Daily Archives

October 19, 2020

ବୋଝ ଉପରେ ନଳିତା ବିଡା । ଦିବ୍ୟାଙ୍ଗ ହୋଇ ବି ଭଲ ପାଠ ପଢୁଥିଲେ । ଦେହରେ ଅଜଣା ରୋଗ ସବାର ହେବା ପରେ ଏବେ ଧୂସର ଦିଶୁଛି…

କନକ ବ୍ୟୁରୋ: ଦିନ ଗଢୁଛି ଯନ୍ତ୍ରଣା ବଢୁଛି । ଧିରେ ଧିରେ ଆଖିରେ ଥିବା ସବୁ ସ୍ୱପ୍ନ ଧୂସର ଦିଶୁଛି । ଖେଳକୁଦ ଓ ପାଠ ପଢା ବୟସରେ ଅଜଣା ରୋଗରେ ଜୀବନ ସହ ଜୁଝି ହେଉଛନ୍ତି ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଦୋରାଗୁଡା ଗାଁର ମେଧାବୀ ଛାତ୍ର ପ୍ରଶାନ୍ତ ଦୋରା । ଜୀବନ ଜୀଇଁବା ଠାରୁ…

ବିଜେଡି ଟାର୍ଗେଟରେ ବାଲେଶ୍ୱର ସଦର ଆସନ । ବିଜେଡିର ନୂଆ ଚେହେରା ସ୍ୱରୂପ କୁମାର ଦାଶ । ସିଟ୍ ହାତେଇବା ଲକ୍ଷ୍ୟରେ…

କନକ ବ୍ୟୁରୋ : ସରଗରମ ହେଉଛି ଉପନିର୍ବାଚନ ରାଜନୀତି । ଦୁଇଟି ସିଟ୍ ଅକ୍ତିଆର ପାଇଁ ଦଳମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ଅଙ୍କକଷା । ଉପନିର୍ବାଚନରେ କିଏ ମାରିବ ବାଜି, ତାହା ଉପରେ ପୂରା ରାଜ୍ୟର ନଜର । ୨୦୧୯ ବିଧାନସଭା ନିର୍ବାଚନରେ ବାଲେଶ୍ୱରର ସଦରରେ ବାଜି ମରିଥିଲା ଭାରତୀୟ ଜନତା ପାର୍ଟି…

ମୁଣ୍ଡରୁ ପାଦ ଯାଏଁ ରୁଣରେ ବୁଡିରହିଛି କାଙ୍ଗାଳ ପାକିସ୍ତାନ । ଚୀନର ଗୋଡାଣିଆ ହୋଇ ଭାରତ ବିରୋଧରେ ନାଚୁଛି ପାକ୍ । ଅଟା…

କନକ ବ୍ୟୁରୋ : ପାକିସ୍ତାନର ପ୍ରମୁଖ ଖାଦ୍ୟ ରୁଟି ହୋଇଥିବାବେଳେ, ଅଟାର କିଲୋପିଛା ଦର ୬୦ ଟଙ୍କାରୁ ଅଧିକ । ତେବେ କେବଳ ଅଟା କାହିଁକି, କାଙ୍ଗାଳ ପାକିସ୍ତାନ, ଲୋକଙ୍କୁ ଶସ୍ତା ଦରରେ ଟମାଟୋ ଓ ପିଆଜ ଯୋଗାଇବାକୁ ମଧ୍ୟ ଅସମର୍ଥ । କାହିଁକି ଜାଣନ୍ତି ? ପାକିସ୍ତାନର ରୁଣ ପରିମାଣ ହେଉଛି ୭ ଲକ୍ଷ…

ଚେନ୍ନାଇ ଏକ୍ସପ୍ରେସକୁ ଅଟକାଇଲେ ରାଜସ୍ଥାନ ବୋଲର । ୧୨୫ ରନ କଲା ଚେନ୍ନାଇ । ରାଜସ୍ଥାନ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ।…

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ରାଜସ୍ଥାନ ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ଚେନ୍ନାଇ ମାତ୍ର ୧୨୫ ରନ କରିବାରେ ସକ୍ଷମ ହୋଇଛି ।  ଏହାସହ ରାଜସ୍ଥାନ ଆଗରେ ଏବେ ୧୨୬ରନର ବିଜୟ ଲକ୍ଷ୍ୟ ରହିିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଭଲ ଇଂନିସ…

ଉପନିର୍ବାଚନ ପାଇଁ ଜୋରଧରିଛି ଡିଜିଟାଲ କ୍ୟାମ୍ପେନ୍ । ଫେସବୁକ୍ ହ୍ୱାଟ୍ସଆପ ଓ ଟୁଇଟରରେ ନିଜ ନିଜର ଏଜେଣ୍ଡା ପୋଷ୍ଟ କରି…

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଡିଜିଟାଲ ମିଡିଆରେ ଜୋରଦାର କ୍ୟାମ୍ପେନ ଆରମ୍ଭ କରିଛନ୍ତି ତିନି ପ୍ରମୁଖ ଦଳ । ସ୍ୱତନ୍ତ ଟିମ୍ କରି ଫେସବୁକ୍, ହ୍ୱାଟଆପ୍ ଓ ଟୁଇଟରରେ ନିଜ ନିଜର ଏଜେଣ୍ଡାକୁ ପ୍ରଚାର କରୁଛନ୍ତି । ଆଉ ଏହାଦ୍ୱାରା ଅଧିକ…

‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ କଲେ ଲୋକାର୍ପିତ । ଆପ୍…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍‌’ ମୋବାଇଲ୍‌ ଆପ୍ ର ଲୋକାର୍ପଣ କରିଛନ୍ତି । ୫-ଟି ପଦକ୍ଷେପ ଅଧିନରେ ଆରମ୍ଭ କରାଯାଇଥିବା ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ‌ ଯଥା ବିଦ୍ୟୁତ୍‌ ସଂଯୋଗ…