Daily Archives

October 31, 2020

କର ବା ମର ମ୍ୟାଚରେ ସନରାଇଜର୍ସର ଶାନଦାର୍ ବିଜୟ । ୫ ୱିକେଟରେ ବାଙ୍ଗାଲୋରକୁ ହରାଇ ଫ୍ଲେଅଫ୍ସ ପାଇଁ ଆଶା ସଂଚାର କଲା…

କନକ ବ୍ୟୁରୋ: ଆରସିବିକୁ ଅଡୁଆରେ ପକାଇଲା ସନରାଇଜର୍ସ ହାଇଦ୍ରାବାଦ । ୫ ୱିକେଟରେ ବିଜୟ ହାସଲ କରି ଫ୍ଲେ-ଅଫ୍ସକୁ କେଉଁ ଦଳ ଯିବ ସସପେନ୍ସ ବଢ଼ାଇଲା । ତେବେ ପ୍ରଥମେ ଟସ୍ ଜିଣି କୋହଲୀ ବାହିନୀକୁ ଘାତକ ବୋଲିଂରେ ଘାଇଲା କରିଥିଲା ସନରାଇଜର୍ସ । ଫଳରେ ଆରସିବି ୭ ୱିକେଟ୍ ହରାଇ ମାତ୍ର ୧୨୦ ରନ୍…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧,୯୧୧ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୭୫…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୧ ହଜାର ୯୧୧ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୫୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୮ ଜଣ, ସୁନ୍ଦରଗଡ଼…

ବିହାର ପ୍ରଚାର ମୈଦାନରୁ ଆସିଲା ରୋଚକ ଦୃଶ୍ୟ । ପ୍ରଚାର ସମାବେଶକୁ ସମ୍ବୋଧନ ବେଳେ ଭାଙ୍ଗିଗଲା ପପୁ ଯାଦବଙ୍କ ମଞ୍ଚ,…

କନକ ବ୍ୟୁରୋ: ବିହାରରେ ମୁଜାଫରପୁରର ଆଜି ପ୍ରଚାର କରିବା ସମୟରେ ପପୁ ଯାଦବଙ୍କ ମଂଚ ଭାଙ୍ଗି ଯାଇଛି ।  ଜନ ଅଧିକାର ପାର୍ଟିର ମୁଖ୍ୟ ପୁପ ଯାଦବ ଆଜି ମୁଜାଫରପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ମଂଚର କ୍ଷମତା ଠାରୁ ଅଧିକ ସମର୍ଥକଙ୍କ ଥିବାରୁ ଭାରସାମ୍ୟ ହରାଇ ମଂଚ…

ପ୍ରଚାରବେଳେ ମାଗଣା ଟୀକାର ପ୍ରତିଶ୍ରୁତି ଦେବା ନୁହେଁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ: ଇସି

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ବେଳେ ମାଗଣା କରୋନା ଟିକାର ପ୍ରତିଶ୍ରୁତି ଦେବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ । ଏହା କହିଛନ୍ତି ନିର୍ବାଚନ କମିଶନ । ବିହାରରେ ନିର୍ବାଚନ ବିଜେପି ଇସ୍ତାହାରରେ କରୋନା ଟିକା ମାଗଣା ବଂଟନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଏହା ନିର୍ବାଚନ ଆଚରଣର…

ଦେଶର ପ୍ରଥମ ସି-ପ୍ଲେନ ସେବାର ଶୁଭାରମ୍ଭ କଲେ ନରେନ୍ଦ୍ର ମୋଦି । ପ୍ରଥମ ଯାତ୍ରୀ ଭାବେ କେବଡିଆରୁ ସାବରମତୀ ଯାଏଁ କଲେ…

କନକ ବ୍ୟୁରୋ: ଗୁଜରାଟ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସି-ପ୍ଲେନର ଶୁଭାରମ୍ଭ କରିଛନ୍ତି । କେବଡିଆରେ ସି-ପ୍ଲେନର ଶୁଭାରମ୍ଭ କରିବା ସହ ପ୍ରଥମ ଥର ପାଇଁ କେବଡିଆରୁ ସାବରମତୀ ରିଭର ଫ୍ରଂଟ ଯାଏଁ ସିପ୍ଲେନରେ ଯାତ୍ରା କରିଛନ୍ତି ମୋଦି । ଆଶା କରାଯାଉଛି ସି-ପ୍ଲେନ ସେବା…

ପୁଲୱାମା ହାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଲଟା ଆକ୍ରମଣ । କହିଲେ ସହିଦଙ୍କୁ ନେଇ କୁତ୍ସିତ ରାଜନୀତି କରିଥିଲେ…

କନକ ବ୍ୟୁରୋ: ଗୁଜାରଟରୁ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ବିରୋଧୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଷ୍ଟେଚ୍ୟୁ ଅଫ ୟୁନିଟିରେ…