Browsing Category

ନ୍ୟୁଜ୍

ବିଜେପିର ପ୍ରତିଶ୍ରୁତି ଉପରେ ଉଠିଲା ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀ କହିଲେ, ରାଜସ୍ଥାନବାସୀଙ୍କୁ ମିଳିବ ନାହିଁ ୪୫୦…

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଲୋକମାନଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । ତା ମଧ୍ୟରେ ରାଜ୍ୟବସୀଙ୍କୁ ପୂର୍ବ କଂଗ୍ରେସ ସରକାର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଥିବା ବେଳେ ବିଜେପି ସରକାରକୁ ଆସିଲେ…
Read More...

ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳାବାଘ: ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ

କନକ ବ୍ୟୁରୋ: ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ବାଘ । ରାଜ୍ୟସଭାରେ ଏକ ପ୍ରଶ୍ନରେ ଏଭଳି ଉତର ରଖିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । କହିଛନ୍ତି, ଦେଶରେ ଯେଉଁ ୧୦ଟି କଳା ମହାବଳ ବାଘ ଅଛନ୍ତି, ସେସବୁ ଶିମିଳିପାଳରେ ଅଛନ୍ତି । ଏହି ମହାବଳ ବାଘ ଗୁଡ଼ିକ ମେଲାନି…
Read More...

ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ

କନକ ବ୍ୟୁରୋ: ରାଉରକେଲାରେ ହଇଜାରେ ଆଉ ଜଣଙ୍କ ମୃତ୍ୟୁ । ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ । ତାଙ୍କୁ ୪୨ ବର୍ଷ । ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । କିଛି ଦିନ ହେଲା ରାଉରକେଲାରେ ଡରାଉଛି ଡାଇରିଆ । ଶହ…
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀ । ଭାରତ ସହ ଖେଳିବେ ଶେଷ ଟେଷ୍ଟ ମ୍ୟାଚ୍

କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟିକିଆ ଟେଷ୍ଟ ସିରିଜ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ୟାମ୍ପରୁ ଏକ ବଡ ଖବର ଆସିଛି । ଦଳର ପୂର୍ବତନ ଅଧିନାୟକ ଡିନ୍ ଏଲଗର ଏହି ଟେଷ୍ଟ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର…
Read More...

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି । ଜାଣନ୍ତୁ ପୂରା ଘଟଣା କଣ?

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଫେରି ଆସିଛନ୍ତି । ପରିବାରର କୌଣସି ଜରୁରୀ କାମ ପାଇଁ ବିରାଟ ଦେଶକୁ ଫେରିଛନ୍ତି । ତେବେ କେଉଁ କାରଣ ପାଇଁ କୋହଲି ଭାରତ ଫେରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଯେଉଁଥିପାଇଁ ତିନି…
Read More...

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂଙ୍କୁ ଝଟକା । ଖାରଜ କଲେ ଜାମିନ ଆବେଦନ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ପୁଣି ଝଟକା ଲାଗିଛି । ଏହି ମାମଲା ସହ ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସଂଜୟ ସିଂଙ୍କ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ବିଚାରପତି ଏମ କେ ନାଗପାଲ ଏହି…
Read More...

ମାୟାବତୀଙ୍କ ସରକାରରେ ଥିଲେ ଶିକ୍ଷାମନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କୁ କୋର୍ଟ ଦଣ୍ଡବିଧାନ କରିଛନ୍ତି । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ରାଶି ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ…
Read More...

ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମନାକଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କିଏ ହୋଇପାରନ୍ତି ମୁଖ୍ୟ ଅତିଥି

କନକ ବ୍ୟୁରୋ : ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ବିଦେଶୀ ନେତା ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ଏହି କ୍ରମରେ ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ମୁଖ୍ୟ ଅତିଥି ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣରୁ ସେ…
Read More...

କଟକ ଏସପି ଅଫିସ ଘେରାଉ କରିବ ବିଜେପି । ସଂକଳ୍ପ ଯାତ୍ରା ବେଳେ ବିଜେଡିର ଗୁଣ୍ଡାରାଜକୁ କଡା ବିରୋଧ

କନକ ବ୍ୟୁରୋ: କଟକରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ବିଜେଡ଼ିର ବିରୋଧକୁ ନେଇ ସମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ୍ କରିଛି ବିଜେପି । ୧୦ ତାରିଖରେ କଟକ ଜିଲ୍ଲା କିସନନଗର ଥାନା ମାଣପୁର ପଂଚାୟତରେ ଚାଲିଥିବା କାର୍ଯ୍ୟକ୍ରମକୁ ବିଜେଡି ବିରୋଧ କରିଥିଲା । ଏହାକୁ ନେଇ…
Read More...

ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ଫଟୋ ।

କନକ ବ୍ୟୁରୋ: ଝାରସୁଗୁଡ଼ା ବେଲପାହାଡ଼ ଫରେଷ୍ଟ ରେଂଜ ଅଧିନ ପିକୋଲରେ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ । ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ । ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ…
Read More...