପଦ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ଖବରକାଗଜ ଯୋଗୁଁ କରୋନା ବ୍ୟାପିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଆସିନାହିଁ । ତେଣୁ ପେପର ପଢ଼ିବାରେ କୌଣସି ଅସୁବିଧା ନାହିଁ । ସୋସିଆଲ ମିଡିଆରେ ଜନତାଙ୍କ ସହ…