Daily Archives

October 13, 2022

ଟିମ୍ ଇଣ୍ଡିଆକୁ ପାକିସ୍ତାନର ପୂର୍ବତନ ଖେଳାଳୀଙ୍କ ଚେତାବନୀ: ଅଷ୍ଟ୍ରେଲିଆରେ ସଂଘର୍ଷ କରିପାରେ ରୋହିତ ବାହିନୀ

କନକ ବ୍ୟୁରୋ : ଭାରତର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭକୁ ଆଉ ମାତ୍ର ୧୦ ଦିନରୁ କମ ସମୟ ରହିଛି । ଅଷ୍ଟ୍ରେଲିଆରେ ପହଞ୍ଚି ଟିମ୍ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ୨ଟି ଅନଅଫିସିଆଲ ଅଭ୍ୟାସ ମ୍ୟାଚରେ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ତେବେ…

କନକ ନ୍ୟୁଜର ଖବର ପ୍ରସାରଣ ପରେ ଓଡ଼ିଆ ଫିଲ୍ମକୁ ମିଳିଲା ହଲ। ୨୦ଟି ହଲରେ ରିଲିଜ୍ ହେବ ନୂଆ ଫିଲ୍ମ ‘ପ୍ରେମରେ ରିସ୍କ,…

କନକ ବ୍ୟୁରୋ: ରିହାତି ଦରରେ ମିଳିବ ଫିଲ୍ମ ଟିକେଟ । ଫିଲ୍ମ ଭଲ ନଲାଗିଲେ ଫେରସ୍ତ ହେବ ଟଙ୍କା । ଓଡିଆ ଚଳଚିତ୍ର ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି, ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’ ଚଳଚିତ୍ରର ପ୍ରଯୋଜନା ସଂସ୍ଥା ନେଇଛି ଏଭଳି ନିଷ୍ପତି । ଓଡିଆ ଚଳଚିତ୍ର ଭଲ ହେଉନଥିବାରୁ ହଲ…

ଜଣେ ଅଫିସର ଦୁଇଟି ପଦବୀରେ ରହିବାକୁ ନେଇ ବିଜେପିର ଅଭିଯୋଗ। ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ବିଜେପି ନେତା।

କନକ ବ୍ୟୁରୋ: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ । ଚଳିତମାସ ୩ ତାରିଖରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ହେଉଛି ନିର୍ବାଚନ କମିଶନଙ୍କ ଦାୟିତ୍ୱ । ହେଲେ ଯିଏ ନିର୍ବାଚନ କମିଶନ ଦାୟିତ୍ୱରେ ଅଛନ୍ତି, ସିଏ ମଧ୍ୟ ସରକାରରେ ଅଛନ୍ତି ।…

ବଢୁଛି ମୁଦ୍ରାସ୍ଫୀତି, ବଢୁଛି ଦରଦାମ। ଅଗଷ୍ଟ ତୁଳନାରେ ବଢ଼ିଲା ଖାଉଟି ମୂଲ୍ୟ ସୂଚକାଙ୍କ।

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ୍ର ପଦକ୍ଷେପ ପରେ ବି ନିୟନ୍ତ୍ରଣକୁ ଆସୁନାହିଁ ମୁଦ୍ରାସ୍ଫୀତି । ଏହାରି ଭିତରେ ୪ ଥର ସୁଧହାର ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ବୃଦ୍ଧି ପାଇଛି ଖାଉଟି ମୂଲ୍ୟ ସୂଚନାଙ୍କ । ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚକାଙ୍କ…

ଝିଣ୍ଟି ତ୍ରାହି ଅଚ୍ୟୁତ ନଗରରେ ବୁଲିଲା ବୁଲଡୋଜର। ବିଡିଏ ଭାଙ୍ଗିଲା ବେଆଇନ ଭାବେ ନିର୍ମିତ ଘର। 

କନକ ବ୍ୟୁରୋ: ନଗରରେ ଚାଲିଲା ବୁଲଡୋଜର । ବେଆଇନ ଘରକୁ ମାଟିରେ ମିଶାଇଲା ବିଡିଏ । ବାଲିଅନ୍ତା ଥାନା ଅଧିନ ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗର । ବିବାଦୀୟ ସୁର ବାବାଙ୍କ ଆଶ୍ରମକୁ ଲାଗି ରହିଛି ଏହି ଅଞ୍ଚଳ । ଏହାରି ଭିତରେ ସୁର ବାବାଙ୍କ ଦେହାନ୍ତ ହୋଇସାରିଛି, କିନ୍ତୁ ବିବାଦମୁକ୍ତ…

ବିଦେଶୀ ପାଣିପାଗ ସଂସ୍ଥାର ଆକଳନକୁ ନେଇ ଦ୍ୱନ୍ଦ୍ୱ, ଗୁଜବକୁ ବିଶ୍ୱାସ ନକରିବା ପାଇଁ କହିଲା ଆଇଏମଡି।

କନକ ବ୍ୟୁରୋ: ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ୍ ମହାବାତ୍ୟା ନେଇ ସୂଚନା ଦେବା ପରେ ଆଜି ପୂର୍ବାନୁମାନରେ କିଛିଟା ପରିବର୍ତନ କରିଛି । ସୁପର ସାଇକ୍ଲୋନ ବା ମହାବାତ୍ୟା ନେଇ ପୂର୍ବାନୁମାନ କରିଥିଲା, ଏବେ ଭୀଷଣ ସାମୁଦ୍ରିକ ଝଡ଼ ହେବ ବୋଲି ଆକଳନ କରିଛି ।…