Monthly Archives

October 2022

ଧାମନଗର ଉପନିର୍ବାଚନ ପାଇଁ ଜମୁଛି କ୍ୟାମ୍ପେନିଂ: ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ଅବନ୍ତି ଦାସ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଧାମନଗର ତିହିଡିର  ୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ପ୍ରସ୍ତୁତ…

ଦୁଷ୍କର୍ମ ମାମଲାରେ ‘ଟୁ ଫିଙ୍ଗର ଟେଷ୍ଟ’ ଉପରେ ରୋକ୍: ସୁପ୍ରିମ କୋର୍ଟ କହିଲେ ଏହି ଟେଷ୍ଟ ପୀଡିତାଙ୍କୁ ଦ୍ୱିତୀୟଥର…

କନକ ବ୍ୟୁରୋ: ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ବିଷୟରେ ସୁନିଶ୍ଚିତ ହେବାକୁ ଚାଲି ଆସିଥିବା ‘ଟୁ-ଫିଙ୍ଗର୍‌ ଟେଷ୍ଟ୍‌’ ବ୍ୟବସ୍ଥାକୁ ସମାଲୋଚନା କରି ଏହାକୁ ବନ୍ଦ କରାଇବା ନିମନ୍ତେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ନାରୀମାନଙ୍କର ବିଗତ ଯୌନ ସମ୍ପର୍କ…

ହାରିଲା ଭାରତ, ବଦଳିଲା ସମୀକରଣ ଟିମ୍ ଇଣ୍ଡିଆ ପାଇଁ ବି ସହଜ ନୁହେଁ ସେମିଫାଇନାଲ ରାସ୍ତା । ଜାଣନ୍ତୁ କଣ ରହିଛି…

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବା ପରେ ଭାରତ ଏବେ ଗ୍ରୁପର ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଆଉ ଏହାସହ ଏହି ଗ୍ରୁପରୁ କିଏ ସେମିଫାଇନାଲ ଟିକେଟ ହାତେଇବ ତାହାକୁ ନେଇ ସସପେନ୍ସ ଦେଖାଦେଇଛି । କେବଳ ଏତିକି ନୁହେଁ ଭାରତର ବିଜୟରେ ବ୍ରେକ ଲାଗିବା ପରେ ଟି-୨୦ ବିଶ୍ୱକପର…

ଗୁଜରାଟ ଝୁଲାପୋଲ ଦୁର୍ଘଟଣା: ଆସନ୍ତାକାଲି ମୃତକଙ୍କ ପରିବାରକୁ ଭେଟିବେ ମୋଦୀ । ହସ୍ପିଟାଲରେ ଆହତଙ୍କୁ କରିବେ ସାକ୍ଷାତ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଯାହାକି ଆସନ୍ତାକାଲି ଶେଷ ହେଉଛି । ତେବେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ମୋରବୀ ଯିବା ସହିତ ସେଠାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟିବେ । ଖାଲି ସେତିକି…

ବିରାଟଙ୍କ ହୋଟେଲ ରୁମ୍ ଭିଡିଓ ଭାଇରାଲ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ପତ୍ନୀ ଅନୁଷ୍କା ଶର୍ମା । ପଢନ୍ତୁ, କଣ କହିଲେ…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଟି-୨୦ ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆରେ ରହିଛି । ପୂରା ଟିମ୍‌ ଅଷ୍ଟ୍ରେଲିଆରେ ଥିବା ବେଳେ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଯେଉଁ ରୁମରେ ଅଛନ୍ତି ସେ ରୁମର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କାଲିଠୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ ।

କନକ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଆସନ୍ତାକାଲିଠାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା…