Daily Archives

October 27, 2020

ନିର୍ବାଚନୀ ରାଜନୀତିରେ ପିଆଜର ଏଂଟ୍ରି । ଦରଦାମ ବୃଦ୍ଧିକୁ ନେଇ ଉଠୁଛିପଡୁଛି ବିହାର । ପିଆଜର ମାଳ ପିନ୍ଧି ଲୋକଙ୍କୁ…

କନକ ବ୍ୟୁରୋ : ସରକାରୀ ଚାକିରି ଓ ମାଗଣା କରୋନା ଟିକା ପରେ ବିହାର ନିର୍ବାଚନୀ ରାଜନୀତିରେ ହୋଇଛି ପିଆଜର ଏଂଟ୍ରି । ଦରଦାମ ବୃଦ୍ଧିକୁ ନେଇ ପୁଣି ଘେରାବନ୍ଦୀ କରିଛନ୍ତି ବିରୋଧୀ ପକ୍ଷ । ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନରେ ପିଆଜର ମାଳ ପିନ୍ଧି ଲୋକଙ୍କୁ ଅନ୍ଧାରୀ ଶାସନର ଆଇନା…

ଲଭ୍ ଜେହାଦର ଆଉ ଏକ ମାମଲା । ହରିୟାଣାରେ ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କୁ ଗୁଳିମାଡ । ଗିରଫ ହେଲେ ଦୁଇ ଅଭିଯୁକ୍ତ ।…

କନକ ବ୍ୟୁରୋ : ଲଭ୍ ଜେହାଦର ଆଉ ଏକ ମାମଲା । ଦିବାଲୋକରେ ଯୁବତୀଙ୍କୁ ଗୁଳିମାଡ । ଅପହରଣ କରିବା ପ୍ରୟାସରେ ବିଫଳ ହେବା ପରେ ଯୁବତୀଙ୍କୁ ଗୁଳି କଲେ ଦୁର୍ବୃତ । ଘଟଣା ଘଟିଛି ହରିୟାଣାର ବଲ୍ଲଭଗଡରେ । ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି । ବଲ୍ଲଭଗଡର ଅଗ୍ରୱାଲ କଲେଜର ଛାତ୍ରୀ ନିକିତା…

ଅନୁଗୁଳରେ ମଦ ମୃତ୍ୟୁ ଅଭିଯୋଗ । ପଥରଗଡରେ ବିଷାକ୍ତ ମଦ ପିଅ ତିନି ଜଣଙ୍କ ମୃତ୍ୟୁ ସନ୍ଦେହ । ଘର ଛାତ ପକାଇବା ପରେ…

କନକ ବ୍ୟୁରୋ : ଅନୁଗୁଳ ମଦମୃତ୍ୟୁ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଆଉ ଜଣଙ୍କର ଜୀବନ ଯାଇଛି । ପୁରୁଣାକୋଟ ଥାନା ପଥରଗଡ ଗାଁରେ ତିନି ଜଣ ଯୁବକ…

ଶାହା-ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ । ୨୧୯ ରନର ବିଶାଳ ସ୍କୋର କଲା ହାଇଦ୍ରାବାଦ । ଦିଲ୍ଲୀ ଆଗରେ ୨୨୦ ରନ ଟାର୍ଗେଟ

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶାହା-ୱାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ହାଇଦ୍ରାବାଦ ୨୧୯ ରନର ବିଶାଳ ସ୍କୋର କରିଛି । ଏହାସହ ଏବେ ଦିଲ୍ଲୀ ଆଗରେ ୨୨୦ ରନର ଟର୍ଗେଟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚରେ…

ଭୁବନେଶ୍ୱରରେ ଚାଂଚଲ୍ୟ । ସ୍ୱାମୀ ଆଗରେ ସ୍ତ୍ରୀକୁ ଢାବା ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ । ସ୍ୱାମୀ ଅଟକାଇବାକୁ…

କନକ ବ୍ୟୁରୋ : ସ୍ୱାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅମାନବୀୟ ଘଟଣା ଘଟିଛି ଖୋଦ୍ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ଥିବା ଏକ ଢାବାରେ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ଢାବାର ମ୍ୟାନେଜର ସୁକାନ୍ତ ନାୟକଙ୍କୁ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀମାଇନା କରିଛି…

ଭୂତାଣୁ ଭିତରେ କାଲି ଦେଶରେ ପ୍ରଥମ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ପଡିବ ଭୋଟ, କଟକଣା ଭିତରେ…

କନକ ବ୍ୟୁରୋ : କରୋନା କାଳରେ ଦେଶର ପ୍ରଥମ ନିର୍ବାଚନ । ବିହାର ବିଧାନସଭା ଲାଗି ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୭୧ ଆସନରେ ମତଦାନ । ବିଶ୍ୱ ମହାମାରୀ କରୋନାର ସଂକ୍ରମଣ ଭିତରେ କିଭଳି ହେବ ବିହାର ବିଧାନସଭା ନିର୍ବାଚନ । ସାରା ଦେଶର ନଜର ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ଲାଖି ରହିଛି ।…