Daily Archives

October 26, 2020

ବାପା ପେଟରେ ପବଜୀ ଛୁରୀ । ପବଜୀ ଖେଳ ପାଇଁ ବାପାକୁ ଛୁରୀ ଭୁସିଦେଲା ପୁଅ ।

କନକ ବ୍ୟୁରୋ: ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପବଜି ଖେଳ ପାଇଁ ଜଣେ ପୁଅ ଛୁରୀରେ ନିଜ ପିତାଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ୧୮ ବର୍ଷର ପୁଅ ପବଜି ଖେଳିବାରେ ଅଭ୍ୟସ୍ତ ଥିଲା । ପବଜି ଖେଳିବା ପାଇଁ ତାକୁ ୫୦୦ ଟଙ୍କା ଦରକାର…

ପାଖେଇ ଆସୁଛି ବିହାର ନିର୍ବାଚନ । ବେକାରୀ ସମସ୍ୟା ଓ ଦରବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଘେରିଲେ…

 କନକ ବ୍ୟୁରୋ : ପାଖେଇ ଆସୁଛି ବିହାର ନିର୍ବାଚନ । ଏନଡିଏ ବିପକ୍ଷରେ ଏକାକି ଲଢୁଛନ୍ତି ମହାମେଂଟର ମଙ୍ଗ ଧରିଥିବା ତେଜସ୍ୱୀ ଯାଦବ । ବେକାରୀ ସମସ୍ୟା, ଦରବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ପ୍ରସଙ୍ଗ କରି ନୀତିଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ…

୨୧ ବର୍ଷ ତଳର କୋଇଲା ଆବଂଟନ ମାମଲାରେ ଦିଲ୍ଲୀପ ରାୟଙ୍କୁ ଜାମିନ । ୩ ବର୍ଷ ଦଣ୍ଡାଦେଶ ପରେ ଜାମିନ ପାଇଲେ ପୂର୍ବତନ…

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ପ୍ରଥମେ ଜେଲ ଏବଂ ପରେ ମିଳିଲା ବେଲ୍ । ଜଣେ ଜାମିନଦାର ଓ ୧ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ ଦେଇଛନ୍ତି କୋର୍ଟ । ୧୯୯୯ ମସିହା ଝାଡଖଣ୍ଡର ବ୍ରହ୍ମାଡିହା କୋଇଲା ଖଣି ଆବଂଟନ ମାମଲାରେ ଆଜି ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କୁ ବିଶ୍ରାମ । ୩ ଫର୍ମାଟର ମଙ୍ଗ ଧରିଲେ ବିରାଟ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୩ଟି ଫର୍ମାଟ ପାଇଁ ଦଳ ଘୋଷଣା ହୋଇଛି । ଏହି ଗସ୍ତରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଏହାସହ ୩ଟି ଯାକ ଫର୍ମାଟରେ ବିରାଟ କୋହଲି ଅଧିନାୟକ ରହିଛନ୍ତି । ଅନ୍ୟପକ୍ଷରେ ବରୁନ ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଥର ପାଇଁ…

ଶୁଭମନ ଗିଲଙ୍କ ଅର୍ଦ୍ଧଶତକ । ୧୪୯ ରନ କଲା କୋଲକାତା । ପଞ୍ଜାବ ଆଗରେ ୧୫୦ ଟାର୍ଗେଟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶୁଭମନ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ୧୪୯ ରନ କରିବାରେ ସକ୍ଷମ ହୋଇଛି କୋଲକାତା ଦଳ । ଏବେ ପଞ୍ଜାବ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ । ପଞ୍ଜାବ ଏହି ମ୍ୟାଚରେ…

ୱେବ୍ ଚ୍ୟାନେଲର ୬ ନକଲି ସମ୍ବାଦିକ ଗିରଫ । ୨ଟି କାର, ୪ଟି ବାଇକ୍ ସହ ୩୧ ହଜାର ଜବତ । ଏକ ଘିଅ କମ୍ପାନୀ ମାଲିକଙ୍କଠାରୁ…

କନକ ବ୍ୟୁରୋ : ୱେବ୍ ଚ୍ୟାନେଲର ସାମ୍ବାଦିକଙ୍କୁ ମହଙ୍ଗା ପଡିଲା ଦାଦାବଟି ମାଗିବା । ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ୍ ପୋଲିସ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ…