Daily Archives

October 7, 2020

ଚେନ୍ନାଇକୁ ଚିତ୍ କଲା କୋଲକାତା । ଘାତକ ବୋଲିଂ କରି ୧୦ ରନରେ ବିଜୟ ହାସଲ କଲା ଦିନେଶ୍ ବାହିନୀ । 

କନକ ବ୍ୟୁରୋ: ଦୁବାଇରେ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ଚିତ୍ କଲା କୋଲକାତା ନାଇଟରାଇଡର୍ସ । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ଚେନ୍ନାଇ ଆଗରେ ୧୬୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା କୋଲକାତା  । ଜବାବରେ ପ୍ରଥମରୁ ଚେନ୍ନାଇ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଶେଷ ଆଡକୁ ୱିକେଟର ପତନ ଏବଂ କୋଲକାତାର…

ଗଣମାଧ୍ୟମର ଖବରକୁ ଅପେକ୍ଷା କରିଥିଲା କି ମାଲକାନଗିରି ପ୍ରଶାସନ? ପାଇଖାନା ଦୁର୍ନୀତି ନେଇ ଖବର ପ୍ରସାରଣ ପରେ ଭାଙ୍ଗିଲା…

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପାଇଖାନା ଦୁର୍ନୀତି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଭିନ୍ନ ଗାଁରେ ପାଇଖାନାଗୁଡିକର ପୁନରୁଦ୍ଧାର କାମ ଆରମ୍ଭ କରିଛି ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ । ତେବେ ପୁରା ସ୍ୱାଭିମାନ ଅଂଚଳର ଗାଁ ଗାଁରେ…

ବଢୁଛି ଅନୁରାଗଙ୍କ ଅଡୁଆ: ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ‘ମିଠୁ’ ଅଭିଯୋଗ ଲଢ଼େଇକୁ ଜରୋଦାର କଲେ ପାୟଲ ଘୋଷ ।

କନକ ବ୍ୟୁରୋ: ବଲିଉଡ ନିର୍ଦ୍ଦେଶକ ଅନୁରାଗ୍ୟ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା । ପାୟଲ ଘୋଷ ଆଜି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଭେଟିଛନ୍ତି । ଗତକାଲି ଜାତୀୟ ମହିଳା କମିସନଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଥିଲେ ପାୟଲ । ଯୌନ ଶୋଷଣ ଭଳି ସଙ୍ଗୀନ…

ଜାମ୍ମୁକାଶ୍ମୀର ସୋପିଆନ ଏନକାଉଣ୍ଟର । ନିପାତ ହେଲେ ୩ ଆତଙ୍କବାଦୀ । ବିଜେପି ନେତାଙ୍କ ଘରେ କରିଥିଲେ ହମଲା ।

କନକ ବ୍ୟୁରୋ: ସୋପିଆନରେ ଏନକାଉଁଟର । ନିପାତ ହେଲେ ତିନି ଆତଙ୍କବାଦୀ । ଜାମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀ ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଜୈନାପୁରା ଅଂଚଳର ସୁଗୁନ ଗାଁରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ଖବର ପାଇ ଅପରେସନ ଆରମ୍ଭ କରାଯାଇଥିଲା । ଯବାନଙ୍କୁ ଦେଖିବା…

ସାହିନବାଗ ଧାରଣାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ସାର୍ବଜନୀନ ସ୍ଥାନକୁ କେହି ଅନିଶ୍ଚିତ କାଳ ଯାଏଁ…

କନକ ବ୍ୟୁରୋ: ଦିଲ୍ଲୀରେ ସିଏଏ ବିରୋଧରେ ସାହିନବାଗରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇ କହିଛନ୍ତି, କୌଣସି ବ୍ୟକ୍ତି ବା ସମୂହ ସାର୍ବଜନୀନ ସ୍ଥାନକୁ ଅବରୋଧ କରିପାରିବେ ନାହିଁ । ସର୍ବସାଧାରଣ ସ୍ଥଳକୁ ଅନିଶ୍ଚିତ କାଳ…

ୟୁପିକୁ ଦଙ୍ଗାଗ୍ରସ୍ତ କରିବା ପାଇଁ ବିଦେଶୀ ଶକ୍ତିର ଷଡଯନ୍ତ୍ର! ପ୍ରାଥମିକ ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ…

କନକ ବ୍ୟୁରୋ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ୟୁପିରେ ଦଙ୍ଗା ଷଡଯନ୍ତ୍ର କରାଯାଉଛି । ଆଉ ଏଥି ପାଇଁ ବିଦେଶରୁ ପାଣ୍ଠି ଆସୁଛି । ହାଥରସ ଘଟଣାକୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସେପଟେ ରାଜ୍ୟ ସରକାର ଏହି ତଥ୍ୟକୁ ସୁପ୍ରିମକୋର୍ଟରେ ମଧ୍ୟ ରଖିଥିଲେ । ଆଉ…