Browsing Category

ନ୍ୟୁଜ୍

ଜେଲରୁ ମୁକୁଳିଲେ ୟୁଟ୍ୟୁବର ମନୀଷ କଶ୍ୟପ । ସ୍ୱାଗତ କରିବାକୁ ଜେଲ ସାମ୍ନାରେ ପ୍ରବଳ ଭିଡ

କନକ ବ୍ୟୁରୋ : ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି । ବେୱର ଜେଲରୁ ସେ ବାହାରିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ହଜାର ହଜାର ଲୋକ ଜେଲ ସାମ୍ନାରେ ଭିଡ ଜମାଇଥିଲେ । ହେଲେ ଜାମିନ ପେପରରେ କିଛି ତ୍ରୁଟି କାରଣରୁ ସେ ଜେଲରୁ ବାହାରିପାରି ନାହାଁନ୍ତି । କୁହାଯାଉଛି କି,…
Read More...

ଶ୍ରୀମନ୍ଦିରକୁ କାମିୟା ଜାନି ପ୍ରବେଶ ପ୍ରସଙ୍ଗରେ ତେଜିଲା ରାଜନୀତି । କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି…

କନକ ବ୍ୟୁରୋ: ରାଜରାସ୍ତାରେ ଜଗନ୍ନାଥ ସେନା । ଜଗନ୍ନାଥଙ୍କ ସଂସ୍କୃତିକୁ ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ । କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋ…
Read More...

ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ…

କନକ ବ୍ୟୁରୋ: ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି ମାସ୍କ ଗାଇଡଲାଇନ୍ । ପ୍ରଥମ ଥର ପାଇଁ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ମାସ୍କ ପିନ୍ଧିବାକୁ ଅପିଲ କରିଛି । ବିଶେଷ କରି ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ…
Read More...

ବିବାହ ବନ୍ଧନରେ ବାନ୍ଧିହେଲେ IAS ପରୀ ଓ ବିଜେପି MLA ଭବ୍ୟ… ଉଦୟପୁରରେ ରାଜକୀୟ ଢଙ୍ଗରେ ହେଲା ବିବାହ ।

କନକ ବ୍ୟୁରୋ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲଙ୍କ ନାତି ତଥା ବିଜେପି ବିଧାୟକ ଭବ୍ୟ ବିଷ୍ଣୋୟୀଙ୍କର ରାଜସ୍ଥାନର ବାସିନ୍ଦା ଆଇଏଏସ୍ ପରୀଙ୍କ ସହ ବିବାହ ହୋଇଛି । ଉଦୟରପୁରର ଏକ ମହଲରେ ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି । ଏହାପରେ ରିସେପ୍ସନ୍ ଦିଲ୍ଲୀ ସହ…
Read More...

ଓଡ଼ିଶାରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମନୋଜ ଶଶୀଧର । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବ୍ୟବସାୟୀଙ୍କ ଜବତ…

କନକ ବ୍ୟୁରୋ: ଭୁବନେଶ୍ୱରରେ ସିବିଆଇ ଅତିରିକ୍ତି ନିର୍ଦ୍ଦେଶକ ମନୋଜ ଶଶିଧର । ଓଡ଼ିଶା ଗସ୍ତର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବେପାରୀଙ୍କ ଠାରୁ ଆଇଟି ବିଭାଗ ଜବତ କରିଥିବା ବିପୁଳ ପରିମାଣର…
Read More...

ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା ।

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କଲେରା । ଆରଏମ୍ସି କମିଶନର କହିଛନ୍ତି, ଏବେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ବିଭିନ୍ନ ହସ୍ପିଟାଲରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫ ଶହ ପାଣି ନମୁନା…
Read More...

ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଉଦୟପୁର ବେଳାଭୂମିିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତି ପରେ ବନପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ । ସୂଚନା ଅନୁସାରେ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୟପୁର ବେଳାଭୁମିକୁ ପର୍ଯ୍ୟଟନ ସ୍ଥଳୀର…
Read More...

ସାଥୀଙ୍କ ମୃତଦେହ ଧରି ଫେରିଗଲେ ୩ ଆତଙ୍କବାଦୀ, ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା ।

କନକ ବ୍ୟୁରୋ : ସୀମା ସେପାରିରୁ ଭାରତକୁ ଆସିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଅଖନୁର ସେକ୍ଟରରେ ୪ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।…
Read More...

ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା…

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ୮ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଆଉ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି…
Read More...

ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ କଳିକୁ ନେଇ ପ୍ରତିବାଦ କରିବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା । କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ସୂଚନା ଅନୁସାରେ ଖବାର ଅଂଚଳର ନିର ଭୂତିଆ ବାଉଁଶପାଳ ନିଜ ଶ୍ୱଶୁର ଘରେ ରହୁଥଲେ । ଏହି ସମୟରେ ସେ ଓ ତାଙ୍କ ପତ୍ନୀଙ୍କ…
Read More...