Daily Archives

October 16, 2020

କ୍ୱିଣ୍ଟନ୍ ଡିକକଙ୍କ ଧୂଆଁଧାର ବ୍ୟାଟିଂ । ୮ ୱିକେଟରେ କୋଲକାତାକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୨ ଅଙ୍କ ପାଇ ପଏଣ୍ଟ…

କନକ ବ୍ୟୁରୋ: ପୁଣି ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତା ନାଇଟ୍ ନାଇଟର୍ସକୁ ପାଣି ପିଆଇ ୮ ୱିକେଟ୍ ରେ ବାଜି ମାରିନେଲା ରୋହିତ୍ ବାହିନୀ । କେକେଆର ଦେଇଥିବା ୧୪୯ ରନ୍ କୁ ପିଛା କରି ମାତ୍ର ୧୬ ଓଭର ୫ଟି ବଲ ସହାୟତାରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ କୋଲକାତା…

ମୁହଁ ଖୋଲିଲେ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ମାମଲାରେ ଭିଡିଓ ଜାରି କରି ଜାଗି ଓ ବୈଜୟନ୍ତଙ୍କୁ ପ୍ରଶ୍ନ କଲେ କେନ୍ଦୁଝର…

କନକ ବ୍ୟୁରୋ: ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ଭିଡିଓ ଜାରି କଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଏଥିରେ ସାଂସଦ ଚନ୍ଦ୍ରାଣୀ କହିଛନ୍ତି ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଭିଡିଓ ଜାରି କରାଯାଇଥିଲା । ସେ ଜଣେ ଆଦିବାସୀ ସାଂସଦ ଏବଂ ମନ୍ଦ ଉଦେଶ୍ୟ ରଖି…

ୟୁରୋପକୁ ଫେରିଲା କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । ଫ୍ରାନ୍ସରେ ଆରମ୍ଭ ହେଲା ରାତ୍ରିକାଳୀନ କର୍ଫ୍ୟୁ,…

କନକ ବ୍ୟୁରୋ : ପୂର୍ବ ମାସ ତୁଳନାରେ କରୋନା ସଂକ୍ରମଣ ରାଜ୍ୟରେ କମୁଛି । ହେଲେ ଆଗକୁ ପାର୍ବଣ ସାଙ୍ଗକୁ ଶୀତ ଋତୁ ଆସୁଥିବାରୁ ଭୟ ବଢ଼ିବାରେ ଲାଗିଛି । କାରଣ ୟୁରୋପର ବିଭିନ୍ନ ଦେଶରେ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇ ଯାଇଛି । ୟୁରୋପରେ ଫେରିଲା କରୋନା ପାର୍ଟ-୨ । ଋଷ୍,…

ନୂଆ ମୋଡରେ ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଏର କରିଥିବା ବିବାହ ବିଚ୍ଛେଦ ମାମଲାକୁ କଟକକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ବର୍ଷା କରିଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ଶୁଣାଣି…

ଉପନିର୍ବାଚନ ପାଇଁ  କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ…

କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପୂର୍ବତନ ସାଂସଦ ଭକ୍ତ ଦାସ,…

ପୁରୀ ସିଂହଦ୍ୱାରରେ ପତିତପାବନଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତାବ । ନାଗାର୍ଜୁନ ବେଶ କରି ସିଧାପ୍ରସାରଣ କରିବା ପାଇଁ…

କନକ ବ୍ୟୁରୋ : ସିଂହଦ୍ୱାରରେ ପୂଜା ପାଉଥିବା ପତିତପାବନଙ୍କର ହେବ ନାଗାର୍ଜ୍ଜୁନ ବେଶ । ଶ୍ରୀମନ୍ଦିର ଖୋଲୁ ନଥିବାରୁ କୋଟି କୋଟି ଜଗନ୍ନାଥ ପ୍ରେମୀ କିଭଳି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କରିପାରିବେ ସେଥିପାଇଁ ଅନଲାଇନ ବା ଲାଇଭ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ…