Daily Archives

October 21, 2022

କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ରେସରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ…

କନକ ବ୍ୟୁରୋ: ମାତ୍ର ୪୫ ଦିନ ପଦବୀରେ ରହିବା ପରେ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ତାଙ୍କ ଇସ୍ତଫା ପରେ କିଏ ହେବ ଆଗାମୀ ପ୍ରଧାନମନ୍ତ୍ରୀ, ତାକୁ ନେଇ ନାନା ଆକଳନ ଚାଲିଛି । ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ପରବର୍ତୀ…

ଧାମନଗର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି: କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

କନକ ବ୍ୟୁରୋ: ଧାମନଗର ଯାଇନଥିଲେ ବି ଭଦ୍ରକ ଜିଲ୍ଲାର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ପ୍ରଭାରୀଙ୍କ ସହ ବରିଷ୍ଠ ନେତା ଓ କାର୍ଯ୍ୟବର୍ତାଙ୍କ ସହ ଧାମନଗର ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଶାସକ…

୨୪ଘଣ୍ଟାରେ ବଦଳିଲା କାହାଣୀ। ଗାଜିଆବାଦ ଅପହରଣ ଓ ଗଣଦୁର୍ଷ୍କମ ଘଟଣାକୁ ଡ୍ରାମା କହିଲା ଉତ୍ତରପ୍ରଦେଶ ପୁଲିସ।

କନକ ବ୍ୟୁରୋ: ଗାଜିଆବାଦ ଦୁର୍ଷ୍କମ ମାମଲାରେ ନୂଆ ମୋଡ ଆସିଛି । ପ୍ରକୃତରେ କଥିତ ପୀଡିତାଙ୍କ ସହ କୌଣସି ଗଣଦୁର୍ଷ୍କମ ହୋଇନି ବଂର ଏହା ପରିକଳ୍ପିତ ଷଡଯନ୍ତ୍ର ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି କହିଛି ଉତ୍ତରପ୍ରଦେଶ ପୁଲିସ । ମହିଳାଜଣଙ୍କର କିଛି ଜମିଜମା ବିବାଦ ରହିଥିଲା । ଏହାର…

ମୋଦୀ ସରକାରଙ୍କ ୭୫ହଜାର ନୂଆ ନିଯୁକ୍ତିପତ୍ର ପ୍ରଦାନକୁ ନେଇ ଆରମ୍ଭ ହେଲା ରାଜନୀତି। ବିରୋଧୀ କହିଲେ, ନିର୍ବାଚନୀ କାର୍ଡ…

କନକ ବ୍ୟୁରୋ: ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ ଦେବେ ବଡ଼ ଉପହାର । ୭୫ ହଜାର ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୋଦୀ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ । ତେବେ ମୋଦୀଙ୍କ ଏହି ଘୋଷଣାକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଆଗକୁ…

ନୀରବ ମୋଦୀଙ୍କୁ ବଡ ଝଟକା, ୩୯ଟି ପ୍ରପଟିକୁ ଆଟାଚ୍ ପାଇଁ ପିଏମଏଲଏ କୋର୍ଟଙ୍କ ଅନୁମତି ।

କନକ ବ୍ୟୁରୋ: ପିଏନବି ସ୍କାମର ମାଷ୍ଟରମାଇଣ୍ଡ ତଥା ପଳାତକ ନୀରବ ମୋଦୀଙ୍କୁ ଲାଗିଛି ବଡ ଝଟକା । ମୁମ୍ବାଇ ସ୍ପେଶାଲ ପ୍ରିଭେନସନ ଅଫ ମନି ଲଡ୍ରିଂ ଆକ୍ଟ ଅନୁସାରେ ନୀରବ ମୋଦୀର କୋଟି କୋଟି ଟଙ୍କାର ସମ୍ପତି ଜବତ କରିବାକୁ ଇଡିକୁ ନିର୍ଦ୍ଦେଶ ମିଳିଛି । ପାଖାପାଖି ୫ଶହ କୋଟିର ୩୯ଟି ପ୍ରପୋଟିକୁ…

ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା: କୁଡୁଆ ଅନୁଯାୟୀ ଧାର୍ଯ୍ୟ ହେବ ମୂଲ୍ୟ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଅବଢ଼ା ଦର ବୃଦ୍ଧିକୁ ନେଇ ଖବର ପ୍ରସାରଣ ପରେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଇବାକୁ ଯୋଜନା କରିଛି ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି କାର୍ତିକ ମାସ ପରେ ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲଗାଇବାକୁ…