Daily Archives

October 21, 2020

ହ୍ରିତିକଙ୍କ ହୃଦୟ ଜିଣିନେଲା ଓଡିଆ ଡାକ୍ତରଙ୍କ ଡ୍ୟାନ୍ସ । କୋଭିଡ ହସ୍ପିଟାଲରେ ପିପିଇ କିଟ୍ ପିନ୍ଧା ନାଚକୁ ପସନ୍ଦ କଲେ…

କନକ ବ୍ୟୁରୋ: ଡ୍ୟାନ୍ସ ଶିଖିବେ ଡ୍ୟାନ୍ସିଂ ହିରୋ । ଓଡିଆ ଡାକ୍ତରଙ୍କ ଠାରୁ ନାଚ ଶିଖିବେ ସୁପରଷ୍ଟାର ହ୍ରିତିକ୍ ରୋଶନ । ପିପିଇ କିଟ୍ ଭିତରେ ଓଡିଆ ଡାକ୍ତରଙ୍କ ଡ୍ୟାନ୍ସ, ଅଙ୍ଗଭଙ୍ଗୀ ଓ ନୃତ୍ୟ ଶୈଳୀ ବଲିଉଡ ହିରୋ ହ୍ରିତିକଙ୍କୁ ବେଶ ପସନ୍ଦ ଆସିଛି । ଆଉ ସେ ଡାକ୍ତର ଅରୁପଙ୍କ ଠାରୁ ଷ୍ଟେପ…

ମହିଷାସୁର ପରି ମହାମାରୀ ମାରିବାକୁ ଦୁର୍ଗା ଅବତାର ନେଲେ ଡାକ୍ତର, ନର୍ସ । ହାତରେ ମାସ୍କ, ସାନିଟାଇଜର, ଇଞ୍ଜେକ୍ସନ ଧରି…

କନକ ବ୍ୟୁରୋ: ନର୍ସ ସାଜିଲେ ଦୁର୍ଗତୀନାଶିନୀ । ମହାମାରୀ ମାରିବାକୁ ଦୁର୍ଗା ଅବତାର  । ଆଉ ଦିନ କେଇଟା ପରେ ଧରାବତର କରିବେ ମାଆ ଦୁର୍ଗା । ଜଗତ ଜନନୀଙ୍କ ଆଗମନୀରେ ଆରମ୍ଭ ହେବ ପାର୍ବଣର ପର୍ବ । ମାଆଙ୍କ ଆବାହନୀ ପାଇଁ ଚାଲିଛି ପ୍ରସ୍ତୁତି, ଚାଲିଛି ରୀତିନୀତି । ମାଆ ଆସିବେ ଆଉ ତାଙ୍କ କାନରେ…

ଜନମତ ସର୍ଭେରେ ବିହାରରେ ପୁଣି କ୍ଷମତାକୁ ଫେରିବ ଏନଡିଏ । ସେପଟେ ତେଜସ୍ୱୀଙ୍କ ନିର୍ବାଚନୀ ସଭାରେ ପ୍ରବଳ ଜନସମାଗମ ।…

କନକ ବ୍ୟୁରୋ : ବିହାରରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ହୋଇଛି । ଗୋଟିଏ ପଟେ ଜନମତ ସର୍ଭେରେ ଏନଡିଏ ବାଜିମାତ କରିବ ବୋଲି ସଙ୍କେତ ମିଳୁଛି । ଅପରପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ରାଲିରେ ଲୋକଙ୍କ ସମାଗମ ଏନଡିଏର ଚିନ୍ତା ବଢାଇ ଦେଇଛି । ଆରଜେଡି…

କ’ଣ କଲେ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫରେ ପ୍ରବେଶ କରିପାରିବ । ଜାଣନ୍ତୁ କ’ଣ କହୁଛି ଅଙ୍କ ?

କନକ ବ୍ୟୁରୋ : ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସର ସଫଳତମ ଟିମ୍ । ୮ ଥର ଫାଇନାଲ, ୩ ଥର ଟାଇଟଲ ଓ ଏହାକୁ ମିଶାଇ ପ୍ରତିଥର ପ୍ଲେ ଅଫରେ ପ୍ରବେଶ କରିଛି ଚେନ୍ନାଇ । ଦୁଇ ବର୍ଷ ନିଲମ୍ବନ ବର୍ଷକୁ ଛାଡିଦେଲେ ଚେନ୍ନାଇର ପ୍ରଦର୍ଶନ ବେଶ ଭଲ ରହିଛି । ହେଲେ ଚଳିତ ବର୍ଷ ଟିମର ପ୍ରଦର୍ଶନ…

କରୋନା ଛଡ଼ାଇ ନେଲା କାମ, ଚାଷ କରୁଛନ୍ତି ଷ୍ଟଂଟ ମ୍ୟାନ୍ । ଦିନ ମଜୁରିଆ ଭାବେ କାମ କରୁଛନ୍ତି ଓଡ଼ିଆ, ବଙ୍ଗାଳି ଏବଂ…

କନକ ବ୍ୟୁରୋ : ଓଡ଼ିଆ ଫିଲ୍ମ ଓ ସିରିୟଲ ଗୁଡ଼ିକରେ ହେଉଥିବା ଆକ୍ସନ୍ ସିନ୍ ଆପଣଙ୍କୁ ବେଶ୍ ମନୋରଂଜନ ଯୋଗାଉଥିବ ନିଶ୍ଚୟ । ସତ ସତିକା ଫାଇଟିଂ ଭଳି ଲାଗୁଥିବା ଏଭଳି ଦୃଶ୍ୟରେ ଅଭିନୟ କରନ୍ତି ପେଶାଦାର ଷ୍ଟଂଟ୍ ମ୍ୟାନ୍ । ଫିଲ୍ମ ଚାଲିଥିଲା ଓ ସିରିୟଲ ସୁଟିଂ ହେଉଥିଲା, ଆଉ ସୁରୁଖୁରୁରେ ଚଳୁଥିଲା…

ପରଦା ପଛରେ ମା’ଙ୍କ ପୂଜା । ମଣ୍ଡପରେ ଷଷ୍ଠୀ ପୂଜା ପାଇଁ ମଣ୍ଡପରେ ପଡ଼ିଲା ପରଦା, ପରଦା ଆଢ଼ୁଆଳରେ ହେବ ଜଗତଜନନୀଙ୍କ ପୂଜା…

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ମା’ଙ୍କ ଷଷ୍ଠୀ ପୂଜା । ହେଲେ ଚଳିତବର୍ଷର ପୂଜାକୁ ଦେଖିପାରିବେନି ସାଧାରଣ ଲୋକ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କଟକ, ଭୁବନେଶ୍ୱରରେ ମା’ଙ୍କ ମୂର୍ତ୍ତି ଆଗରେ ପଡିବ ପରଦା ।…