Daily Archives

October 15, 2020

୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି…

କନକ ବ୍ୟୁରୋ : ରାଜନୀତିରେ ପାଦ ଥାପିବାର ଆବିଳତା ନଥିଲା । କଳା ସଂସ୍କୃତି ସହ ନିଜକୁ ଜଡିତ କରି ଭିନ୍ନ ଏକ ଜୀବନଶୈଳୀ ଜିଇଁ ଆସୁଥିଲେ ନବୀନ । ପେଜ ଥ୍ରୀ ଲାଇଫରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଥିଲା ତାଙ୍କ ପରିଚୟ । ଯାହା ଭିତରେ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ. ଏଫ.…

ବର୍ଷ ଶେଷ ସୁଦ୍ଧା ଭାରତକୁ ଆସିବ ଆକାଶର ବାୟୁବୀର । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଏୟାରଫୋର୍ସ ଟିମ୍ । 

କନକ ବ୍ୟୁରୋ : ଫ୍ରାନ୍ସରେ କିପରି ଚାଲିଛି ରାଫେଲ୍ ଜେଟର ଉତ୍ପାଦନ । ଏହାର ସ୍ଥିତି ସମୀକ୍ଷା  କରିବାକୁ ଫ୍ରାନ୍ସ ଗସ୍ତରେ ରହିଛି ଏୟାର ଫୋର୍ସ ଟିମ୍ । ଭାରତୀୟ ବାୟୁସେନା ଅଧିକାରୀ ଆଶା ରଖିଛନ୍ତି ଯେ ପ୍ରତି ଦୁଇ ମାସରେ ୩ କିମ୍ବା ୪ ରାଫେଲ୍ ଜେଟ୍ ଭାରତକୁ ଅଣାଯିବ । ମୋଟ୍ ଉପରେ ୩୬ଟି…

ଶେଷ ଓଭରରେ କ୍ରିସ ମୋରିସଙ୍କ ଧମାକା । ୧୭୧ ରନ କଲା ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚର ଶେଷ ଓଭରରେ କ୍ରିସ ମୋରିସଙ୍କ ଧମାକା ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୭୧ ରନ କରିବାରେ ସକ୍ଷମ ହୋଇଛି । ଏବେ ପଞ୍ଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଇଙ୍ଗ ସଟ ଖେଳିବାକୁ ହେବ ।…

କୋଠା ପରେ କୋଠା ତିଆରି କରିଚାଲିଥିଲେ ଗଂଜାମ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ । ୫ କୋଟି ଟଙ୍କାର ସଂପତି ଠାବ, ଆୟ…

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ୫ କୋଟିର ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତି ମାମଲାରେ ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ । ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ…

ମାଲକାନଗିରି କଚେଲି ଗାଁରେ ଅଭାବନୀୟ ଘଟଣା । ହାତ ଧରା ଧରି ହୋଇ ଚାଲିଗଲେ ୩ ଭାଇ-ଭଉଣୀ । ଗୁରୁତର ଅବସ୍ଥାରେ ଜୀବନ ସହ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଭଉଣୀ ଓ ଜଣେ ଭାଇ ଅଛନ୍ତି । ମୃତକ ୩ଜଣ ହେଲେ ୧୩ବର୍ଷର ସୁକାନ୍ତି ପାଢ଼ୀ, ୧୨ ବର୍ଷର ସୀତାରାମ ମାଢ଼ୀ ଓ ୮ ବର୍ଷର ଅଞ୍ଜଳୀ ମାଢ଼ୀ ।…

ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ…

କନକ ବ୍ୟୁରୋ : ଆସନ୍ତା ନଭେମ୍ୱର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ଏହା ଆଗରୁ ଆମେରିକାର ପ୍ରମୁଖ ଗଣମାଧ୍ୟମ ଏବଂ ଫେସବୁକ୍ ଏବଂ ଟୁଇଟର ପରି ସୋସିଆଲ୍ ମିଡିଆ ଉପରେ ଜୋରଦାର ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ…