ମୁଁ ଦେଖିଛି ମୋ ମାଆକୁ ମାରିଦେଲା ମୋ ବାପା । ପୋଲିସ ଆଗରେ ଝିଅ ବଖାଣିଲା ବିଭତ୍ସ ହତ୍ୟାକାଣ୍ଡ କାହାଣୀ ।

କନକ ବ୍ୟୁରୋ: ବାପା ସାଜିଲା ହତ୍ୟାକାରୀ । କୁନି ଝିଅ ମୁହଁରେ ମା ହତ୍ୟାର କାହାଣୀ ।  ଗଳା ଦବାଇ ମାକୁ ହତ୍ୟା କରିଛନ୍ତି ବାପା । ଜଣେ କୁନି ଝିଅର ଏଭଳି ବୟାନକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା । ୭ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବଙ୍ଗୀୟକାର ଗାଁର ତପନ ମଣ୍ଡଳଙ୍କ ଝିଅ…

ଶୁଣ ସରକାର: ସିନ୍ଦୂରକୁ ବଞ୍ଚାଇବା ପାଇଁ ସ୍ତ୍ରୀର ଗୁହାରୀ… ସାହାଯ୍ୟ କଲେ ଅନାଥ ହେବେନି ମୋ ଛୁଆ ।

କନକ ବ୍ୟୁରୋ: ରୋଗିଣା ସ୍ୱାମୀ ବିଛଣାରେ, ସ୍ତ୍ରୀ କାନ୍ଦୁଛି ଅଗଣାରେ । ଶଯ୍ୟାଶାୟୀ ସ୍ୱାମୀର ଜୀବନ ବଞ୍ଚାଇବାକୁ ଲୋକଙ୍କ ଆଗରେ ନେହୁରା ହେଉଛି ହତଭାଗିନୀ ଟିଏ । କେତେବେଳେ ସ୍ୱାମୀଙ୍କୁ ଖୁଆଇ ଦେଉଛି ତ, କେତେବେଳେ ନିଜ କୋହକୁ ଜାକି ପ୍ରେମଭରା ପଣତରେ ସ୍ୱାମୀକୁ ପୋଛି ଦେଉଛି ।  ସେବା…

୨ ଦଳିତ ଝିଅଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ । ସ୍ଥାନୀୟ ଅଞ୍ଚଳରେ ହଇଚଇ ।

କନକ ବ୍ୟୁରୋ:  ୨ ଦଳିତ ଝିଅଙ୍କୁ ଘୋଷାଡି ଘୋଷାଡି ନେଲେ ତା’ ପରେ ସେମାନଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ୩ ଯୁବକ । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାର ତମୋଲିନ୍  ଗାଁରେ । ବୁଧବାର ଦ୍ୱିପହର ସମୟରେ ଘଟିଥିବା ଏଭଳି ଘଟଣା ବାବଦରେ ବୟାନ କରିଛନ୍ତି…

ସଂଘର୍ଷ କରୁଛି ଶିକ୍ଷିତା ଝିଅ ସଙ୍ଗୀତା । ପରିବାର ପୋଷିବାକୁ ସାଜିଛି ସାଇକେଲ ମେକାନିକ୍ ।

କନକ ବ୍ୟୁରୋ: ଗାଁର ଶିକ୍ଷିତା ଝିଅ ଯେବେ ଗରିବୀର ଗାର ଡେଇଁ ଆଗକୁ ବଢ଼ିପାରେନି । ପରିବାରର ମେରୁଦଣ୍ଡ ବୋଲାଉଥିବା ବାପା ଯେବେ ରୋଗାଗ୍ରସ୍ତ ହୋଇପଡନ୍ତି । ସେତେବେଳେ କଲମ ଧରିଥିବା ହାତ ଧରିନିଏ ରେଞ୍ଚି ଆଉ ଛୁଞ୍ଚି । ସଂଘର୍ଷକୁ ସାମ୍ନା କରିବା ପାଇଁ ସମୟ ତାକୁ ସଜାଇ ଦିଏ ସାଇକେଲ ଓ ଛତା…

ଆଦିବାସୀ ବୋଲି ଅଭିଶପ୍ତ କି ଅର୍ଜୁନୀ ଗାଁ? ବିକାଶ ବଦଳରେ ଦିଶୁଛି ବିକଳ ଚିତ୍ର । 

କନକ ବ୍ୟୁରୋ: ମୁଣ୍ଡ ଉପରେ ଭଙ୍ଗା ମାଟିଘର, ତୁଣ୍ଡକୁ ଯାଉଛି ଭାତ ଲଙ୍କା-ଲୁଣ । ଅସିହା କାଳର ମସିହା ରିଲିଫ୍ ପାଲ ପଲିଥିନ୍ରେ ଢ଼ାଙ୍କି ହୋଇଛି ଘରର ଇଜ୍ଜତ । ବାସ୍ ଏତିକି ହିଁ ବୟାନ କରୁଛି ଯେ, ଆଜି ବି ଓଡ଼ିଶାର ଏମିତି କିଛି ଗାଁ ଅଛି ଯେଉଁଠି ବିକାଶର ପାଦ ଚିହ୍ନ ବି ଦିଶୁନାହିଁ । କଲବଲ…

ନକଲି ଲୁଣ ଗୋଦାମରେ ଚଢାଉ: ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ

କନକ ବ୍ୟୁରୋ: ନକଲି ଲୁଣ ଗୋଦାମରେ ଚଢାଉ । ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ । ଲୋକପ୍ରିୟ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଗୋଦାମ୍ ଉପରେ ଚଢାଉ କରି ନକଲି ସାମଗ୍ରୀକୁ ଜବଲ କରିଛି ପୋଲିସ । ପ୍ରସିଦ୍ଧ କମ୍ପାନୀ ନାଁରେ…