Daily Archives

October 1, 2020

ଆଇପିଏଲ୍ ଟକ୍କର: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ୪୮ ରନର ବଡ଼ ବ୍ୟବଧାନରେ ପଞ୍ଜାବକୁ ହରାଇଲା ରୋହିତ୍ ବାହିନୀ । 

କନକ ବ୍ୟୁରୋ: ଆଇପିଏଲ ଟକ୍କରର ହାଇଭୋଲଟେଜ୍ ମ୍ୟାଚରେ ବାଜି ମାରିନେଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ସାମ୍ନାରେ ୧୯୨ ରନର ବିଜୟ ରଖିଥିଲା ମୁମ୍ବାଇ, ହେଲେ ପ୍ରତି ଜବାବରେ ପଞ୍ଜାବ ୮ ୱିକେଟ୍ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଛି । ବୁମରା, ଚହରଙ୍କ ଘାତକ ବୋଲିଂ…

ବିଜୁଳି ବିଲ୍: ବକେୟା ପଡ଼ିଛି ୯ ହଜାର କୋଟି  । ହେଲେ କ୍ଷତି ଭରଣା ପାଇଁ ହେଉଛି ବିଦ୍ୟୁତ ଦରବୃଦ୍ଧି । ବିଧାନସଭାରେ…

କନକ ବ୍ୟୁରୋ: କରୋନା କାଳରେ ବିଜୁଳି ବୃଦ୍ଧିକୁ ନେଇ ଉଠିଛି ପଡିଛି ବିଧାନସଭା । ବିରୋଧୀ ଅଭିଯୋଗ କରିଛନ୍ତି ହଜାର ହଜାର କୋଟି ଟଙ୍କା ବିଭିନ୍ନ ସଂସ୍ଥା ଉପରେ ବକେୟା ପଡ଼ିଛି । ଏହି ଟଙ୍କା ଆଦାୟ ନକରି ସାଧାରଣ ଗ୍ରାହକଙ୍କ ଉପରେ ବୋଝ ଲଦାଯାଇଛି । ବିରୋଧୀ ଦଳର ମୁଖ୍ୟ ସଚେତକ କାହା ଉପରେ କେତେ…

ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ  । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ୫ ଜିଲ୍ଲାକୁ…

କନକ ବ୍ୟୁରୋ: ଆସନ୍ତା ୨୪ ଘଂଟାରେ ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ଅଭ୍ୟନ୍ତରୀଣ ଓ ଉପକୂଳ ଓଡିଶା ପାଇଁ ରହିଛି ପ୍ରବଳ ବର୍ଷା ସଂଭାବନା । ଆସନ୍ତା ୫ ଦିନ ଧରି ଏହାରି ପ୍ରଭାବରେ ବର୍ଷିବାନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉପକୂଳରୁ…

କରୋନା ଦେଇପାରେ କେତେ ଦୁଃଖ: ପୋଲସରାରୁ ଆସିଲା କରୁଣ କାହାଣୀ । ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ନେଲା ମହାମାରୀ 

କନକ ବ୍ୟୁରୋ: ଗୋଟିଏ ପରିବାରକୁ କରୋନା କରିଦେଲା ପରିବାର ଶୁନ୍ୟ । ୪ଭାଇଙ୍କର କରୋନାରେ ମୃତ୍ୟୁ ପରିବାର ପାଇଁ ଇଙ୍ଗ ଦୁଃଖ ଆଣିଛି । କରୋନା ଆସିବା ପୂର୍ବରୁ ବାପା ଓ ଜଣେ ପୁଅ ଚାଲିଯାଇଥିଲେ । କରୋନା କାଳରେ ଆଉ ୪ ପୁଅଙ୍କ ମୃତ୍ୟୁ ହୋଇଛି । ଏବେ ପରିବାରରେ କେହି ରୋଜଗାରିଆ ପୁଅ ନଥିବାରୁ…

ଅନଲକ୍ ୫.୦: କେନ୍ଦ୍ର ବନାମ ରାଜ୍ୟ, କାହାର କେଉଁ ନିୟମ ପଢ଼ନ୍ତୁ…

କନକ ବ୍ୟୁରୋ: ଦିନକ ପରେ ଆସିଲା ଓଡ଼ିଶାର ଅନଲକ୍ ୫.୦ ଗାଇଡଲାଇନ୍ । ଗତକାଲି କେନ୍ଦ୍ରର ଅନଲକ୍ ୫.୦ ଗାଇଡଲାଇନ୍ କୁ ତର୍ଜମା କଲେ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ଫରକ୍ ଜାଣିପାରିବେ । କେନ୍ଦ୍ରର ଗାଇଡଲାଇନରେ ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ଅନେକ ଜିନିଷକୁ କୋହଳ କରାଯାଇଥିବାବେଳେ ରାଜ୍ୟର…

ଆଇପିଏଲ୍ ଟକ୍କର: ହିଟ୍ ମ୍ୟାନଙ୍କ ହିଟ୍ ଶୋ’, ପ୍ରଥମେ ବ୍ୟାଟିଂ କରି ପଞ୍ଜାବ୍ ସାମ୍ନାରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଲା…

କନକ ବ୍ୟୁରୋ: ଆଇପିଏଲ ଟକ୍କରର ହାଇଭୋଲଟେଜ୍ ମ୍ୟାଚ୍, ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ସାମ୍ନାରେ ୧୯୨ ରନର ବିଜୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଶାନଦାର୍ ୭୦ ରନର ପାଳିରେ ଦଳ ସାମ୍ନାନଜନକ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି । ଡେଥ୍ ଓଭରରେ ଦଳର…