Daily Archives

May 2, 2024

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବଦଳି ନିର୍ଦ୍ଦେଶ ସୂଚନା: ବିଜେପିର ଅଭିଯୋଗ ଆଧାରରେ ନିର୍ବାଚନ କମିଶନଙ୍କ…

କନକ ବ୍ୟୁରୋ: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ସୂଚନା । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୁତ୍ରରୁ ସୂଚନା, ପଦବୀର ଦୁରୁପଯୋଗ ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲା ବିଜେପି । ଏହା ପରେ ତାଙ୍କୁ ବଦଳି ନିର୍ଦ୍ଦେଶ…

ବିଜେଡି ଛାଡିଲେ ଗୟାଧର ପରିଡା: ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡାପଡାର ବରିଷ୍ଠ ବିଜେଡି ନେତା ଗୟାଧର ପରିଡା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଗୟାଧର ପରିଡା । ଖଣ୍ଡପଡା ବିଧାନସଭା ଟିକେଟ୍ ପାଇଁ…

ଚେନ୍ନାଇ-ପଂଜାବ ମ୍ୟାଚର ଶେଷ ଓଭରରେ ରୋଚକ ଦୃଶ୍ୟ । କ୍ରିଜ୍ ଛାଡିଲେନି ମାହି, ଫେରିଆସିଲେ ମିଚେଲ

କନକ ବ୍ୟୁରୋ : ଆଇପିଏଲ ୨୦୨୪ର ୪୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସହଜ ବିଜୟ ହାସଲ କରିଛି ପଂଜାବ କିଙ୍ଗ୍ସ । ଏମ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୧୬୩ ରନର ଲକ୍ଷ୍ୟକୁ ୧୭.୫ ଓଭରରେ ମାତ୍ର ୩ଟି ୱିକେଟ ବିନିମୟରେ ହାସଲ କରିନେଇଛି ପଂଜାବ । ତେବେ…

ବିଶ୍ୱକପ ଖେଳାଳୀ ଚୟନ ନେଇ ଟିମ ଇଣ୍ଡିଆର ପ୍ରେସମିଟ । ରିଙ୍କୁ ଓ ଗିଲଙ୍କ ବାଦ ନେଇ ରୋହିତଙ୍କ ପ୍ରତିକିୟା,ନିଷ୍ପତି…

କନକ ବ୍ୟୁରୋ : ଜୁନ୍ ୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ ମହାସମର । ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଯୁବ ଓ ଅଭିଜ୍ଞ ମାନଙ୍କୁ ଦଳରେ ସାମିଲ କରିଛନ୍ତି ଚୟନକର୍ତା ଟିମ୍ । ପୁରା ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମର ରଣନୀତି କଣ ରହିବ ଏନେଇ ଆଜି…

ଡିପଫେକ ଭିଡିଓକୁ ନେଇ ଟେନସନରେ ନେତା: ସାଇବର ସୈତାନଙ୍କ ଉପରେ ପୁଲିସର ନଜର

କନକ ବ୍ୟୁରୋ: ନିର୍ବାଚନ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡିଓ ଆସିବା ପରେ ନେତାଙ୍କ ଚିନ୍ତା ବଢ଼ିଯାଇଛି । କେତେବେଳେ ଯେ କାହାର ଫେକ୍ ଭିଡିଓ ଆସିବ କିଛି କହିହେବ ନାହିଁ । ଏଭଳି ଆଶଙ୍କା ଭିତରେ ସାଇବର ଠକଙ୍କ ଉପରେ ନଜର ରଖିଛି କମିଶନରେଟ ପୁଲିସ । ଏନଜିଓ,…

ତାତିରେ ଜଳୁଛି ଦେଶର ଅଧିକାଂଶ ରାଜ୍ୟ । ମେ ମାସରେ ଆହୁରି ବଢ଼ିବ ତାତି, ଆଇଏମଡିର ଆଲର୍ଟ । ଆସାମରେ ବନ୍ୟା ତାଣ୍ଡବ,…

କନକ ବ୍ୟୁରୋ: ପ୍ରକୃତିର ବିିଚିତ୍ର ରୂପ । ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି ସାଙ୍ଗକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ସେପଟେ କିଛି ସ୍ଥାନରେ ବର୍ଷା ଆଣିଛି ସାମାନ୍ୟ ଆଶ୍ୱସ୍ତି । ଉତରପୂର୍ବ ରାଜ୍ୟ ସହ ଦେଶର ଅଧିକାଂଶ ରାଜ୍ୟ ଖରାରେ ସିଝୁଛି । ଏପରିକି ଅଂଶୁଘାତରେ…