Daily Archives

October 30, 2020

ଆତଙ୍କୀକୁ ଭାରତକୁ ପଠାଇଥିଲା ଶତ୍ରୁରାଷ୍ଟ୍ର । ପୁଲୱାମା ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତିର ସତ ଓଗାଳିଲେ ପାକ୍ ସାଂସଦ…

କନକ ବ୍ୟୁରୋ: ଯେଉଁ ସଂସଦ ଭବନରେ ମିଛ କହିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେହି ସ୍ଥାନରେ ଇମ୍ରାନଙ୍କ ପୋଲ ଖୋଲିଦେଇଛନ୍ତି ତାଙ୍କ ମନ୍ତ୍ରୀ । ଏବଂ ପାକିସ୍ତାନ ବିରୋଧରେ ଭାରତ ଆଣୁଥିବା ଅଭିଯୋଗ ପୁଣିଥରେ ସତ ସାବ୍ୟସ୍ତ ହୋଇଛି । ଏହି ବୟାନ ଆଧାରରେ ଜାତିସଂଘ ପଦକ୍ଷେପ ନେଇପାରେ ।…

କରୋନା କାଳରେ କେମିତି ଚାଲିଛି ପାଠପଢା, ଆସିଲା ଅସର ୨୦୨୦ ରିପୋର୍ଟ । ଓଡ଼ିଶାରେ ୫୦ ପ୍ରତିଶତ ପିଲାଙ୍କ ପରିବାର ପାଖରେ…

କନକ ବ୍ୟୁରୋ: କୋଭିଡ ମହାମାରୀ ସମୟରେ ଦେଶରେ ତଥା ଆମ ରାଜ୍ୟରେ କେମିତି ଚାଲିଛି ଏଲିମେଂଟାରୀ ଶିକ୍ଷା? ଏହାର ବିବରଣୀ ପ୍ରକାଶ କରିଛି ଅସର-୨୦୨୦ । ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ପାଠପଢ଼ାରେ ସ୍ମାର୍ଟ ଫୋନ ବ୍ୟବହାର ୩୬.୫ ପ୍ରତିଶତରୁ ୬୧.୮ ପ୍ରତିଶତକୁ ବୃଦ୍ଧି ପାଇଛି ।…

ତୁର୍କୀ-ଗ୍ରୀସରେ ପ୍ରକୃତିର ତାଣ୍ଡବ । ଭୂକମ୍ପର ଜୋରଦାର ଝଟକାରେ ଗଳିପଡ଼ିଲା ଉଚ୍ଚ ଅଟ୍ଟାଳିକା, ମାଡ଼ିଆସିଲା ସୁନାମୀ ।

କନକ ବ୍ୟୁରୋ: ତୁର୍କୀ-ଗ୍ରୀସରେ ପ୍ରକୃତିର ତାଣ୍ଡବ । ଭୂକମ୍ପର ଜୋରଦାର ଝଟକାରେ ଗଳିପଡ଼ିଲା ଉଚ୍ଚ ଅଟ୍ଟାଳିକା, ମାଡ଼ିଆସିଲା ସୁନାମୀ ।ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ଏଜିଆନ ସାଗରରେ ରିକ୍ଟର ସ୍କେଲରେ ୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଭୂମିକମ୍ପର…

ଦୀର୍ଘ ୨୬ ବର୍ଷ ପରେ ହେବ ମହାପ୍ରଭଙ୍କ ନାଗାର୍ଜୁନ ବେଶ । ବିଜୟ ଦଶମୀରୁ ବେଶ ନିର୍ମାଣ ଅନୁକୂଳ ପରେ ଜୋରସୋରରେ ଚାଲିଛି…

କନକ ବ୍ୟୁରୋ: ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପବିତ୍ର ବିଜୟା ଦଶମୀ ବା ଦଶହରା ଦିନ ଅନୁକୂଳ ପରେ ବେଶ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ନାଗା ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯିବ । ସୋଲ, ଜରି ,ଜମୁରାରେ ବେଶ…

କ୍ରିକେଟକୁ ନେଇ ଜୁଆ ଖେଳ । ୩୩ ଲକ୍ଷ ୬୧ ହଜାର ଟଙ୍କା ସହ ମୋବାଇଲ୍ ଜବତ, ଅନଲାଇନରେ ଚାଲିଥିଲା ବେଟିଂ, ବ୍ରହ୍ମପୁରରୁ…

କନକ ବ୍ୟୁରୋ: କ୍ରିକେଟରେ ଜୁଆ ଖେଳ । ଚେର ଲମ୍ବିଛି ବ୍ରହ୍ମପୁରରୁ ଦୁବାଇ । ହେଉଛି ଲକ୍ଷ ଲକ୍ଷ ଟଙ୍କାର କାରବାର । ଏକଥା ସେତେବେଳେ ପଦାକୁ ଆସିଛି ଯେତେବେଳେ ପୋଲିସ ଏହି ବେଟିଂ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିଛି । ଦୁବାଇରେ ଯେତେବେଳେ ଗୋଟିଏ ଗୋଟିଏ ବଲ ପଡୁଥିଲା ସେତେବେଳେ ବଲ ପିଛା…

୧୦ ଲକ୍ଷ ଟୀକା ପାଇଁ ଆଗୁଆ ବରାଦ ମିଳିଥିବା ନେଇ ସୂଚନା ଦେଲା ଆମେରିକୀୟ କମ୍ପାନୀ । ଆଗାମୀ ସପ୍ତାହରେ ଆସିବ ପରୀକ୍ଷଣର…

କନକ ବ୍ରୁରୋ: ଖୁବ ଶୀଘ୍ର ଆସିବାକୁ ଯାଉଛି ମଡର୍ଣ୍ଣା କଂମ୍ପାନୀର କରୋନା ଟିକା । ଆମେରିକାର ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀ କୋଭିଡ ଟିକାକୁ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତ ହେଉଛି । ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖବ ଶୀଘ୍ର ବଜାରକୁ ଆସିପାରେ ମଡର୍ଣ୍ଣାର…