Daily Archives

May 1, 2024

ଜୟପୁରରେ ପାଣ୍ଡିଆନଙ୍କ ରୋଡ୍ ସୋ’ । ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ ।

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦକ୍ଷିଣ ଓଡିଶାରେ ଡେରା ପକାଇଛନ୍ତି, ବିଜେଡିର ପାୱାରଫୁଲ ନେତା ଭି. କେ. ପାଣ୍ଡିଆନ । ଆଉ ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ…

କଂଗ୍ରେସ ଗଡ ଆମେଥି ଓ ରାୟବରେଲିରେ କିଏ ହେବ ପ୍ରାର୍ଥୀ ? ସସପେନ୍ସ ଉପରୁ ପରଦା ହଟାଇଲେ ଜୟରାମ ରମେଶ

କନକ ବ୍ୟୁରୋ: କଂଗ୍ରେସ ଗଡ ଆମେଥି ଓ ରାୟବରେଲିରେ କିଏ ହେବ ପ୍ରାର୍ଥୀ ? ଏ ନେଇ ଚାଲିଥିବା ସସପେନ୍ସ ଉପରୁ ପରଦା ହଟାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କହିଛନ୍ତି ଜୟରାମ । ଆମେଥି ଓ…

ଖରାପ ପାଗ ଯୋଗୁଁ ଅବତରଣ କରିପାରିଲାନି ଦୁଇଟି ବିମାନ ଓ ଗୋଟିଏ ହେଲିକପ୍ଟର । ଭୁବନେଶ୍ୱର ବଦଳରେ କୋଲକାତାରେ ଅବତରଣ । 

କନକ ବ୍ୟୁରୋ: ଖରାପ ପାଗ ଯୋଗୁଁ ଅବତରଣ କରିପାରିଲାନି ଦୁଇଟି ବିମାନ ଓ ଗୋଟିଏ ହେଲିକପ୍ଟର । ଗୋଟିଏ ଇଣ୍ଡିଗୋ ବିମାନ ମୁମ୍ବାଇରୁ ଆସୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦିଲ୍ଲୀରୁ ଆସୁଥିଲା । ଭୁବନେଶ୍ୱରରେ ଖରାପ ପାଗ ଯୋଗୁଁ ଦୁଇଟି ଯାକ ବିମାନ କୋଲକାତାରେ ଅବତରଣ କରିଛି । ଇଣ୍ଡିଗୋ…

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍ । କହିଲେ, ରାଷ୍ଟ୍ରପତିଙ୍କୁ…

କନକ ବ୍ୟୁରୋ : ରାମ ମନ୍ଦିର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କୁ କାହିଁକି ଡକାଯାଇ ନଥିଲା ବୋଲି ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ପ୍ରଶ୍ନ…

ନିର୍ବାଚନ ପ୍ରଚାରରେ ହେଭି ୱେଟ୍ । ଛତିଶଗଡରେ ଗର୍ଜିଲେ ଶାହା, ଆସାମରେ ବିଜେପିକୁ ପ୍ରିୟଙ୍କାଙ୍କ ଟାର୍ଗେଟ୍

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର । ଛତିଶଗଡ଼ରେ ବିଶାଳ ଜନସଭାରୁ ଆରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସାମରେ ମାଫିଆ ରାଜ ଚାଲିଥିବା କହି ବିଜେପି ସରକାରକୁ ଘେରିଲେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା…

ରାଜଧାନୀ ଦିଲ୍ଲୀରେ ବୋମା ଆତଙ୍କ । ଅନେକ ସ୍କୁଲକୁ ଆସିଲା ଧମକ, ବୋମାମାଡ଼ କରି ଉଡାଇ ଦେବାକୁ ଇ-ମେଲ ଓ ଫୋନ୍

କନକ ବ୍ୟୁରୋ : ଆଜି ସକାଳୁ ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲ ବାହାରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଆତଙ୍କିତ ଅବସ୍ଥାରେ ଭିଡ ଜମାଇଥିଲେ ଅଭିଭାବକ । ନିଜ ପିଲାଙ୍କୁ ନେବା ପାଇଁ ଜମାଇଥିଲେ ଭିଡ । କାରଣ ରାଜଧାନୀର ୮୦ରୁ ଅଧିକ ସ୍କୁଲକୁ ମିଳିଥିଲା ଧମକ । ବୋମାମାଡ଼ କରି ଉଡାଇ…