Daily Archives

October 17, 2020

ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ୨ ପୁତୁରା ଏବଂ ୩ ଝିଆରିଙ୍କୁ ଗିରଫ କଲା ପୁଲିସ୍ । ପାରିବାରିକ…

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଦମ୍ପତିଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍ । କକା-ଖୁଡ଼ିଙ୍କୁ ହତ୍ୟା ଅଭିଯୋଗରେ ୫ଜଣ ଝିଆରି ଏବଂ ପୁପୁତାଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ୨ ପୁତୁରା, ଏବଂ ୩ ଝିଆରିଙ୍କୁ ଗିରଫ କରିଛି ପୁଲିସ୍ । ହତ୍ୟାକାଣ୍ଡରେ ବ୍ୟବହାର…

ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ । ୧୭୯ ରନ କଲା ଚେନ୍ନାଇ । ଦିଲ୍ଲୀ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଚେନ୍ନାଇ ୧୭୯ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ୱିକେଟ ଉପରେ ଧ୍ୟାନ ଦେବାକୁ ହେବ । ଏହି ମ୍ୟାଚରେ ଚେନ୍ନାଇ…

କାହାକୁ ପ୍ରଥମେ ମିଳିବ କରୋନା ଟୀକା ? ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଦେଶରେ ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା,…

କନକ ବ୍ୟୁରୋ : ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଟିକା ? ୩୦ କୋଟି ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ । କରୋନା ମୁକାବିଲା ପାଇଁ ବିଶ୍ୱର ଏକାଧିକ ଦେଶ ଟିକା ବାହାର କରିବା କାମରେ ଲାଗୁଛନ୍ତି । ଆସନ୍ତାବର୍ଷ ଆରମ୍ଭରେ କରୋନା ଟିକା ମିଳିଯିବା ନେଇ ଆଶା କରାଯାଉଛି । ଏପରି ସ୍ଥିତିରେ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨ ହଜାର ୮୪୨ ଆକ୍ରାନ୍ତ । ୨ ଲକ୍ଷ ୪୪ ହଜାର ୨୨୭ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ଆଜି ରାଜ୍ୟରୁ ଆଉ ୨ ହଜାର ୮୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୪ହଜାର ୨୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ପୁରୀରେ ଐତିହ କରିଡର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ…

କନକ ବ୍ୟୁରୋ : ପୁରୀ ଐତିହ କରିଡରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୩ ମାସ ଭିତରେ ଜମି ଅଧିଗ୍ରହଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା…

୧୯ରେ ଆସୁଛି ଆଉ ଏକ ଲଘୁଚାପ । ୧୯ରୁ ୨୧, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଜିଲ୍ଲାପାଳଙ୍କୁ ସଜାଗ କଲେ…

କନକ ବ୍ୟୁରୋ : ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ୧୯ ତାରିଖରୁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେପଟେ ପରିସ୍ଥିତି ମୁକାବିଲା…