Daily Archives

October 6, 2020

ରୟାଲ୍ସକୁ ମାତ୍ ଦେଲା ରୋହିତ ବାହିନୀ  । ବୁମରାହଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ସ୍ମିଥ ସେନା, ୫୭ ରନରେ ବଡ…

କନକ ବ୍ୟୁରୋ : ମୁମ୍ବାଇର ମହାବିଜୟ । ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ରୋହିତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଏହାସହ ଦିଲ୍ଲୀକୁ ପଛରେ ପକାଇ  ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ମୁମ୍ବାଇ । ବୁମରାହଙ୍କ ଘାତକ ବୋଲିଂ ଆଗରେ ସମ୍ପୂର୍ଣ୍ଣ…

ଉପ-ନିର୍ବାଚନ ପୂର୍ବରୁ ତିର୍ତ୍ତୋଲରେ ଜୋରଧରିଲା ଦଳଡିଆଁ ରାଜନୀତି । ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ…

କନକ ବ୍ୟୁରୋ : ନିର୍ବାଚନ ଆସିଲେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ଆରମ୍ଭ ହୋଇଯାଏ । କର୍ମୀଙ୍କଠାରୁ ଆରମ୍ଭ କରି ନେତାଙ୍କ ଯାଏଁ ହୋଇପଡନ୍ତି ଚଳଚଞ୍ଚଳ । ଠିକ୍ ସେହିଭଳି ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଦଳଡିଆଁ ରାଜନୀତି । ପୂର୍ବ ଦୁଇଟି ନିର୍ବାଚନରେ ବିଜେପିରୁ…

ସୂର୍ଯ୍ୟକୁମାରଙ୍କ ଦମଦାର ବ୍ୟାଟିଂ । ୧୯୩ ରନ କଲା ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୯୩ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ରାଜସ୍ଥାନ ରୟାଲ୍ସ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ…

ସୁସ୍ଥ ହୋଇ ହ୍ୱାଇଟ ହାଉସକୁ ଫେରିଲେ ଟ୍ରମ୍ପ । ଏବେ ସଙ୍ଗରୋଧରେ ରହି ହେବେ ଚିକିତ୍ସିତ ।

କନକ ବ୍ୟୁରୋ : ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ହସ୍ପିଟାଲରୁ ହ୍ୱାଇଟ ହାଉସକୁ ଫେରି ଆସିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ୱାଲଟର ରିଡ ହସ୍ପିଟାଲର ଡାକ୍ତର କହିଥିଲେ, ରାଷ୍ଟ୍ରପତି ସଂପୂର୍ଣ୍ଣ ଠିକ ହୋଇ ନାହାନ୍ତି । ହେଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ…

ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ବିରୋଧୀଙ୍କ ବିରୋଧ ଭିତରେ ପାସ୍ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ।…

କନକ ବ୍ୟୁରୋ : ଦିନକ ଆଗରୁ ସରିଛି କରୋନା କାଳର ବିଧାନସଭା । କୋଭିଡ୍ କଟକଣା ଭିତରେ ପ୍ରଥମ ଥର ପାଇଁ ବସିଥିବା ମୌସୁମୀ ଅଧିବେଶନର ଆଜି ଶେଷ ଦିନରେ, ହୋହଲ୍ଲା ଭିତରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ମୋଟ ୭ ଦିନ ବସିଥିବା ଏହି ଅଧିବେଶନରେ ୭ଟି ବିଲ୍ ପାରିତ କରିଛନ୍ତି ସରକାର ।…

ରାଜଧାନୀରେ ସୁନା ପିନ୍ଧୁଥିଲେ ସାବଧାନ! କଳା ପଲସରରେ ଆସୁଛନ୍ତି, ଆଖି ପିଛୁଳାକେ ବେକରୁ ଚେନ୍ ଝାମ୍ପି ଚାଲି ଯାଉଛନ୍ତି…

କନକ ବ୍ୟୁରୋ : କଳା ପଲସରରେ ଆସିଲେ, ଚେନ୍ ଝାମ୍ପିନେଲେ । ସ୍ମାର୍ଟସିଟିରେ ସୁନା ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ । ଦିନ ଦ୍ୱିପ୍ରହରରେ ବେକରୁ ସୁନା ଝାମ୍ପି ନେଉଛନ୍ତି ଦୃବୁର୍ତ୍ତ । ରାଜଧାନୀ ଭୁବନେଶ୍ୱରରୁ ଆଜି ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଆପୋଲ ହସ୍ପିଟାଲରୁ ଆଚାର୍ଯ୍ୟ…