Daily Archives

October 28, 2022

ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ: ମେଲୋଡି ମଝିରେ ଜୋତା ଫିଙ୍ଗିଲେ ମହିଳା

କନକ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ । ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ମହିଳା । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ…

ପାକ୍ ସରକାରଙ୍କ ବିରୁଦ୍ଧରେ ଇମ୍ରାନଙ୍କ ପଦଯାତ୍ରା: ନିର୍ବାଚନ ଘୋଷଣା ଦାବିରେ ପଦଯାତ୍ରା, ସମର୍ଥକଙ୍କ ଗହଣରେ ଶକ୍ତି…

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନି । ଏହାରି ଭିତରେ ବିଭିନ୍ନ ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପିଟିଆଇ ପକ୍ଷରୁ ଆରମ୍ଭ ହୋଇଛି ପଦଯାତ୍ରା । ଶହ ଶହ ସମର୍ଥକଙ୍କ ଗହଣରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଇମ୍ରାନ ।…

କେନ୍ଦ୍ର ସରକାରଙ୍କୁୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଭାରତୀୟ ନୋଟରେ ଗଣେଷ ଓ…

କନକ ବ୍ୟୁରୋ: ନୋଟରେ ରହୁ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ । କେନ୍ଦ୍ର ସରକାରଙ୍କ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଦିନ ପୂର୍ବରୁ ଏଭଳି କିଛି ଦାବି କରିଥିଲେ । ଏବେ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଶୁକ୍ରବାର…

ୟୁଏନଏସସି ବୈଠକରେ ପାକିସ୍ତାନ ଓ ଚୀନର ମୁଖା ଖୋଲିଲା ଭାରତ । ୨୬/୧୧ ଆତଙ୍କୀ ଆକ୍ରମଣରେ ପାକିସ୍ତାନ ଲିଙ୍କର ପ୍ରମାଣ…

କନକ ବ୍ୟୁରୋ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦୁଇ ଦିନିଆର ଆତଙ୍କବାଦ ନିରୋଧୀ ସମ୍ମିଳନୀରେ ପାକିସ୍ତାନ ଓ ଚୀନର ମୁଖା ଖୋଲିଛି ଭାରତ । ଆତଙ୍କବାଦୀଙ୍କ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ପାକିସ୍ତାନ ଏବଂ ଚୀନ ଯେଉଁଭଳି ଭାବରେ ସମର୍ଥନ କରୁଛନ୍ତି ତାକୁ ନେଇ ବର୍ଷିଛନ୍ତି ଭାରତୀୟ ବୈଦେଶିକ…

ଚୀନରେ ପୁଣି କାଳ ହେଲାଣି କରୋନା ସଂକ୍ରମଣ: ୩ବର୍ଷ ପରେ ଉହାନ ସହରରେ ପଡିଲା ତାଲା

କନକ ବ୍ୟୁରୋ: ଏ ଘଟଣା ଜାଣିଲେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ବିଚଳିତ ମଧ୍ୟ ହୋଇପାରନ୍ତି କିନ୍ତୁ ଚୀନ ସରକାରଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କାରଣ ଦେଶରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିନପିଙ୍ଗ୍ ସରକାର ଜିରୋ ପଲିସି ପୁଣି ଥରେ ଜାରି କରିଛନ୍ତି । ଆପଣ ଦେଖି ପାରୁଥିବେ…

ଦିୱାଲି ପରେ ଦିଲ୍ଲୀକୁ କଲବଲ କରୁଛି ବାୟୁପ୍ରଦୂଷଣ: ବିଷାକ୍ତ ବାୟୁ ବଳୟ ଭିତରେ ଛଟପଟ ହେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଶୁକ୍ରବାର ବାୟୁର ଗୁଣବତା ଅତ୍ୟନ୍ତ ଖରାପ ରହିଥିବା ନେଇ ସୂଚନା ଦେଇଛି ଆଇଏମଡି । ଏଠାରେ ପବନର ବେଗ କମ୍ ରହିଥିବାରୁ ଜଳବାୟୁର ପ୍ରଦୂଷକ ସୃଷ୍ଟି ହେଉଛି । ଶୁକ୍ରବାର ଦିଲ୍ଲୀରେ ସବନିମ୍ନ…