Daily Archives

October 12, 2020

ମୋ ପୁଅ ଆପଣଙ୍କୁ ଲାଗିଲା…ମାନସ ଖାଲି ମୋ ପୁଅ ନୁହେଁ ବାଲେଶ୍ୱରବାସୀଙ୍କ ପୁଅ… ତାକୁ ଆଶିର୍ବାଦ କରନ୍ତୁ ।…

କନକ ବ୍ୟୁରୋ: ପୁଅ ପାଇଁ ଭୋଟ ମାଗିଲା ମାଆ । ହାତ ଯୋଡି, କାନି ପାତି ପୁଅର ବିଜୟ ପାଇଁ ଲୋକଙ୍କ ସମର୍ଥନ ଲୋଡିଲା ମାଆ । ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରରେ । ବିଧାୟକ ପ୍ରାର୍ଥୀ ହୋଇଥିବା ନିଜ ପୁଅ ମାନସ ଦତ୍ତଙ୍କ ପାଇଁ ମାଆ…

କମାଲ ଦେଖାଇଲେ ଆରସିବି ବୋଲର । ୮୨ ରନରେ ବିଜୟ ହାସଲ କଲା ବାଙ୍ଗାଲୋର ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ଓ ବୋଲର ଚମକ୍ରାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର କୋଲକାତାଠାରୁ ୮୨ ରନରେ ବିଜୟ ହୋଇଛି । ଏହାସହ ବାଙ୍ଗାଲୋର ଦୁଇ ପଏଣ୍ଟ ହାସଲ କରିଛି । ଏହି ମ୍ୟାଚରେ ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ…

ବାପାଙ୍କୁ ଖୋଜୁଛି ପୁଅ । ସାମନାକୁ ଆସିଲା ଭୁବନେଶ୍ୱର ପେଟ୍ରୋଲ ପମ୍ପ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରର ଦୁଃଖଦ…

କନକ ବ୍ୟୁରୋ : ବାପାକୁ ଖୋଜୁଛି ପୁଅ । ହେଲେ ବାପା ଏଭଳି ଏକ ଦୁନିଆକୁ ଚାଲି ଯାଇଛନ୍ତି, ଯେଉଁଠୁ କିଏ କେବେ ଫେରି ନାହାଁନ୍ତି । ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ସଦାନନ୍ଦ ନାୟକଙ୍କର ୮ ବର୍ଷର ପୁଅ ଏବେ ବାପାଙ୍କୁ ଖୋଜୁଛି । କୁନି ପୁଅ ବାପାଙ୍କୁ ଫୋନ୍…

ମାତିଲେ ଲୁଟେରା । ବାଙ୍କୀ ଏସବିଆଇ ନିକଟରୁ ଗ୍ୟାସ ଏଜେନ୍ସି ମାଲିକଙ୍କ ଠାରୁ ୫ ଲକ୍ଷ ଟଙ୍କା ଛଡ଼ାଇ ନେଲେ ଦୁର୍ବୃତ୍ତ ।…

କନକ ବ୍ୟୁରୋ : ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ବଡ ଲୁଟ ଘଟଣା ପୋଲିସର ନିଦ ହଜେଇଦେଇଛି । ଗୋଟିଏ ବାଙ୍କିରେ ଏବଂ ଆଉ ଗୋଟିଏ ଖୋର୍ଦ୍ଧାରେ । ତେବେ ଏନେଇ ଏଯାଏଁ ପୋଲିସ ହାତରେ କୌଣସି ସୁରାକ ଲାଗିନାହିଁ । ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଆଜି ଅପରାହ୍ନରେ ବାଙ୍କି…

୧ ଟଙ୍କାରେ ପେଟ ଫୁଲ୍ । ଟଙ୍କାକରେ ମିଳୁଛି ପେଟ ପୂରା ଖାଇବା । ‘ବାବା କା ଢାବା’ ପରେ ଏବେ ଚର୍ଚ୍ଚାରେ ‘ଶ୍ୟାମ ରୋଷେଇ’…

କନକ ବ୍ୟୁରୋ: କେହି ରହିବେନି ଭୋକିଲା । ମୁଁ ଥାଉ ଥାଉ କେହି ଶୋଇବେନି ଉପାସ । କରୋନା କାଳରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ରହି ପାରିଲେନି ଏ ହୃଦୟବାନ ମଣିଷ । କରୋନା ପାଇଁ ଲୋକଙ୍କ ଜୀବନ ଜୀବିକା ବାଧା ପ୍ରାପ୍ତ ହୋଇଥିବାରୁ ବିନା ରୋଜଗାରରେ ଅନେକ ଲୋକ ଭୋକ ଉପାସରେ ବି ରହୁଛନ୍ତି । ତେଣୁ…

କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି, ବିଜେଡି ପରେ ମୈଦାନକୁ ସିପାହୀ ଛାଡିଲା ହାତ । ବାଲେଶ୍ୱରରୁ ମମତା କୁଣ୍ଡୁ,…

କନକ ବ୍ୟୁରୋ: ବିଜେପି, ବିଜେଡି ପରେ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ୨ଟି ଆସନରେ ଉପ ନିର୍ବାଚନ ପାଇଁ ଘୋଷଣା କଲା ପ୍ରାର୍ଥୀଙ୍କ ନାଁ । ବାଲେଶ୍ୱର ସଦର ଆସନ ପାଇଁ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହେଲେ ସମାଜସେବୀ ମମତା କୁଣ୍ଡୁ । ମମତାଙ୍କୁ ଟିକେଟ ଦେଇ ତାଙ୍କ ନାଁରେ ମୋହର ମାରିଛି…