Daily Archives

October 4, 2020

ଚେନ୍ନାଇର ଶାନଦାର୍ କମବ୍ୟାକ୍: ପଞ୍ଜାବକୁ ପାଣି ପିଆଇ କୌଣସି ୱିକେଟ୍ ନହରାଇ ୧୭୯ ରନକୁ ସହଜରେ ହାସଲ କଲା ଧୋନୀ ବାହିନୀ…

କନକ ବ୍ୟୁରୋ: ସୁପର ସଣ୍ଡେରେ ଶାଦାର ସୋ’ । ଦୁବାଇରେ ରେକର୍ଡ କଲା ଚେନ୍ନାଇ, ୧୦ ୱିକେଟରେ ପଞ୍ଜାବ ବିପକ୍ଷରେ ମ୍ୟାଚ୍ ଜିତିନେଲା ଧୋନୀ ବାହିନୀ । ଫାଫ୍ ଡୁପ୍ଲେସି, ଶେନ୍ ୱାଟସନ୍ ଙ୍କ ଶାନଦାର ଭାଗିଦାରୀରେ ୧୭୯ ରନର ବିଜୟ ଲକ୍ଷକୁ ୧୭ ଓଭର ୪ଟି ବଲରେ ବିନା କୌଣସି ୱିକେଟ ହରାଇ ବିଜୟ ହାସଲ…

ହାଥରସ ଜିଲ୍ଲାପାଳଙ୍କୁ ହଟାଇବାକୁ ଜୋର ଧରିଲା ଦାବି । କଙ୍ଗନାଙ୍କ ଭଳି ପୀଡିତାଙ୍କ ପରିବାରକୁ ୱାଇ କାଟାଗୋରୀ ସୁରକ୍ଷା…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି । ସେପଟେ ପୀଡିତାଙ୍କ ପରିବାର ପକ୍ଷରୁ ହାଥରସ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ଦାବି କରାଯାଇଛି । ପରିବାର…

ଆଗକୁ ବଢୁଛି ମିଲେଟ ମିଶନ । ମାଲକାନଗିରିରେ ମିଲେଟ ମିଶନ ପକ୍ଷରୁ ଖୋଲିଲା ଫୁଡ ଷ୍ଟଲ । ସକାଳେ ମିଳୁଛି ମାଣ୍ଡିଆର…

କନକ ବ୍ୟୁରୋ: ଆଦିବାସୀଙ୍କ ଅତି ପ୍ରିୟ ମାଣ୍ଡିଆକୁ ଲୋକପ୍ରିୟ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ପ୍ରଥମେ ମାଣ୍ଡିଆ ମଣ୍ଡି ପରେ ଏବେ ମିଲେଟ ମିଶନ ଓ ମିଶନ ଶକ୍ତି ମାଧ୍ୟମରେ ମାଣ୍ଡିଆ ତିଆରି ଟିଫିନ ଷ୍ଟଲ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଉ ଏହି ମିଲେଟ ଶକ୍ତି ଷ୍ଟଲରେ…

ଆଜି ସମ୍ବାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ । ଓଡିଶାର ନମ୍ବର ୱାନ ଦୈନିକ ଖବର କାଗଜ ସମ୍ବାଦକୁ ଚାଲିଲା ୩୭ ବର୍ଷ ।…

କନକ ବ୍ୟୁରୋ: ଆଜି ରାଜ୍ୟର ଏକ ନମ୍ବର ଦୈନିକ ଖବରକାଗଜ ସମ୍ବାଦ ଓ ଅଗ୍ରଣୀ ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ସ୍ୱନକ୍ଷତ୍ର ଉତ୍ସବ । ସମ୍ବାଦକୁ ୩୭ ବର୍ଷ ଚାଲିଥିବା ବେଳେ ୧୧ ବର୍ଷ ଅତିକ୍ରମ କରିଛି କନକ ନ୍ୟୁଜ୍ । ଅନେକ ସଂଘର୍ଷ ଓ ପ୍ରତିଦ୍ୱନ୍ଦିତାକୁ ପଛରେ ପକାଇ ଓଡ଼ିଶା ଗଣମାଧ୍ୟମ ଜଗତରେ ନିଜର…

ଚାଲିଗଲେ ଚଷାପୁଅ । ମରି ନାହାନ୍ତି ମହାରଥୀ, ସରିନାହିଁ ରାଜନୀତି… ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମନ୍ତ୍ରୀ…

କନକ ବ୍ୟୁରୋ: ଜନତାଙ୍କ ସହ ସାଥୀରେ ଥିବା ନେତା ଯେତେବେଳେ ଅଫେରା ବାଟକୁ ବାଛି ନିଏ, ସେତେବେଳେ କିଛି ଏହି ଭଳି ଚିତ୍ର ସାମ୍ନାକୁ ଆସେ । କିଏ କାନ୍ଦୁଛି, ତ ଆଉ କାହା ଆଖି ଛଳଛଳ । ଓଡ଼ିଶାର ରାଜନୀତିର ଜଣେ ଅଦ୍ୱିତୀୟ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ, ଯେମିତି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି…

ରାଜଧାନୀ ରାଜରାସ୍ତାରେ ଗଡିଲା ମୁଣ୍ଡ । ଦିନ ଦ୍ୱିପହରରେ ଖଣ୍ଡା ଧରି ମିଠା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ସବୁ…

କନକ ବ୍ୟୁରୋ: ସ୍ପଷ୍ଟ ଦିବାଲୋକରେ ଗଡ଼ିଲା ମୁଣ୍ଡ । ରାଜଧାନୀ ରାଜରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର କାହାରିବକୁ ବି ଭୟଭୀତ କରିବ, ଆତଙ୍କିତ କରିବ । ଲମ୍ବା ଖଣ୍ଡାଟିଏ ଧରି ଗୋଡ଼ାଉଛି ଦୁର୍ବୃତ ଏବଂ ଜୀବନ ବିକଳରେ ଧାଉଁଛି ଆଉ ଜଣେ ବ୍ୟକ୍ତି ।…