Browsing Category

ନ୍ୟୁଜ୍

ନେତାଗିରି ନା ଦାଦାଗିରି : ସଭାସ୍ଥଳରେ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା ବେଳେ ଗଣମାଧ୍ୟମ ଉପରେ ତାତିଲେ ଦାମ ରାଉତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନେତାଗିରି ନା ଦାଦାଗିରି । ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଶୋଭନୀୟ ଆଚରଣ । ଗଣମାଧ୍ୟମ ଉପରେ ଚିହିଁକି ଉଠିଲେ ଦାମ ବାବୁ । ଆଜି ରାଜଭବନ ଆଗରେ ବିଜେଡି ପକ୍ଷରୁ କେନ୍ଦ୍ର ବିରେଧୀ ଧାରଣାବେଳେ ହଠାତ ତାତି ଉଠିଲେ ଦାମ । କନକ ନ୍ୟୁଜ୍ ,…
Read More...

ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ମଂଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍

କନକ ବ୍ୟୁରୋ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଫଳରେ କେନ୍ଦ୍ର ସରକାରୀ କର୍ମଚାରୀ ଏଣିକି ପୂରୁଣା ବେତନର ୧୫ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଦରମା ପାଇବେ । ଏହାଦ୍ୱାରା ୫୨ ଲକ୍ଷ ପେନସନଭୋଗୀଙ୍କ…
Read More...

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଜେଡିର ରଣହୁଙ୍କାର : କୃଷି ପ୍ରତି ଅଣଦେଖା କରିଥିବା ଅଭିଯୋଗରେ ରାଜଭବନ ଆଗରେ ଧାରଣା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପିକୁ କାଉଂଟର କରି ଆଜି ବିଜେଡି ଦଳ ରାଜଭବନ ଆଗରେ ଧାରଣା ଦେଇଛି । ପୁଣି ସେହି ପୁରୁଣା ଅସ୍ତ୍ରର ସାହାରା ନେଇଛି ଦଳ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନେଇ ବିଜେଡି ରାଜଭବନ ଆଗରେ ଧାରଣା ଦେଉଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦଳ…
Read More...

ସୋରରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର : ନାବାଳିକାକୁ ଗଣ ଦୁଷ୍କର୍ମ । ବାଲେଶ୍ୱର ସୋର ଥାନା ତଳନଗର ଗାଁରେ ଜଣେ ୧୧ ବର୍ଷର ନାବାଳିକାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମୁମୁର୍ଷୁ ଅବସ୍ଥାରେ ସୋର ଡାକ୍ତରଖାନେର ନାବାଳିକାର ଚିକିତ୍ସା ଚାଲିଛି । ଗତକାଲି ଅପରାହ୍ନରେ ସାଙ୍ଗମାନଙ୍କ ସହ…
Read More...

କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗା ଘଟଣାର ପ୍ରତିବାଦ କରିବ ବିଜେପି : ଆଜି ସମସ୍ତ ୩୧୪ ବ୍ଲକ ଅଫିସ ଘେରିବ ଦଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରଗଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଓ ଆକ୍ରମଣ ପ୍ରତିବାଦରେ ବିଜେପିର ରଣହୁଙ୍କାର । ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବ ବିଜେପି । ଏପରିକି ଏନଏସି ଓ ପଂଚାୟତରେ ବି ପ୍ରତିବାଦ କରିବ ବିଜେପି କର୍ମୀ । ଧାରଣା, ବିକ୍ଷୋଭ ଓ ପ୍ରତିବାଦ…
Read More...

ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଢେଲା ମାଡ ଘଟଣା : ପ୍ରଶାସନିକ ତଦନ୍ତ ପାଇଁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବରଗଡ ଘଟଣାରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ କରିବେ ଉତରାଚଂଳ ଆରଡିସି । ତେବେ ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଏହା ସହ ବରଗଡର ରୋଷ ପୁରୀରେ ପ୍ରତିଫଳନ :…
Read More...

ଡାଲି ଜାତୀୟ ଶସ୍ୟ ଉପରେ ଭାଟ୍ ୧% କୁ ଖସିଲା : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରିଛି ରାଜ୍ୟ କ୍ୟାବିନେଟ । ଆଜି ଅନୁଷ୍ଠିତ ବୈଠକରେ ଦକ୍ଷତା ବିକାଶ ନେଇ ରିପୋର୍ଟ ଉପସ୍ଥାପନ ହୋଇଛି । ୫୦୦ ଡାକ୍ତରୀ ପଦକୁ ଅନୁମୋଦନ…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ଖବର : ଆସନ୍ତାକାଲି ସପ୍ତମ ବେତନ କମିଶନର ସୁପାରିଶକୁ ଗ୍ରହଣ କରିପାରେ କେନ୍ଦ୍ର…

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପକେଟ୍ ଗରମ ହେବାକୁ ଯାଉଛି । ମାଲାମାଲ ହେବାକୁ ଯାଉଛନ୍ତି କର୍ମଚାରୀ । ଏଣିକି କର୍ମଚାରୀଙ୍କ ମାସିକ ଦରମା ଆଖିଦୃଶିଆ ବୃଦ୍ଧି ହେବାକୁ ଯାଉଛି । ଯାହା କର୍ମଚାରୀଙ୍କ ପାଇଁ ଖୁସି ଖବର ନେଇ ଆସିଛି । ଅର୍ଥାତ କେନ୍ଦ୍ର ସରକାରୀ…
Read More...

ରଥ ଉପରେ ଶ୍ରୀଜିଉଙ୍କୁ ସ୍ପର୍ଶ ଓ ଦର୍ଶନ ପ୍ରସଙ୍ଗ : ଜବାବ ରଖିବାକୁ ଶଙ୍କରାଚାର୍ଯ୍ୟଙ୍କୁ ହାଇକୋର୍ଟଙ୍କ ନୋଟିସ

କନକ ବ୍ୟୁରୋ : ରଥ ଉପରେ ଚଢି ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ୨୦୧୫ ରଥଯାତ୍ରା ପୂର୍ବରୁ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉଚିତ କି ଅନୁଚିତ ବୋଲି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ…
Read More...

କାଷ୍ଟିଂ କାଉଚ୍ ଅଭିଯୋଗ ପ୍ରସଙ୍ଗ : ୧୬୪ ଧାରାରେ ଶର୍ମିଷ୍ଠାଙ୍କ ବୟାନ ରେକର୍ଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୬୪ ଧାରାରେ ଶର୍ମିଷ୍ଠାଙ୍କ ବୟାନ ଭୁବେନଶ୍ୱର କୋର୍ଟରେ ରେକର୍ଡ ହୋଇଛି । ୬ ଜଣ ନିର୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଆଣିଛନ୍ତି କାଷ୍ଟିଂ କାଉଚ ଅଭିଯୋଗ । ଏପଟେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ କୁ ଭିତ୍ତିହୀନ ବୋଲି କହିଥିଲେ ପ୍ରଯୋଜିକା ବିନି ସାମଲ…
Read More...