Daily Archives

October 14, 2020

ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ…

କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ଅନେକ ଚାକିରୀ ହରାଉଥିବାବେଳେ ବଡ ପ୍ୟାକେଜରେ ଚାକିରୀ ପାଇଛନ୍ତି ଓଡିଆ ଛାତ୍ରୀ । ଭୁବନେଶ୍ୱର ସିଇଟି ଇଂଜିନିୟରିଂ କଲେଜର କମ୍ପ୍ୟୁଟର ବିଭାର ଛାତ୍ରୀ ମୁସକାନ ଖେଡିଆ ବାର୍ଷିକ ୪୩ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟ କମ୍ପାନୀରେ ନିଯୁକ୍ତି ପାଇଛନ୍ତି…

ଚାଷୀଙ୍କ ନାଁରେ ମିଛ ଲୋନ କରି ଟଙ୍କା ଚଳୁ କରିଦେଲେ ସୋସାଇଟି ସମ୍ପାଦକ । ଭଦ୍ରକ ଦୋବାଲ ସମବାୟ ସମିତି ବିରୋଧରେ ଆସିଲା…

କନକ ବ୍ୟୁରୋ : ଭଦ୍ରକ ଧାମନଗର ଦୋବଲ ସେବା ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଏହି ସମିତିର ସଦସ୍ୟ ଥିବା ଚାଷୀ । ସେମାନଙ୍କ ନାଁରେ ଋଣ କରି ସମ୍ପାଦକ ଟଙ୍କା ଉଠାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କ ପାସବୁକକୁ ରଖି ମନ ଇଛା…

ସୁନା ଦୋକାନୀଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା । ଆଲମାରୀ ଭାଙ୍ଗି ଲୁଟି ନେଲେ ୫ କିଲୋ ସୁନା ଅଳଙ୍କାର ସହ କୋଟିଏ…

କନକ ବ୍ୟୁରୋ : ସୁନା ଦୋକାନୀଙ୍କ ଘରେ କଳକନା ବୁଲାଇଲେ ଲୁଟେରା । ଦୁର୍ବୃତମାନେ ଘରେ ପଶି ଆଲମାରୀ ଭାଙ୍ଗି ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସୁନା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗଂଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ବିଶ୍ୱନାଥ ଜୁଏଲର୍ସ ମାଲିକ ସୁରେନ୍ଦ୍ର ନାୟକ ।…

କ୍ରାଇମବ୍ରାଂଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । ତଦନ୍ତ ପାଇଁ ଚିଠି ଲେଖିଲା ରାଜସ୍ୱ ବିଭାଗ । ଡ୍ରାଇଭର ନାଁରେ…

କନକ ବ୍ୟୁରୋ : ଖୋର୍ଦ୍ଧାର ସାରୁଅରେ ଘଟିଥିବା ଜମି କାରବାର ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ ହେବ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କ ରିପୋର୍ଟରେ କହିଛନ୍ତି, ଜଣେ ଡ୍ରାଇଭରଙ୍କ ନାଁରେ…

ଧୱନ ଓ ଆୟରଙ୍କ ଦମଦାର ଅର୍ଦ୍ଧଶତକ । ୧୬୧ ରନ କଲା ଦିଲ୍ଲୀ । ରାଜସ୍ଥାନ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶିଖର ଧୱନ ଓ ଶ୍ରେୟାସ ଆୟରଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ ୧୬୧ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ରାଜସ୍ଥାନ ରୟାଲ୍ସ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ…

କାହିଁକି କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟ୍ୟା? କାରଣ କହିଲେ ବିଶେଷଜ୍ଞ । ଡାକ୍ତର ସିଦ୍ଧାର୍ଥ ସାହୁ କହିଲେ ହର୍ଡ…

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ଅପେକ୍ଷା ଅକ୍ଟୋବର ମାସରେ କମ ରହିଛି କରୋନା ସଂକ୍ରମଣ । ଗତ ମାସ ତୁଳନାରେ ପ୍ରତ୍ୟକ ଦିନ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ସଂକ୍ରମଣ ହାର କମିବା ପଛରେ କଣ ରହିଛି କାରଣ । କାହିଁକି କମୁଛି କରୋନା ସଂକ୍ରମଣ ? ଏନେଇ ବିଭିନ୍ନ କାରଣ ଦର୍ଶାଇଛନ୍ତି…