Daily Archives

October 20, 2020

ପୁଣି ଶାରଳା ସୂତାକଳ ସ୍ୱପ୍ନ ଦେଖାଉଛନ୍ତି ନେତା । ମାଟି କାମୁଡ଼ି ପଡ଼ିଥିବା ସୂତାକଳ ଏବେ ତିନି ଦଳର ମୁଖ୍ୟ ମୁଦ୍ଦା ।…

କନକ ବ୍ୟୁରୋ: କୁହାଯାଏ ନିର୍ବାଚନ ଆସିଲେ ସବୁ ସମସ୍ୟା ବି ସାମ୍ନାକୁ ଆସେ । ଆଉ ସେହି ସମସମ୍ୟାର ସମାଧାନ ପାଇଁ ନେତା ମଧ୍ୟ ମାଳ ମାଳ ପ୍ରତିଶ୍ରୃତି ଦେଇ ଭୋଟ୍ ହାତେଇବାକୁ ଗୋଟି ଖେଳିଥାନ୍ତି । ନୂଆ ସ୍ୱପ୍ନ ସାଙ୍ଗକୁ ସୁନାର ଭବିଷ୍ୟତ ପାଇଁ ନେତା ହାତକାଟି କଥା ଦେବାକୁ ବି ପଛାନ୍ତି ନାହିଁ ।…

ବଙ୍ଗୋପସାଗରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ବର୍ଷାରେ ଭିଜିବ ପାର୍ବଣ । ଆଗାମୀ ୨୪ ଘଂଟାରେ ଲଘୁଚାପ ଆହୁରି ଘନୀଭୂତ…

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷାରେ ଭିଜିବ ଦଶହରା ପର୍ବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦଶହରାରେ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି । ପ୍ରବଳ ବର୍ଷା ହେବା ନେଇ ଦକ୍ଷିଣ ଓଡିଶା…

ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଅବଢା ପାଇ ପାରିବେ ବାହାର ଜିଲ୍ଲାର ଭକ୍ତ । ଡ଼ିସେମ୍ବର ଶେଷରେ ଖୋଲିପାରେ…

କନକ ବ୍ୟୁରୋ : ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଭକ୍ତ ପାଇପାରିବେ ମହାପ୍ରସାଦ । ବରାଦି ମହାପ୍ରସାଦ ପାଇଁ ମଧ୍ୟ ଭକ୍ତମାନେ ଅର୍ଡର ଦେଇପାରିବେ । ତାସହିତ କାର୍ତିକମାସରେ ମହାପ୍ରସାଦ ଯୋଗାଇବା ପାଇଁ ନିଷ୍ପତି ହୋଇଛି । ସୁଆର ମହାସୁଆର ନିଯୋଗ…

ଗର୍ଜିଲେ ଗବର । ଆଇପିଏଲରେ ରଚିଲେ ନୂଆ ଇତିହାସ, ଲଗାତାର ୨ଟି ମ୍ୟାଚରେ ୨ ଶତକ ମାରି ନୂଆ କୀର୍ତ୍ତିମାନ ସ୍ଥାପନ କଲେ…

କନକ ବ୍ୟୁରୋ : ଦୁବାଇରେ ଧୱନ ଧମାକା । ଆଇପିଏଲରେ ଲଗାତାର ୨ଟି ଶତକ ମାରି ଇତିହାସ ରଚିଲେ ଗବର । ପଞ୍ଜାବ ବିପକ୍ଷ ମ୍ୟାଚରେ ୧୦୬ ରନର ଧୂଆଁଧାର ଇନିଂସ ଖେଳି ଧୱନ ଏହି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହାସହ ଆଇପିଏଲରେ ପ୍ରଥମ ଖେଳାଳି ଭାବେ ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ମାରି…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨ ହଜାର ୬୨୨ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୫୨ ହଜାର ୧୯୭ରେ ପହଞ୍ଚିଲା ସୁସ୍ଥ…

କନକ ବ୍ୟୁରୋ : ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ୟ୍ୟନ୍ତ ପ୍ରାୟ ୨ ଲକ୍ଷ ୫୨ ହଜାର ୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଶିଖର ଧୱନଙ୍କ ଦମଦାର ଶତକ । ୧୬୪ ରନ କଲା ଦିଲ୍ଲୀ । ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶିଖର ଧୱନଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ୧୬୪ ରନ କରିବାରେ ସକ୍ଷମ ହୋଇଛି ଦିଲ୍ଲୀ ଟିମ୍ । ଏହାସହ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ପଞ୍ଜାବ ଦଳ ମୈଦାନକୁ ଓହ୍ଲାଇବ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ…