Daily Archives

October 25, 2020

ଶକ୍ତିକାନ୍ତ ସଂକ୍ରମିତ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ।

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଟୁଇଟ୍‌ କରି ସେ କହିଛନ୍ତି, ମୁଁ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ମୋ ଠାରେ କୌଣସି ଲକ୍ଷଣ ନାହିଁ। ସୁସ୍ଥ ଅଛି। ନିକଟରେ ମୋ ସଂସ୍ପର୍ଶରେ…

ଦୁର୍ଗା ମାଆ ଆଣିଲେ ଖୁସି ଖବର । ମହାନବମୀରେ ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ୨୦୭୧ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ: ମହାମାରୀ ନେଇ ମହାନବମୀରେ ଭଲ ଖବର । କରୋନାରେ ଦଶହରାର ଧୁମ ଟିକିଏ କମିଯାଇଥିଲେ ମଧ୍ୟ ଭଲ ଖବର ହେଉଛି, ଏହି ମହାମାରୀରେ ସୁସ୍ଥ ହାର ବଢ଼ିଚାଲିଛି ଓ ସଂକ୍ରମଣ ହାର କମି କମି ଯାଉଛି । ଓଡିଶାରେ ବର୍ତମାନ ସୁସ୍ଥ ହାର ୯୩ ପ୍ରତିଶତ ଉପରେ ପହଁଚିଛି । ଅର୍ଥାତ ଓଡିଶାରେ ପ୍ରତି ଶହେ…

ଡାକ୍ତର ହେବ ବାରମଜା ବିକାଳୀ ପୁଅ । ନିଟ୍ ପରୀକ୍ଷା ପାସ୍ ପରେ ଡାକ୍ତରୀ ପଢିବାକୁ ଫିଟିଲା ବାଟ । ବାପାଙ୍କ ସଙ୍ଘର୍ଷକୁ…

କନକ ବ୍ୟୁରୋ: ଡାକ୍ତର ହେବ ବାରମଜା ବିକାଳୀ ପୁଅ । ଅଭାବ ଭିତରେ ଡାକ୍ତର ହେବାକୁ ଯେଉଁ ସ୍ୱପ୍ନ ଦେଖିଥିଲା, ସ୍ୱପ୍ନ ସତ କରିବାକୁ ଯେଉଁ ସଙ୍ଘର୍ଷ କରିଥିଲା ତାହା ସତ ହୋଇଛି । ଆଉ ସେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ସଫଳତା ପାଇଁଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ…

ବିହାର ନିର୍ବାଚନରେ ରୋଜଗାର ମୁଦ୍ଦା । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କଲା ଆରଜେଡି ।…

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ୨୮ ଅକ୍ଟୋବରରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । କିନ୍ତୁ ତା ପୂର୍ବରୁ ନିର୍ବାଚନୀ ଲଢେଇ କେଉଁ ପ୍ରସଙ୍ଗରେ ହେବ, ତାର ନ୍ୟାରେଟିଭ ସ୍ଥିର କରିସାରିଛନ୍ତି ତେଜସ୍ୱୀ ଯାଦବ । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କରିଛି ଆରଜେଡି ।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ । ୧୯୫ ରନ କଲା ମୁମ୍ବାଇ । ରାଜସ୍ଥାନ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ୧୯୫ ରନର ବିଶାଳ ସ୍କୋର କରିଛି । ଏବେ ରାଜସ୍ଥାନ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।…

କଟକଣା ଭିତରେ ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପୂଜାର ଚିତ୍ର । କୋଲକାତାରେ ଆକର୍ଷଣୀୟ କୁଆଁରୀ ପୂଜା, ମହୀଶୂର…

କନକ ବ୍ୟୁରୋ : ବିଜୟା ଦଶମୀ ଅବସରରେ ଚୀନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଜବାବ । ଶସ୍ତ୍ରପୂଜା କରିବା ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ହେଲେ ବିଭିନ୍ନ ସମୟରେ ଚୀନ ସେନା ନିୟମ ଉଲଂଘନ କରୁଛନ୍ତି…