Daily Archives

October 29, 2020

ଦୁଇ ଦଶନ୍ଧି ପରେ ବି ଯାଇନି ଦୁଃଖ, ଭରିନି କ୍ଷତିଗ୍ରସ୍ତ ଅଞ୍ଚଳର କ୍ଷତ । ନା ଅଛି ରାସ୍ତା, ନା ମିଳିଛି ଘର ।…

କନକ ବ୍ୟୁରୋ: ମହାବାତ୍ୟାର ୨୧ ବର୍ଷ ପରେ କେମିତି ଅଛି ପ୍ରଭାବିତ ଅଞ୍ଚଳ ? କେମିତି ଅଛି ସୁପର ସାଇକ୍ଲୋନର ନାଲି ଆଖି ଦେଖିଥିବା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ? ୧୯୯୯ ମହାବାତ୍ୟାକୁ ୨୧ ବର୍ଷ ବିତି ଯାଇଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ କିଛି ବଦଳିଛି ନା ସ୍ଥିତି ସେମିତି ରହିଛି ।…

ମହାବାତ୍ୟା ଦେଇଥିଲା ମୁକାବିଲାର ମନ୍ତ୍ର । ପ୍ରଳୟଙ୍କାରୀ ବାତ୍ୟା ଦେଖି ଆଉ ଡରି ଯାଉନି ଓଡିଶା । ଛାତି ଦେଖାଇ ଛିଡା…

କନକ ବ୍ୟୁରୋ: ୨୯ ଅକ୍ଟୋବର ୧୯୯୯ । ଏଭଳି ପ୍ରାକୃତିକ ଦୁର୍ବିପାକ କେବେ ଆଗରୁ ଦେଖି ନଥିଲା ଓଡିଶା । ଉପକୂଳିଆ ଅଞ୍ଚଳକୁ ଓଡିଶା ମାନଚିତ୍ରରୁ ପୂରା ନିଶ୍ଚିହ୍ନ କରିଦେବାକୁ ସମୁଦ୍ରରୁ ମାଡିଆସୁଥିଲା ମହାବାତ୍ୟା । ୨୬୦ କିଲୋମିଟର ବେଗରେ ପବନ ବହିବାକୁ ଲାଗିଲା ଆଉ କୋଟି କୋଟି ଟଙ୍କାର…

ଅଣନିଶ୍ୱାସୀ କରୁଛି ରାଜଧାନୀ । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ଅତିକ୍ରମ କରି ଦିଲ୍ଲୀ ବନିଯାଇଛି ବର୍ଷର ସବୁଠୁ ଅଧିକ…

କନକ ବ୍ୟୁରୋ : ଅଣନିଶ୍ୱାସୀ କରୁଛି ରାଜଧାନୀ । ଦିଲ୍ଲୀ ବାୟୁରେ ବିଷ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ଚଳିତ ବର୍ଷରେ ଶୀର୍ଷକୁ ଛୁଇଁଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ଅତିକ୍ରମ କଲେ ଏହାକୁ ସିଭିୟର କ୍ୟାଟେଗୋରୀ ବୋଲି କୁହାଯାଏ । ତେବେ ଗୁରୁବାର…

ବିହାର ରାଜନୀତିରେ ମୋଦୀ ବନାମ ତେଜସ୍ୱୀ  । ପ୍ରଧାନମନ୍ତ୍ରୀଙ୍କୁ ତେଜସ୍ୱୀଙ୍କ ଜବାବ । କହିଲେ, ସେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ବିହାର ରାଜନୀତିର ମୋଡ ବଦଳାଇଦେବା ଭଳି ଶକ୍ତି ରଖିଥିବା ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟର ଜବାବ ରଖିଛନ୍ତି । ଜଙ୍ଗଲରାଜର ଯୁବରାଜ କହି ତେଜସ୍ୱୀଙ୍କ ଉପରେ ଆକ୍ରମଣ କରିଥିଲେ ମୋଦୀ । ବେକାରୀ ଓ ଚାକିରି ସମସ୍ୟାରେ ତେଜସ୍ୱୀ ବିଜେପି ଓ ଜେଡିୟୁକୁ…

ନୀତିଶ ରାଣାଙ୍କ ଦମଦାର ବ୍ୟାଟିଂ । ୧୭୨ ରନ କଲା କୋଲକାତା । ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ନୀତିଶ ରାଣାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ କୋଲକାତା ୧୭୨ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଚେନ୍ନାଇ ଆଗରେ ଏବେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ । ଏହି ମ୍ୟାଚ…

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଅଗ୍ରିମ ଟୋକେନ ବ୍ୟବସ୍ଥାରେ କିଣାଯିବ ଧାନ । ସବୁ ବ୍ଲକରେ ହେବ…

କନକ ବ୍ୟୁରୋ : ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରିମ ଟୋକନ୍ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଂଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ୍ ଜେନେରେଟ୍ ହେବ ।…