Daily Archives

October 10, 2020

କ୍ରିସ ମୋରିସଙ୍କ ଘାତକ ବୋଲିଂ । ୩୭ ରନରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ବାଙ୍ଗାଲୋର ବୋଲରଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇଠାରୁ ୩୭ ରନରେ ବିଜୟ ହାସଲ କରିଛି । ବାଙ୍ଗାଲୋର ପକ୍ଷରୁ ମୋରିସ ସର୍ବାଧିକ ୩ ୱିକେଟ ହାସଲ କରିଛନ୍ତି । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍…

ଅବଢା ମୁଠିଏ ମୋତେ ମିଳୁ ମହାବାହୁ । ମହାପ୍ରସାଦର ମହକ ଟାଣିଆଣିଲା ବଡଦାଣ୍ଡକୁ, ମନଭରି ଅବଢା ଖାଇଲେ ବିଦେଶୀ ଦମ୍ପତ୍ତି…

କନକ ବ୍ୟୁରୋ : ପ୍ରସାଦ ଭିତରେ ସର୍ବୋତ୍ତମ, ଆତ୍ମତୃପ୍ତିରେ ସମସ୍ତଙ୍କ ମନ କିଣୁଥିବା ମହାବାହୁଙ୍କ ମହାପ୍ରସାଦ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦେଖିବାକୁ ଆସୁଥିବା ପ୍ରତିଟି ଭକ୍ତ ମନରେ ଥାଏ ମହାପ୍ରସାଦ ଟିକେ ପାଇବାର ଇଚ୍ଛା ଓ ଅଭିଳାଷା । ନା ଆବଶ୍ୟକ ଥାଏ କୌଣସି ହୋଟେଲ ନା ଆବଶ୍ୟକ ଥାଏ…

ସିବିଆଇ ହାତକୁ ଗଲା ହାଥରସ ଦୁଷ୍କର୍ମ ଓ ମୃତ୍ୟୁ ମାମଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି । କେବଳ…

କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛି । ଗତ ସେପ୍ଟେମ୍ବର ୨୯ ତାରିଖରେ ଉତ୍ତର ପ୍ରଦେଶର ହାଥରସରେ ଜଣେ ଦଳିତ ଯୁବତୀ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଭଦରଗଂଜ ହସ୍ପିଟାଲରେ ଆଖିବୁଜି ଥିଲେ । ତାଙ୍କୁ ଗତ ସେପ୍ଟେମ୍ବର ୧୪…

ଦେଶରେ ମହିଳାଙ୍କ ଉପରେ ବଢୁଥିବା ହିଂସାକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର ଗୃହମନ୍ତ୍ରାଳୟ । ମହିଳା ବିରୋଧୀ ହିଂସା…

କନକ ବ୍ୟୁରୋ : ଦେଶରେ ମହିଳାଙ୍କ ଉପରେ ବଢୁଥିବା ହିଂସା ଘଟଣାକୁ ନେଇ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ଦ୍ଦେଶବଳୀ ଜାରି କରାଯାଇଛି । ବିଶେଷ କରି ହାଥରସ ଗଣଦୁଷ୍କର୍ମ ମାମଲାରେ ଯେପରି ଆରମ୍ଭରେ ପୁଲିସ ଯେପରି ଅବହେଳା…

ପ୍ରେମରେ ଧର୍ମ ସାଜିଲା ପ୍ରତିବନ୍ଧକ । ଭିନ୍ନ ଧର୍ମର ଯୁବତୀଙ୍କୁ ପ୍ରେମ କରିବାରୁ ଦିଲ୍ଲୀ ଆଦର୍ଶ ନଗରର ୧୮ ବର୍ଷିୟ…

କନକ ବ୍ୟୁରୋ : ପ୍ରେମରେ ଧର୍ମ ସାଜିଲା ପ୍ରତିବନ୍ଧକ । ଭିନ୍ନ ଧର୍ମର ଜଣେ ଜଣେ ଯୁବତୀଙ୍କୁ ପ୍ରେମ କରିବାରୁ ଦିଲ୍ଲୀ ଆଦର୍ଶ ନଗରର ଜଣେ ୧୮ ବର୍ଷିୟ ଦଳିତ ଯୁବକ ରାହୁଲଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପ୍ରେମିକାଙ୍କ ପରିବାର ଲୋକ ଯୁବକୁ ବିଚ ରାସ୍ତା ରାସ୍ତାରେ ପିଟି ପିଟି…

ବିରାଟଙ୍କ ଦମଦାର ବ୍ୟାଟିଂ । ୧୬୯ ରନ କଲା ବାଙ୍ଗାଲୋର । ଚେନ୍ନାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ୧୬୯ରନ କରିବାରେ ସକ୍ଷମ ହୋଇଛି । ଏହାସହ ଚେନ୍ନାଇ ଆଗରେ ଏବେ ୧୭୦ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।…