Daily Archives

October 28, 2020

କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ…

କନକ ବ୍ୟୁରୋ : ନୀତିଶ- ତେଜସ୍ୱୀ ଲଢ଼େଇ ଭିତରେ ଆଜି ଶେଷ ହୋଇଛି ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ଟି ଆସନ ପାଇଁ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା ୫ଟା ସୁଦ୍ଧା ୫୨ ଦଶମିକ ୨୪ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ୧୬ ଟି ଜିଲ୍ଲାରେ ହୋଇଥିବା ଏହି ମତଦାନରେ ଆଜି ୧ ହଜାର ୬୬…

ମେଲାଣୀ ନିଏନି ମାଆ… ଯେବେ ଯେବେ ସଙ୍କଟ ଆସିଛି ମାଆ ଭିନ୍ନ ଭିନ୍ନ ରୂପରେ ସାମ୍ନାକୁ ଆସିଛି । ମାଆ ଯାଏନି,…

କନକ ବ୍ୟୁରୋ: ମଣିଷ ଏକ, ରୂପ ଅନେକ । ମମତା ଏକ, ଅବତାର ଅନେକ । କେବେ ସେ ମମତାର ମନ୍ଦିର ତ କେବେ ଦୟାର ଭଣ୍ଡାର । ପାଟି ଖୋଲି କହିପାରୁନଥିବା ଭୋକର ଡାକ ଶୁଣି କେବେ ସେ ପେଟ ଭର୍ତ୍ତି ଖୁଆଏ ତ କେବେ ଶତ୍ରୁ ସହ ଲଢି ସିଂହବାହିନୀ ସାଜେ । ସେ ଜଳି ଜାଣେ, ଜାଳି ଜାଣେ । ମରି ଜାଣେ, ମାରି ବି…

ପୁଣି ସେନାର ଶକ୍ତି ବଢାଇବ ଆକାଶର ବାହୁବଳୀ । ଆସନ୍ତା ମାସ ଭାରତକୁ ଆସିବ ୩ଟି ରାଫେଲ ବିମାନ । ଏପ୍ରିଲ ସୁଦ୍ଧା…

କନକ ବ୍ୟୁରୋ : ପରାକ୍ରମର ଅନ୍ୟ ନାମ ରାଫେଲ । ଫ୍ରାନ୍ସର ଡାସଲ୍ଡ ଆଭିଏସନ୍ ଦ୍ୱାର ନିର୍ମିତ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାର ଶକ୍ତି ବଢାଇଛି । ଭାରତ ଚୀନ୍ ବିବାଦ ମଧ୍ୟରେ ଆସନ୍ତା ନଭେମ୍ବର ୫ତାରିଖରେ ଭାରତକୁ ପୁଣି ମିଳିବ ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ…

ବୁମରାହଙ୍କ ଘାତକ ବୋଲିଂ । ୧୬୪ ରନ କଲା ବାଙ୍ଗାଲୋର । ମୁମ୍ବାଇ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଯଶପ୍ରିତ ବୁମରାହଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ମାତ୍ର ୧୬୪ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ମୁମ୍ବାଇ ଆଗରେ ଏବେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ମୁମ୍ବାଇକୁ ଜିତିବାକୁ ହେଲେ ଏହି ମ୍ୟାଚରେ ବଡ ପାଳି ଖେଳିବାକୁ ହେବ ।…

କନକନ୍ୟୁଜ୍ ପ୍ରଭାବ, ସ୍ମିତାଲିଙ୍କୁ ମିଳିଲା ସାର୍ଟିଫିକେଟ୍ । ସ୍କୁଲ ଲିଭିଂ ସାର୍ଟିଫିକେଟ୍ ହଜିଯିବା ପରେ ନାମ ଲେଖାରୁ…

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବରେ ଶେଷରେ ସ୍ମିତାଲିଙ୍କୁ ମିଳିଲା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ । ଭୁବନେଶ୍ୱର ସହିଦନଗର ଉଚ୍ଚବିଦ୍ୟାଳୟ ପକ୍ଷରୁ ସ୍ମିତାଲିଙ୍କୁ ଏହି ସାର୍ଟିଫିକେଟ ଆଜି ମିଳିଛି । ସ୍ମିତାଲିଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜିବା କାରଣରୁ ସେ ତିନି ବର୍ଷ ହେଲା…

ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ହେବ ୨୦୨୦-୨୧ ଖରିଫ ଧାନ ସଂଗ୍ରହ । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ…

କନକ ବ୍ୟୁରୋ : ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ହେବ ଖରିଫ ଧାନ ସଂଗ୍ରହ । ୨୦୨୦-୨୧ ଖରିଫ ଧାନ ସଂଗ୍ରହକୁ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ…