Monthly Archives

September 2020

ଛୋଟ ନିର୍ବାଚନ ବଡ ରଣନୀତି । ଉପନିର୍ବାଚନକୁ ନେଇ ଚାଲିଛି ଅଙ୍କକଷା । କିଏ ହେବ କେଉଁ ଦଳର ଚେହେରା ?

କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବଚନ ପାଇଁ ତାରିଖ ଘୋଷଣା ସରିଛି । ହେଲେ ଏବେ ଟିକେଟ ପାଇଁ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଚାଲିଛି ଛକାପଞ୍ଝା । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉଷୁମ ହେଉଛି ଉପ-ନିର୍ବାଚନ ରାଜନୀତି । ଟିକେଟ ପାଇଁ ଦଳ ମଧ୍ୟରେ ଚାଲିଛି ବିବାଦ ।…

କୋଲକାତା ବୋଲିଂରେ ଚିତ୍ ହେଲା ରାଜସ୍ଥାନ । ୩୭ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । 

କନକ ବ୍ୟୁରୋ : କୋଲକାତା ବୋଲରଙ୍କ ଘାତକ ବୋଲିଂରେ ଚିତ୍ ହେଲା ରାଜସ୍ଥାନ ରୟାଲ୍ସ । ଫଳରେ କୋଲକାତା ନାଇଟ ରାଇଡର୍ସ ଏହି ମ୍ୟାଚରେ ୩୭ ରନରେ ବିଜୟୀ ହୋଇଛି । ଦଳ ପକ୍ଷରୁ ଶିଭମ ମାଭି ଚମତ୍କାର ବୋଲିଂ କରିଛନ୍ତି । ସେହିପରି ବ୍ୟାଟିଂରେ ଶୁଭମନ ଗିଲ ୪୭ ରନ ହାସଲ କରିଛନ୍ତି । ଏହି ମ୍ୟାଚରେ…

ହାଥରସ ହରର ପରେ ଦୋହଲି ଗଲା ଦେଶର ଛାତି, କାନ୍ଦିଲା ସାରାଦେଶ । ମୃତ୍ୟୁ ପରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ମୃତଦେହକୁ…

କନକ ବୁରୋ: ଲୋକଙ୍କ ମନରେ ଆକ୍ରୋଶ ଅଛି, ମନ ଭିତରେ ବ୍ୟବସ୍ଥା ପ୍ରତି ଅବିଶ୍ୱାସର ମାତ୍ରା ପ୍ରଚୁର ଭାବେ ବଢିଚାଲିଛି । କାରଣ ଜଣାଇବାର ଆବଶ୍ୟକତା ନାହିଁ । ଉତ୍ତରପ୍ରଦେଶରେ ଯେଉଁ ଘଟଣା ଘଟିଲା, ତାର ଉତରଦାୟିତ୍ୱ କିଏ ନେବ ଖୋଜୁ ଖୋଜୁ ପ୍ରଶାସନିକ ବ୍ୟବସ୍ଥାର ଏକ ସୁକ୍ଷ୍ମ କୋଣ ସମସ୍ତଙ୍କ…

ଟୁଇନସିଟିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ସରକାରୀ ଅଫିସ୍ । ଶନିବାର ରାଜ୍ୟର ସମସ୍ତ ସରକାରୀ…

କନକ ବ୍ୟୁରୋ: ଅକ୍ଟୋବର ମାସରେ ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ…

ସ୍କୁଲ ଖୋଲିବା ନେଇ କ’ଣ ରହିବ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ? ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ର…

କନକ ବ୍ୟୁରୋ : ଅନଲକ୍-୫ରେ ଅକ୍ଟୋବର ୧୫ ତାରିଖ ପରେ ସ୍କୁଲ ଖୋଲିବା ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ସ୍କୁଲ ଓ ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ପତି ନେଇ ପାରିବେ ରାଜ୍ୟ ସରକାର । ଅକ୍ଟୋବର ୧୫ରୁ ଧିରେ ଧିରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେଇପାବେ ବୋଲି…

ଏକାଠି ହୋଇ ପାରିବେ ୧୦୦ରୁ ଅଧିକ ଲୋକ । ସମାବେଶରେ ୧୦୦ରୁ ଅଧିକ ଯୋଗ ଦେବାକୁ ଅନଲକ ୫.୦ରେ ନୂଆ ଗାଇଡଲାଇନ । ଆଗକୁ…

କନକ ବ୍ୟୁରୋ: ଏକାଠି ହୋଇ ପାରିବେ ୧୦୦ରୁ ଅଧିକ ଲୋକ । ସମାବେଶରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ । ନୂଆ ଗାଇଡଲାଇନରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଅନଲକ ୫.୦ରେ ସାମାଜିକ ସଭା ସମିତି ଉପରେ କଟକଣା କୋହଳ କଲେ କେନ୍ଦ୍ର ସରକାର । ଏଣିକି ସଭା ସମିତିରେ ୧୦୦ ଅଧିକ ଲୋକଙ୍କ ସମାଗମ…