Daily Archives

October 2, 2020

ଆଇପିଏଲ ଟକ୍କର: ପୁଣି ଚିତପଟାଙ୍ଗ ମାରିଲା ଚେନ୍ନାଇ…ରୋମାଞ୍ଚକର ମ୍ୟାଚରେ ୭ ରନରେ ବିଜୟ ହାସଲ କଲା ହାଇଦ୍ରାବାଦ…

କନକ ବ୍ୟୁରୋ: ଚଳିତ ଆଇପିଏଲରେ ଲଗାତାର ତୃତୀୟ ପରାଜୟର ସ୍ୱାଦ ଚାଖିଲା ଚେନ୍ନଇ ସୁପର କିଙ୍ଗ୍ସ । ସନରାଇଜର୍ସ ହାଇଦ୍ରାବାଦର ଘାତକ ବୋଲିଂ ସାମ୍ନାରେ ୧୬୫ ରନ୍ କରିବାରେ ବିଫଳ ହୋଇଛି ଧୋନୀ ବାହିନୀ । ରନର ପିଛା କରି ଚେନ୍ନାଇ ପଡ଼ିଆକୁ ଓହ୍ଲାଇଥିଲା କିନ୍ତୁ ଦଳର ବ୍ୟାଟ୍ସମ୍ୟାନ ପ୍ରଥମରୁ ହିଁ…

ମହାନକାର୍ଯ୍ୟ ପାଇଁ ‘ମହାତ୍ମା’ ସମ୍ମାନ ପାଇବେ ସବ୍ୟସାଚୀ । ଭାରତୀୟ ସ୍କାଉଟ ଓ ଗାଇଡ୍ ଫେଲୋସିପ୍ ତରଫରୁ ପାଇବେ ସେବା…

କନକ ବ୍ୟୁରୋ: ସେବା ପାଇଁ ସମ୍ମାନୀତ ହେବେ ସବ୍ୟସାଚୀ । ଭାରତ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍ ଓଡିଶା ଶାଖା ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ପ୍ରଦାନ କରାଯିବ । କୋଭିଡ୍ କଟକଣା ସମୟରେ ପ୍ରବାସୀ ଓଡିଆ ତଥା ଦୁଃସ୍ତଙ୍କ ସହାୟତା ପାଇଁ ସେ କରିଥିବା…

ବିରୋଧୀଙ୍କ ପାଇଁ ଅଭେଦ୍ୟଗଡ଼ ଉତ୍ତରପ୍ରଦେଶର ହାଥରସ୍ । ଲାଗିଲା ୧୪୪ ଧାରା, ମିଡିଆକୁ ବି ମନା, ରାହୁଲଙ୍କ ପରେ ଟିଏମସି…

କନକ ବ୍ୟୁରୋ: ହାଥରସର ସତ ଲୁଚାଇବାକୁ ୟୁପି ପୋଲିସର ଉଦ୍ୟମ । ଗାଁ ସାମ୍ନାରେ ଜଗିରହିଛି ପୋଲିସ । ହାଥରସ ଜିଲ୍ଲାର ସୀମାକୁ ସିଲ୍ କରିଦିଆଯିବା ସହ ବୁଲଗାଡୀ ଗାଁରେ ୧୪୪ଧାରା ଜାରି କରାଯାଇଛି । ବିରୋଧୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଁ ମନା ହୋଇଛି । କଣ ଏମିତି ସତ ଅଛି ଯାହା…

ଚର୍ଚ୍ଚାରେ ଆତ୍ମଘୋଷିତ ଭଗବାନ ରାଧେ ମା’ । ‘ବିଗ୍ ବସ’କୁ ଆସିବେ ବଡ଼ ପାଉଣା ନେବେ…

କନକ ବ୍ୟୁରୋ: ଛୋଟ ପରଦାର ରିୟଲିଟି ସୋ ବିଗ୍ ବସ ୧୪ ଆରମ୍ଭ ହେବା ପୂର୍ବରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଆତ୍ମଘୋଷିତ ଭଗବାନ ରାଧେ ମା । ସେ କେବଳ ଏହି ସୋରେ ସାମିଲ ହେବେନାହିଁ ବରଂ ମିଳିଥିବା ସୂଚନା ଅନୁସାରେ ରାଧେ ମା ଏଥିପାଇଁ ଅନ୍ୟ ପ୍ରତିଯୋଗିତାଙ୍କ ତୁଳନାରେ ଢେର ଅଧିକ ଅର୍ଥ…

ପୂରଣ ହେଲା ୪୨ ବର୍ଷର ସ୍ୱପ୍ନ । ଇନ୍ଦ୍ରାବତୀ ବିଜୁଳିରେ ଝଲସିବ କଳାହାଣ୍ଡି, ଭିଡିଓ କନଫରେନ୍ସିଂରେ ଶକ୍ତି ପ୍ରକଳ୍ପର…

କନକ ବ୍ୟୁରୋ:ଯେଉଁ ମାଟିରେ ଜଳବିଦ୍ୟୁତ ପ୍ରକଳ୍ପ ଗଢ଼ି ଉଠିଥିଲା, ସେହି ଅଂଚଳକୁ ଏଠାରୁ ବିଜୁଳି ଯୋଗାଣ ପାଇଁ ଲାଗିଗଲା ୪୨ ବର୍ଷ । ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାର ୩ଟି ଶକ୍ତି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟପାଟଣା ବ୍ଲକ ବାନେରଠାରେ ନିର୍ମିତ ୨୨୦…

ସାନବାବୁଙ୍କ ‘ପିସି’କାରବାର! ଦୁର୍ନୀତି ଭାଗରେ କିଏ ପାଆନ୍ତି କେତେ? ପିସି ଭାଗବବଣ୍ଟାର ହିସାବ ଦେଲେ ସରକାରୀ ବାବୁ,…

କନକ ବ୍ୟୁରୋ: ପିସି ବା ସରକାରୀ କାମରେ ଦୁର୍ନୀତିର ଭାଗ । ଦୁର୍ନୀତିର ଏହି ଭାଗରେ କାହା ପାଖକୁ ଯାଏ କେତେ ପ୍ରତିଶତ । ମୋଟ୍ ୧୧ ପ୍ରତିଶତ ପିସିରୁ କିଏ କେତେ ପାଆନ୍ତି, ତାର ହିସାବ ଦେଉଛନ୍ତି ସରକାରୀ ବାବୁ । ଆଉ ପିସିର ମୂଳଚାଲ ଏବଂ ଭାଗବଂଟା ପୁରା ଚିତ୍ର କ୍ୟାମେରାରେ କଏଦ ହୋଇଛି । ୪…