Daily Archives

October 23, 2020

ଏମିତି ଏକ ଦୁର୍ଲଭ ଛତୁ । ଯାହାର ଦାମ କିଲୋ ପିଛା ରହିଛି ୨୦ ହଜାର ଟଙ୍କା ।

କନକ ବ୍ୟୁରୋ : ଉତ୍ତର କୋରିଆର ହାମଗୟୁଆନ ଅଞ୍ଚଳ । ଏହି ଅଂଚଳରେ ଏମିତି ଏକ ଛତୁ ମିଳେ ଯାହାର ମୂଲ୍ୟ କିଲୋ ପିଛା ପ୍ରାୟ ୨୦ ହଜାର ଟଙ୍କା । ଏହି ଛତୁ ଦେବଦାରୁ ଗଛ ତଳେ ମିଳୁଥିବାବେଳେ ଏହି ଛତୁକୁ ଖୋଜି ପାଇବା କାଠିକର ପାଠ ହୋଇପଡ଼ିଥାଏ । କାରଣ ଏହି ଛତୁକୁ ଦେବଦାରୁ ଗଛ ମୂଳରୁ ଖୋଜିବା ପାଇଁ…

ଶାରଜାହାରେ ମୁମ୍ବାଇର ଶାନଦାର୍ ବିଜୟ । ୧୦ ୱିକେଟରେ ବିଜୟ ହାସଲ କରି ଚେନ୍ନାଇର ପ୍ଲେଅଫ୍ସ ସ୍ୱପ୍ନକୁ ଅଧା ଭାଙ୍ଗିଦେଲା…

କନକ ବ୍ୟୁରୋ: ଆଇପିଏଲ ଲଢ଼େଇ ଇତିହାସରେ ଚେନ୍ନାଇକୁ ପ୍ରଥମଥର ପାଇଁ ୧୦ ୱିକେଟରେ ମାତ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ଚେନ୍ନାଇ ୨୦ ଓଭର ଖେଳି ମୁମ୍ବାଇ ସାମ୍ନାରେ ୧୧୫ ରନର ଟାର୍ଗେଟ ଦେଇଥିଲା । ହେଲେ ମୁମ୍ବାଇ ମାତ୍ର ୧୨ ଓଭର ୨ଟି ବଲରେ ବିନା କୌଣସି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ…

ପିଆଜକୁ ନେଇ ସୋସିଆଲ୍ ମିଡିଆରେ ମଜାଳିଆ ପୋଷ୍ଟ । ବାହୁବଳୀଙ୍କ କାନ୍ଧରେ ଶିବଲିଙ୍ଗ ନୁହେଁ ରହିଛି ବିରାଟ ପିଆଜ, ଗବର…

କନକ ବ୍ୟୁରୋ: ଫିଲ୍ମ ବାହୁବଲୀର ଏହି ସିନ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା । ଯେତେବେଳେ ଶିବଲିଙ୍ଗକୁ ନିଜ କାନ୍ଧରେ ଉଠାଇ ଜଳାଭିଷେକ କରାଇଥିଲେ ସାଉଥ ଷ୍ଟାର ପ୍ରଭାସ । ତେବେ ଆପଣ ଭାବୁଥିବେ ବାହୁବଳୀ ଫିଲ୍ମର ସିନ୍ ଦେଖାଇବାର ଆବଶ୍ୟକତା ଆଜି କାହିଁକି ପଡିଛି । ଏବେ ଟିକେ ଏହି ଚିତ୍ରକୁ ଭଲ…

ସସପେନ୍ସ ହୋଇ ରହିଯିବ କି ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ତିନି ମାସ ହେବ ତଦନ୍ତ କରି ସୁରାକ ପାଉନି କ୍ରାଇମବ୍ରାଞ୍ଚ ।…

କନକ ବ୍ୟୁରୋ: ବିତିଲାଣି ୩ ମାସ, ବାହାରୁନି ସତ । ସସପେନ୍ସ ହୋଇ ରହିଯିବ କି ଆଦିତ୍ୟ ମାମଲା ? କ୍ରାଇମବ୍ରାଞ୍ଚ କରୁଛି କଣ ? ଚେଇଁଛି ନା ଶୋଇଛି ? ଦିନ ଗଡୁଛି, ରହସ୍ୟ ବଢୁଛି । ମାନବପ୍ରେମୀଙ୍କ ମୃତ୍ୟୁକୁ ପ୍ରାୟ ୧୦୦ ଦିନ ବିତି ସାରିଥିବା ବେଳେ ଏବେବି ମାମଲା ସନ୍ଦେହ ଭିତରେ ରହିଛି ।…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରୋନା ମହାମାରୀ । ଶେଷ ବିତର୍କରେ ଭାଗ ନେଇ ଟ୍ରମ୍ପ କହିଲେ, କିଛି…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନର ଶେଷ ବିତର୍କରେ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, କିଛି ସପ୍ତାହ ମଧ୍ୟରେ ଆମେରିକାବାସୀଙ୍କୁ ମିଳିଯିବ କରୋନା ଟିକା । ନଭେମ୍ବର ୩ ତାରିଖରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଆଉ…

ବିହାର ପ୍ରଚାର ଲଢ଼େଇରେ ମୋଦି ବନାମ ରାହୁଲ । ନୀତିଶଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ।…

କନକ ବ୍ୟୁରୋ : ବିହାର ନିର୍ବାଚନରେ ମୋଦି ବନାମ ରାହୁଲ । ୧୫ ବର୍ଷ ତଳର ଲାଲୁ ସରକାରକୁ ଟାର୍ଗେଟ କରି ମୋଦି କହିଛନ୍ତି, ମହାମେଂଟ ଜିତିଲେ ପୁଣି ବିହାରରେ ଅପରାଧ ଓ ଦୁର୍ନୀତି ଫେରି ଆସିବ । କାଶ୍ମୀରର ୩୭୦ ଧାରା ଉଠାଇବାକୁ ଯେଉଁମାନେ ସମର୍ଥନ କରୁଛନ୍ତି, ତାଙ୍କୁ ବର୍ଜନ କରିବା ପାଇଁ ଆହ୍ୱାନ…