Daily Archives

October 9, 2022

କ୍ୟାପଟେନ କୁଲଙ୍କୁ ନେଇ ଆଫ୍ରିଦିଙ୍କ ବୟାନ: କହିଲେ, ପାକିସ୍ତାନକୁ ସାଇଡ୍ କରିଦେଇଥିଲେ ଧୋନୀ

କନକ ବ୍ୟୁରୋ: ପୁରୁଣା କଥା ମନେପକାଇଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି । କହିଲେ କେମିତି ଧୋନୀ ପାକିସ୍ତାନକୁ ପୂରା ସାଇଡ କରି ରଖିଥିଲେ । ତାଙ୍କ ସମୟରେ ଧୋନୀ କେମିତି ଟିମ ଇଣ୍ଡିଆକୁ ଏକ ନୂଆ ଦିଗ ଦେଖାଇଥିଲେ । ଟି-୨୦ ବିଶ୍ୱକପ ପୂର୍ବରୁ ଆଫ୍ରିଦିଙ୍କ ଏହି ବୟାନକୁ ନେଇ…

୧୭ରେ ଆସୁଛି ଆଉ ଏକ ଲଘୁଚାପ! ବାତ୍ୟାର ଆଶଙ୍କା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଛି । ଏସବୁ ଭିତରେ ପାଣିପାଗ ବିଭାଗ କହିଛି ଯେ, ସେମାବର ଅର୍ଥାତ୍…

‘ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ’: ବିବାହିତ ପୁରୁଷଙ୍କ ପାଇଁ କେରଳ ହାଇକୋର୍ଟଙ୍କ ବଡ ରାୟ

କନକ ବ୍ୟୁରୋ: ସୁପ୍ରିମକୋର୍ଟ ପରକୀୟା ପ୍ରିତି ଅପରାଧ ନୁହେଁ କହିବା ପରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଲା ଯାହା ଆଇନ ବ୍ୟବସ୍ଥା ଉପରେ୍ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଦେଶର ବିଭିନ୍ନ ସ୍ଥାନରୁ ବିବାହିତ ପୁରୁଷଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । କେରଳରେ ଏପରି ମାମଲାରେ…

ଇଶାନ-ଆୟରଙ୍କ ଧୂଆଁଧାର ବ୍ୟାଟିଂ: ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ହୋଇଥିଲା । ଏଥିରେ ଇଶାନ କିଷାନ ଓ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଭାରତ ଏହି ମ୍ୟାଚରେ ବଡ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ…

ପୁରୀରେ ହବିଷ୍ୟାଳି ହଟହଟା: ପଞ୍ଜିକରଣ ହେଲା, ମିଳୁନି ସୁବିଧା !

କନକ ବ୍ୟୁରୋ: ରାତି ପାହିଲେ ପହିଲି କାର୍ତିକ । ଏଥିପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ ଆରମ୍ଭ ହୋଇଗଲାଣି । ହଜାର ହଜାର ସଂଖ୍ୟାର ହବିଷ୍ୟାଳି ପୁରୀର ମଠ ବାଡି ଏବଂ ହବିଷ୍ୟାଳି ଶିବିର ପାଖରେ ଭିଡ ଜମାଇଛନ୍ତି । କିନ୍ତୁ ପୁରୀରେ ପଂହଚିବା ପରେ ହବିଷ୍ୟାଳି ହଇରାଣ ହୋଇଛନ୍ତି । ସେମାନଙ୍କ…

କଂଗ୍ରେସ ନେତା ଉଦିତ ରାଜଙ୍କୁ ବିରୋଧ: ପୋଷ୍ଟର ଚିରିଲା, ପ୍ରତିବାଦ କଲା ବିଜେପି

କନକ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଉଦିତ୍ ରାଜଙ୍କୁ ଜୋରଦାର ବିରୋଧ । ରାଉରକେଲାରେ ବିଜେପି ପକ୍ଷରୁ ଉଦିତ ରାଜଙ୍କୁ ବିରୋଧ କରାଯାଇଛି । ରବିବାର ଉଦିତ୍ ରାଜ ରାଉରକେଲା ଗସ୍ତରେ ଥିବାବେଳେ ଏଥିପାଇଁ ସହରର ବିଭିନ୍ନ…