Browsing Category

ନ୍ୟୁଜ୍

ପୁରୁଷଙ୍କ ରାଗକୁ କମ୍ କରେ ମହିଳାଙ୍କ ଆଖିର ଲୁହ । ପିଏଲଓଏସ୍ ବାୟୋଲୋଜି ରିପୋର୍ଟରୁ ଆସିଲା ତଥ୍ୟ ।

କନକ ବ୍ୟୁରୋ: ପୁରୁଷଙ୍କ ରାଗକୁ କମାଏ ମହିଳାଙ୍କ ଆଖିର ଲୁହ । ବୈଜ୍ଞାନିକଙ୍କ ଗବେଷଣାରୁ ଆସିଲା ରୋଚକ ତଥ୍ୟ । କୁହାଯାଏ ଯେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଲେ ମହିଳା ମାନେ ଆଖିର ଲୁହକୁ ହତିଆର ଭାବେ ବ୍ୟବହାର କରିଥାନ୍ତି । ଅର୍ଥାତ କାନ୍ଦିବା ଦ୍ୱାରା ସ୍ୱାମୀଙ୍କ ରାଗ କମ୍ ହୋଇଥାଏ ବୋଲି…
Read More...

ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ…
Read More...

ପୁଣି ଡରାଇଲାଣି କରୋନା । କେରଳରେ ପୁଣି ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା ।

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେରଳରେ ଭୟଙ୍କର ରୂପ ନେଲାଣି ମହାମାରୀ । ଆଜି ମାରାତ୍ମକ କରୋନା ଆଉ ଏକ ଜୀବନ ନେଇଛି । ଯାହା କରୋନା ଭୟକୁ ବଢାଇ ଦେଇଛି । ଓଡିଶାରେ ସେଭଳି କୌଣସ୍ଥି ସ୍ଥିତି ନାହିଁ । କୋଭିଡ୍ ଲକ୍ଷଣ ଦେଖାଦେଲେ ପରିକ୍ଷା କରିବାକୁ ଅପିଲ କରିଛନ୍ତି…
Read More...

ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ପ୍ରସ୍ତୁତି । ଅଫିସରଙ୍କ ବଦଳି ପାଇଁ ଦେଲେ ନିର୍ଦ୍ଦେଶ । ନିର୍ଦ୍ଧିଷ୍ଟ…

କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇଲେକ୍ସନ୍ କମିଶନ୍ଙ୍କ ଚିଠି । ନିର୍ବାଚନ ପାଇଁ ଅଫିସରଙ୍କ ବଦଳି ନେଇ ଚିଠି ଯୋଗେ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ । କୌଣସି ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି କେହିବି ଅଫିସର । ଚିଠି କରି ନିର୍ଦ୍ଦେଶ ଦେଲେ…
Read More...

ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ର ! ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : ନିଜର କେତେ ସମ୍ପତ୍ତି ରହିଛି, ଏଣିକି ସେ ସବୁର କାଗଜପତ୍ରରେ ଲିଙ୍କ୍ ହେବ ଆଧାର କାର୍ଡ ! ଆଧାରକାର୍ଡ ସହ ବ୍ୟକ୍ତିଙ୍କର ସମ୍ପତ୍ତି ତାଲିକା ଲିଙ୍କ୍ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବଢୁଥିବା ଭ୍ରଷ୍ଟାଚାର, କଳା ଧନ ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା…
Read More...

ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ । ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ ।

କନକ ବ୍ୟୁରୋ: ଯୋରନ୍ଦା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚଂଚଳ ମହିମା ଗାଦି ଅଂଚଳ । ୩ଟି ପ୍ରକଳ୍ପର ହେବ ଶିଳାନ୍ୟାସ, ମହିମାଗାଦି ଚତୁଃପାଶ୍ୱର୍ର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ ଏବଂ ଉପସନା ପୀଠ ଏବଂ ବତୀ ମଣ୍ଡପର ଭୂମିପୂଜନର କାର୍ଯ୍ୟକ୍ରମ ରହିଛି ।…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଥମେ ଶ୍ରୀଜଗନ୍ନାଙ୍କ ପାଖକୁ ଗଲା…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଜ୍ଜୟୀନିରେ…
Read More...

ନିର୍ବାଚନ ପାଇଁ ସୋସିଆଲ ମିଡିଆ ଉପରେ ଲାଗିବ ରୋକ୍! ପୋଷ୍ଟ ପାଇଁ ଉତ୍ତରଦାୟୀ ହେବେ ସମ୍ପୃକ୍ତ ରାଜନୈତିକ ଦଳ ।…

କନକ ବ୍ୟୁରୋ: ନିର୍ବାଚନ ସମୟରେ ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ ଉପରେ ରୋକ ଲଗାଇବାକୁ ଭାରତୀୟ ନିର୍ବାଚନ କମିସନଙ୍କ ଯୋଜନା । ଆଗକୁ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ପାଇଁ ଉତ୍ତରଦାୟୀ ରହିବେ ସମ୍ପୃକ୍ତ ରାଜନୈତିକ ଦଳ ଓ ଦଳର ନେତା । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ନିୟମରେ ସଂଶୋଧନ…
Read More...

ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ । ରାୟ…

କନକ ବ୍ୟୁରୋ: ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ…
Read More...

ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୨,୯୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଅଧିକାଂଶ ଆକ୍ରାନ୍ତ କେରଳର ।

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି…
Read More...