Daily Archives

October 5, 2020

ଦୁବାଇରେ ଦମ ଦେଖାଇଲା ଦିଲ୍ଲୀ । କୋହଲି ବାହିନୀଙ୍କ ଉପରେ ଭାରି ପଡିଲା ଦିଲ୍ଲୀ କ୍ୟାପିଟାଲ୍ସ । ବାଙ୍ଗାଲୋରକୁ ୫୯ ରନରେ…

କନକ ବ୍ୟୁରୋ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୯ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ ରନରେ ପରାସ୍ତ କରିଛି ଦିଲ୍ଳୀ କ୍ୟାପିଟାଲ୍ସ । ବାଙ୍ଗାଲୋର ୧୯୭ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍‌ କରି ପରାଜୟ…

ଫିଲ୍ମ ଷ୍ଟାଇଲରେ ଏକାକୀ ଦୁଇ ଦୁଇଟି ବ୍ୟାଙ୍କ ଲୁଟିଥିଲା ଲୁଟେରା । ୟୁ-ଟ୍ୟୁବରୁ ଶିଖିଥିଲା ବ୍ୟାଙ୍କ ଲୁଟର ବାଟ ଆଉ…

କନକ ବ୍ୟୁରୋ : ହଲିଉଡରୁ ଆରମ୍ଭ କରି ବଲିଉଡ ଫିଲ୍ମରେ ଆପଣ ବ୍ୟାଙ୍କ ଲୁଟର ଦୃଶ୍ୟ ଦେଖିଛନ୍ତି । ଯେଉଁଠି ପେସାଦାର ଅପରାଧୀ ହାତରେ ମାରଣାସ୍ତ୍ର ଧରି ଅତର୍କିତ ଭାବେ ବ୍ୟାଙ୍କକୁ ପସିଆସିବା ସହ କର୍ମଚାରୀଙ୍କୁ ଭୟ ଦେଖାଇ କରିଥାନ୍ତି ଲୁଟ୍ । ଏଥିପାଇଁ ସେମାନେ ଢେର ପୂର୍ବରୁ ବ୍ୟାଙ୍କରେ…

ମାର୍କସ ଷ୍ଟୋଇନଙ୍କ ଅର୍ଦ୍ଧଶତକ । ୧୯୬ ରନ କଲା ଦିଲ୍ଲୀ କ୍ୟାପିଟାଲ । ବାଙ୍ଗାଲୋର ଆଗରେ ୧୯୭ରନ ଟାର୍ଗେଟ । 

କନକ ବ୍ୟୁରୋ : ଆଜିର ମ୍ୟାଚରେ ମାର୍କସ ଷ୍ଟୋଇନଙ୍କ ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ । ୧୯୬ ରନ କରିବାରେ ସକ୍ଷମ ହୋଇଛି । ଏହାସହ ବାଙ୍ଗାଲୋର ଆଗରେ ଏବେ ୧୯୭ ରନର ବିଜୟ ଲକ୍ଷ୍ୟ ରହିଛି । ବାଙ୍ଗାଲୋର ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ତେଣୁ ଦଳ ଆରମ୍ଭରୁ ବଡ…

ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ଆଇପିଏଲରୁ ବାଦ ପଡିଲେ ଭୁବନେଶ୍ୱର କୁମାର । ଚେନ୍ନାଇ ବିପକ୍ଷ ମ୍ୟାଚରେ ହୋଇଥିଲେ…

 କନକ ବ୍ୟୁରୋ : ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ବଡ ଝଟକା । ଦଳର ପ୍ରମୁଖ ପେସ ବୋଲର ଭୁବନେଶ୍ୱର କୁମାର ଚଳିତ ଆଇପିଏଲରୁ ବାଦ ପଡିଛନ୍ତି । ତାଙ୍କ ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଆଗାମୀ ଆଇପିଏଲ ମ୍ୟାଚ ଖେଳିପାରିବେନି ବୋଲି କୁହାଯାଇଛି । ହେଲେ ସେ ଆଗାମୀ ମ୍ୟାଚ ଖେଳିବେ ନା ନାହିଁ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ସର୍ବଭାରତୀୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କଲେ ଦୁଇ…

କନକ ବ୍ୟୁରୋ : ଆଜି ଜେଇଇ ଆଡଭାନ୍ସ ସର୍ବଭାରତୀୟ ପରୀକ୍ଷାର ଫଳ ବାହାରିଛି । ଏହି ପରୀକ୍ଷାରେ କଣ୍ଟାବାଞ୍ଜିରେ ଗୋଟିଏ ପରିବାରର ଦୁଇ ଭାଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କରିଛନ୍ତି । ସର୍ବଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ନମ୍ବର ସ୍ଥାନ ପାଇଥିବା ବେଳେ ତାଙ୍କ ସାନ ଭାଇ ମନ୍ଥନ…

ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୯୮ ଆକ୍ରାନ୍ତ ।

କନକ ବ୍ୟୁରୋ : ରାଜ୍ୟରେ ଆଜି ଆଉ ୪୦୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୬ ହଜାର ୪୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୪୦୯୮ଙ୍କ…