ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଚାପି ହୋଇ ରହିଛନ୍ତି ଡ୍ରାଇଭର ।

1,624

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଗୋଟିଏ ଟ୍ରକୁ ଅନ୍ୟ ଏକ ପିଟିବା ପରେ ଭୟଙ୍କର ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଦୁର୍ଘଟଣା ପରେ ଚାଲିଛି ଉଦ୍ଧାର କାମ ।

୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଅପରାହ୍‌ଣ ସମୟରେ ବରମୁଣ୍ଡାରୁ ବାଣିବିହାର ଅଭିମୁଖେ ଲୁହା ପୋଲ ନେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ଟ୍ରେଲରକୁ ଧକ୍କା ଦେଇଥିଲା। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ଭୁବନେଶ୍ୱର ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାପି ହୋଇଯାଇଛନ୍ତି ଡ୍ରାଇଭର ।

#BIG_BREAKINGଭୁବନେଶ୍ୱର ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାପି ହୋଇଯାଇଛନ୍ତି ଡ୍ରାଇଭର ।

Posted by Kanak News on Wednesday, October 14, 2020

Comments are closed.