Monthly Archives

October 2022

ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ କାଳିଆ ଯୋଜନା ଟଙ୍କା ହଡପ। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ଼ ମୋଡରେ…

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ କାଳିଆ ଯୋଜନା ଟଙ୍କା ହଡପ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ନବରଙ୍ଗପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ୫ ଜଣିଆ ଟିମ ଘଟଣାର ତଦନ୍ତ କରୁଛି । ଟିମ୍ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଲିଡ୍…

ସାମ୍ନାକୁ ଆସିଲା ଝୁଲାପୋଲ ଛିଡିବାର ସାଙ୍ଘାତିକ ସତ । ଆହତ କହିଲେ, ୧୫ରୁ ୨୦ ଯୁବକଙ୍କ ବଦମାସି ପାଇଁ ଛିଡି ପଡିଲା ପୋଲ…

କନକ ବ୍ୟୁରୋ: କେମିତି ଘଟିଲା ଦୁର୍ଘଟଣା ? କେମିତି ଛିଡିଲା ଝୁଲା ପୋଲ? କେମିତି ହଠାତ୍ ଲୋକଙ୍କୁ ମୃତ୍ୟୁ ତା ପାଟି ଭିତରକୁ ଟାଣିନେଲା ? ଗୁଜୁରାଟ ମୋର୍ବିର ମଚ୍ଛୁ ନଦୀରେ ଘଟିଥିବା ଭୟାନକ ଏବଂ ଦେଶର ଏବର୍ଷର ସବୁଠାରୁ ବଡ ଦୁର୍ଘଟଣା କୁହାଯାଉଥିବା ଝୁଲା ପୋଲ ଘଟଣାକୁ ନେଇ ଅନେକ ଚର୍ଚ୍ଚା…

ପଦାରେ ପଡ଼ିଲା କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଚରମ ଅବହେଳା। କାମର ୪ ମାସ ପରେ ଭୁଶୁଡ଼ିପଡ଼ିଲା ବାରେଣୀ ଘାଟ ପଥର…

କନକ ବ୍ୟୁରୋ: ପଦାରେ ପଡ଼ିଲା ଜଳସମ୍ପଦ ବିଭାଗର ଚରମ ଅବହେଳା । ମାତ୍ର ୪ ମାସ ତଳେ ୪୪ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ପଥର ପ୍ୟାକିଂ ଏବେ ଭୁଶୁଡ଼ି ପଡ଼ିଛି । କାମ ଠିକ୍ କରିବାକୁ କହିବା ବଦଳରେ ବେପରୁଆ ଭାବେ ମନ୍ତବ୍ୟ ରଖିଛନ୍ତି ବିଭାଗୀୟ ସହକାରୀ ଯନ୍ତ୍ରୀ । ନିଜର ଭୁଲକୁ ସୁଧାରିବା…

ଧାମନଗର ଉପନିର୍ବାଚନ ପାଇଁ ନବୀନଙ୍କ ଭର୍ଚୁଆଲ ପ୍ରଚାର: କହିଲେ, ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ମୋର ଦାୟିତ୍ୱ

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ନବୀନ । ଏନେଇ ସେ କହିଛନ୍ତି, ମିଶନ ଶକ୍ତି ମହିଳାମାନଙ୍କୁ ନୂଆ ପରିଚୟ ଦେଇଛି । ସେଥିପାଇଁ ମୁଁ ଚାହିଁ ଜଣେ ମା ବିଧାୟକ ହୁଅନ୍ତୁ । ୬ଟି ଜୋନରେ…

ପୁଣି ତେଜିଲା ଟାଟା ବିରୋଧି ଆନ୍ଦୋଳନ। ଗଂଜାମରେ ହେଉଥିବା ଦୀପକ ଫର୍ଟିଲାଇଜର କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ।

କନକ ବ୍ୟୁରୋ: ପୁଣି ତେଜିଲା ଟାଟା ବିରୋଧି ଆନ୍ଦୋଳନ । ଟାଟା ପକ୍ଷରୁ ସ୍ମାର୍ଟ କେମ୍ ଟେକ୍ନେଲୋଜି ନାମକ ସାର କାରଖାନା ପ୍ରକଳ୍ପ ନିର୍ମାଣକୁ କାଳିପଲ୍ଲୀ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି । ଦୀର୍ଘ ଦିନ ହେବ ଫର୍ଟିଲାଇଜର କମ୍ପାନୀକୁ ବିରୋଧ କରିଆସୁଛନ୍ତି ଗ୍ରାମବାସୀ । ଆଜି ପୁଣି ଥରେ କାମ…

ଗୁଜରାଟ ଝୁଲା ପୋଲ ଛିଡିବା ଘଟଣା: ୪ ଗିରଫ, ୫ ଜଣଙ୍କୁ ପଚରା ଉଚରା ଜାରି

କନକ ବ୍ୟୁରୋ: ଗୁଜରାଟର ଭୟଙ୍କର ଦୁର୍ଘଟଣା ପରେ ଆକ୍ସନ ମୋଡରେ ପୋଲିସ । ଗୁଜରାଟ ପୋଲିସ ଏହି ମାମଲାକୁ ଆଗକୁ ବଢାଇ ୪ ଜଣଙ୍କୁ ଗିରଫ କରିଛି । ଏହାସହ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ପ୍ରଥମେ ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା । ସଥିମଧ୍ୟରୁ ୪…